ଓଡିଶା ଲୋକସେବା ଆୟୋଗ ଅଧ୍ୟକ୍ଷ ହେଲେ ସତ୍ୟଜିତ ମହାନ୍ତି

ଭୁବନେଶ୍ୱର: ବରିଷ୍ଠ ଆଇପିଏସ ଅଧିକାରୀ ଡ.ସତ୍ୟଜିତ ମହାନ୍ତିଙ୍କୁ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତି  ଦିଆଯାଇଛି | ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ମୁତାବକ ବର୍ତ୍ତମାନ ଅଗ୍ନିଶମ ଓ ହୋମଗାର୍ଡ ବିଭାଗର ଡିଜି ଥିବା ସତ୍ୟଜିତ ମହାନ୍ତିଙ୍କ ଏହି ନୂତନ … Read More

ମୁଣ୍ଡବିହୀନ ଶିଶୁପୁତ୍ର ଉଦ୍ଧାର

ଯାଜପୁର:  ଯାଜପୁରର ବିଭିନ୍ନ ଅଞ୍ଚଳରେ କିଛି ଦିନ ହେବ ପିଲା ଚୋର ଭୟ ରହିଥିବା ବେଳେ ଆଜି ଏକ  ଶିଶୁ ପୁତ୍ରର ମୁଣ୍ଡ  ନଥିବା ଶରୀର ମିଳିବା ପରେ ଲୋକମାନଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଯାଜପୁର ବ୍ଲକ ଚଇନପୁର ପଞ୍ଚାୟତ … Read More

ରାକେଶଙ୍କୁ ୩ ଦିନିଆ ରିମାଣ୍ଡରେ ନେବ ପୁଲିସ

ଭୁବନେଶ୍ବର: ବହୁଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ବାଇଁଙ୍କ ରିମାଣ୍ଡ ଆବେଦନ ଉପରେ ଜିଲ୍ଲା ଦୌରାଜଜ ଅଦାଲତ ଶୁଣାଣି କରିଛନ୍ତି। ରାକେଶ ସ୍ବାଇଁ ଫେବ୍ରୁଆରି ୨ ତାରିଖ ଠାରୁ ତିନି ଦିନିଆ ରିମାଣ୍ଡରେ ଯିବ। ପୂର୍ବରୁ … Read More

ସେନା ଉପମୁଖ୍ୟ ହେଲେ ଚଣ୍ଡି ପ୍ରସାଦ

ଭୁବନେଶ୍ୱର: ଭାରତୀୟ ସେନାର ଉପମୁଖ୍ୟ ଭାବେ ଦାୟିତ୍ବ ନେଇଛନ୍ତି ଓଡିଆ ପୁଅ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି । ୪୨ତମ ଭାଇସ୍ ଚିଫ୍ ଆର୍ମୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଚଣ୍ଡି ପ୍ରସାଦ । ଲେଫ୍ଟନାଣ୍ଟ ଜେନେରାଲ ଏସ କେ … Read More

୮ରୁ ନବମ ଓ ଏକାଦଶ ଶ୍ରେଣୀ ପାଠପଢା

ଭୁବନେଶ୍ୱର:  ଆସନ୍ତା ୮ ତାରିଖରୁ ଆରମ୍ଭ ହେବ ନବମ ଓ ଏକାଦଶ ଶ୍ରେଣୀର ପାଠପଢା । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । କୋଭିଡ ଭୟବହତା ଭିତରେ ଦୀର୍ଘ ୧୦ ମାସ ଧରି ବନ୍ଦ ରହିଥିଲା ସମସ୍ତ ସ୍କୁଲ … Read More

ସିକ୍ୟୁରିଟି ଗାର୍ଡଙ୍କୁ ମରଣାନ୍ତକ ଆକ୍ରମଣ

ଯାଜପୁର: ଯାଜପୁର ସଦରଥାନା ଅଧୀନ ସାହସପୁରଠାରେ ନିର୍ମାଣଧୀନ ବିଦ୍ୟୁତ୍ ଷ୍ଟ୍ରକ୍‌ଚରରେ ସିକ୍ୟୁରିଟି ଗାର୍ଡ କାମ କରୁଥିବା ଏହି ଥାନା ଏରବାଙ୍କ ଗ୍ରାମର ତ୍ରିଲୋଚନ ମଲିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ହଠାତ୍ ୨୭ ତାରିଖ ରାତି ପ୍ରାୟ ୧୨ଟାରେ ଏକ ବୋଲେରୋରେ … Read More

ପୋଲିସ୍ ଇନଫର୍ମର ସନ୍ଦେହରେ ୨ ଜଣଙ୍କୁ ହତ୍ୟା

ବାଲିଗୁଡ଼ା: କନ୍ଧମାଳରେ ପୁଣି ମାତିଲେ ମାଓବାଦୀ । ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକ ବେଲଘର ଥାନା ଅଞ୍ଚଳରେ ମାଓବାଦୀ ହତ୍ୟାକାଣ୍ଡ ଘଟାଇଛନ୍ତି । ବିଳମ୍ବିତ ରାତିରେ ସଶସ୍ତ୍ର ମାଓବାଦୀ ୨ ଜଣଙ୍କୁ ବିଭତ୍ସ ଭାବେ ହତ୍ୟା କରିଥିବା ଜଣାପଡ଼ିଛି । ବେଲଘର ଥାନା ଭଣ୍ଡରଙ୍ଗି … Read More

ମାଲକାନଗିରିରେ ପେଟ୍ରୋଲ ଦର ୯୧ ଟଙ୍କା ୪୨ ପଇସା

ଭୁବନେଶ୍ୱର: ହୁହୁ ହୋଇ ବଢିଚାଲିଛି ଡିଜେଲ ଓ ପେଟ୍ରୋଲ ଦର । ଲଗାତାର ତେଲଦର ବଢିବା ଫଳରେ ଖାଉଟି ଏବେ ଚିନ୍ତାରେ ପଡ଼ିଛନ୍ତି । ଓଡିଶାର ମାଲକାନଗିରରେ ଡିଜେଲ ଓ ପେଟ୍ରୋଲ ଦର ସର୍ବାଧିକ ରହିଛି । ମାଲକାନଗିରିରେ ପେଟ୍ରୋଲ ଦର … Read More

ଜେଲରେ କମ୍ପ୍ୟୁଟର ଶିଖିବେ କଏଦୀ

ଭୁବନେଶ୍ୱର: ଜାନୁଆରୀ ୨୬ରୁ  ଝାରପଡା ଜେଲରେ କମ୍ପ୍ୟୁଟର ଶିଖିବେ କଏଦୀ । ୩୦ ଟି କମ୍ପ୍ୟୁଟରରେ ପାଠ ପଢିବେ ଅନ୍ତେବାସୀ । ସେହିପରି ପାଠ ପଢିବା ପାଇଁ ଆରମ୍ଭ ହେବ ଇ ଲାଇବ୍ରେରୀ  । ଏବେ ଜେଲରେ ରହି ୮୦ ଜଣ … Read More

ନେତାଜୀ ସୁଭାଷ ବୋଷଙ୍କ ଶୈକ୍ଷିକ ଓ ସାମାଜିକ ଅନୁଚିନ୍ତା

ଡକ୍ଟର ନାରାୟଣ ବାରିକ୍‌ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମତରେ ଭାରତରେ ଛାତ୍ରମାନେ ଯଦି ରାଜନୀତିରେ ଅଂଶଗ୍ରହଣ ନ କରିବେ ଏ ଦେଶର ନେତୃତ୍ୱ ନେବ କିଏ? ଏ ଦେଶର ନେତା ସୃଷ୍ଟି ହେବେ କିପରି? ପ୍ରାକ୍‌-ସ୍ୱାଧୀନତା ସମୟରେ ବୟସ୍କମାନଙ୍କ ଉପରେ … Read More