ଗ୍ୟାସ୍ ଲିକ୍‌ରୁ ଗ୍ରୀନ୍ ଚିଲ୍ଲୀରେ ଅଗ୍ନିକାଣ୍ଡ

ଭୁବନେଶ୍ୱର:-ଗ୍ୟାସ୍ ଲିକ୍‌ରୁ ଗୋପବନ୍ଧୁକ ଛକରେ ଥିବା ଗ୍ରୀନ୍ ଚିଲ୍ଲୀରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ କହି ମୃତାହତ ହୋଇନଥିବା ବେଳେ ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ସବୁଠୁ ବଡ଼ କଥା ହେଲା ଦୋକାନରେ ଥିବା … Read More

ଗଞ୍ଜେଇ ମାଫିଆଙ୍କୁ ଧରିବାକୁ ଯାଇ ଆକ୍ରମଣର ଶିକାର ହେଲା ଏସଟିଏଫ , 4 କର୍ମଚାରୀ ଆହତ

ଭୁବନେଶ୍ୱର:-ଗଞ୍ଜେଇ ମାଫିଆଙ୍କୁ ଧରିବାକୁ ଯାଇ ହଟହଟା ହୋଇଛି କ୍ରାଇମବ୍ରାଞ୍ଚର ଏସଟିଏଫ।  ସ୍ଥାନୀୟ ଲୋକେ stfକୁ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି। ଫଳରେ stfର 4 ଜଣ କର୍ମଚାରୀ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଏହି ଘଟଣା … Read More

ରାସ୍ତାରେ ପଡ଼ିଛି ୫୦୦ ଟଙ୍କିଆ ବଣ୍ଡଲ୍‌

ଭୁବନେଶ୍ୱର :-ରାଜଧାନୀ ଭୁବନେଶ୍ୱର ରାଜରାସ୍ତାରେ ପଡ଼ିଛି ୫୦୦ ଟଙ୍କିଆ ନୋଟ୍ ବଣ୍ଡଲ‌। ଏହି ନୋଟ୍‌ ଅସଲି କି ନକଲି, ତାହା ଜଣାପଡ଼ି ନାହିଁ। ଏହି ଖବର ପ୍ରକାଶ ପାଇବା ପରେ ସେଠାରେ ଲୋକଙ୍କ ଭିଡ ଜମିବାରେ ଲାଗିଛି। ଆଜି ଗଙ୍ଗନଗର ଛକରେ … Read More

ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ବଢ଼ିଲା ଅଭିଯୋଗର ଫର୍ଦ୍ଦ

ଭୁବନେଶ୍ୱର: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ବଢୁଛି ଅଭିଯୋଗର ଫର୍ଦ୍ଦ । ପ୍ରଦୀପଙ୍କ ନାଁରେ ଆଉ ୨ ମାମଲା ରୁଜୁ ହୋଇଛି । ଠକାମୀର ଶିକାର ହୋଇଥିବା ଆଉ ୨ ଜଣ ଏତଲା ଦେଇଛନ୍ତି । ପ୍ରଶାନ୍ତ କର ଓ ଲକ୍ଷ୍ମୀନାରାୟଣ … Read More

ଠକେଇର ନୂଆଁ ଟ୍ରେଣ୍ଡ: ତମର ଲଟେରୀ ଲାଗିଛି, ଭିଡିଓ ଦେଖାଇ ସାଇବର ଠକ ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା

ଭୁବନେଶ୍ଵର :- ତମର ଲଟେରୀ ଲାଗିଛି। ତମକୁ ମିଳିବ ଟଙ୍କା। ଏଇ ଦେଖ ତୁମକୁ ଦେବାକୁ ଆମେ ଏମିତି ରଖିଛୁ। ତା ପରେ ପୂରା ପ୍ଲାନ। ଏ ହେଉଛନ୍ତି ଲଟେରୀ ଲୋଭ ଦେଖାଉଥିବା ଆତ୍ମ ଘୋଷିତ ବ୍ୟାଙ୍କର ଲଟେରୀ ମ୍ୟାନେଜର। ତାଙ୍କ … Read More

ଫାଣ୍ଡି ଅଧିକାରୀଙ୍କୁ ତୀର ମାଡ଼

ରାଉରକେଲା:-ଫାଣ୍ଡି ଅଧିକରୀଙ୍କୁ ତୀର ମାଡ଼ ହୋଇଛି। ମଦ ଧରିବାକୁ ଯାଇଥିବା ବେଳେ ତୀର ମାଡ଼ ଖାଇଥିବା ଅଭିଯୋଗ ହୋଇଛି। ଆଜି ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲା ଟେନ୍ସା ଫାଣ୍ଡି ଅଞ୍ଚଳରେ ଘଟିଛି।ଅଭିଯୋଗରୁ ପ୍ରକାଶ, ଟେନ୍‌ସା ଜିରୋ ଅଞ୍ଚଳରେ ଅବାଧ ମଦ ବେପାର … Read More

ଆଇଏଏସ୍ ବିଷ୍ଣୁପଦଙ୍କ ନାଁରେ ଲୋକାୟୁକ୍ତ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର:– ରାଜସ୍ୱ ବିଭାଗର ସଚିବ ବିଷ୍ଣୁପଦ ସେଠୀ ରାଜ୍ୟ ସମବାୟ ବ୍ୟାଙ୍କରୁ ବେଆଇନ ଭାବେ ଲକ୍ଷ ଲକ୍ଷ ଟଙ୍କା ଉଠାଇ ନିଜସ୍ୱ ଖର୍ଚ୍ଚ କରିଥିବା ଅଭିଯୋଗର ତଦନ୍ତ ପାଇଁ ଲୋକାୟୁକ୍ତ ଆଜି ନିର୍ଦ୍ଦେଶ ଜାରି କରିଛନ୍ତି। ୬୦ଦିନ ମଧ୍ୟରେ ଲୋକାୟୁକ୍ତଙ୍କ ତଦନ୍ତ … Read More

ପ୍ରଦୀପ ପାଣିଗ୍ରାହୀ ଜାମିନ ଆବେଦନ ପ୍ରସଙ୍ଗ : କେସ୍ ଡାଏରୀ ଦାଖଲ ପାଇଁ କ୍ରାଇମବ୍ରାଂଚକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର:-ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଜାମିନ ଆବେଦନ ପ୍ରସଙ୍ଗ । କେସ୍ ଡାଏରୀ ଦାଖଲ ପାଇଁ କ୍ରାଇମବ୍ରାଂଚକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ସପ୍ତାହରେ ମାମଲାର ପରବର୍ତୀ ଶୁଣାଣୀ ହେବ । ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ଏନେଇ ସୂଚନା ଦେଇଛନ୍ତି … Read More

କୁଳମଣିଙ୍କ ପାଇଁ ରାସ୍ତାରେ ବିଛା ଯାଇଥିଲା ହତ୍ୟାର ଷଡଯନ୍ତ୍ର

ମହାଙ୍ଗା:-କୁଳମଣି ବରାଳଙ୍କ ହତ୍ୟା ଥିଲା ଏକ ସୁଚିନ୍ତିତ ଓ ଯୋଜନାବଦ୍ଧ ହତ୍ୟାକାଣ୍ଡ । ଏକଥା ଆମେ କହୁନୁ, ବରଂ ଘଟଣାସ୍ଥଳର ସ୍ଥିତି ହିଁ ବୟାନ କରୁଛି । କୁଳମଣିଙ୍କ ଗତିବଧିକୁ ଅନୁଧ୍ୟାନ କରୁଥିବା ଏହି ଦୁର୍ବୃତମାନେ ପୂର୍ବ ନିଦ୍ଧାରିତ ଯୋଜନା ଅନୁସାରେ, … Read More

ସାନ ଭାଇର ହାତୁଡି ମାଡ଼ରେ ଭାଇ-ଭାଉଜ ଗୁରୁତର

ପାଟଣା:-କେନ୍ଦୁଝର ଜିଲ୍ଲା ପାଟଣା ଥାନା ମାଛଗଡ଼ ଗାଁରେ ଘଟିଛି ଅଭାବନୀୟ ଘଟଣା । ସାନ ଭାଇର ହାତୁଡି ମାଡ଼ରେ ବଡ଼ ଭାଇ ଓ ଭାଉଜ ଗୁରୁତର ହୋଇଛନ୍ତି । ଏନେଇ ବଡ଼ଭାଇ ନୀଳେନ୍ଦ୍ର ପାଟଣା ଥାନାରେ ସାନ ଭାଇ ଶରତଙ୍କ ନାମରେ  … Read More