ମୋବାଇଲ ଝାମ୍ପି ପଳାଉଥିଲେ,ବୁଲେଟ ଚଢ଼ି ଫିଲ୍ମ ଷ୍ଟାଇଲରେ କାବୁ କଲେ ରିନୁ
ଭୁବନେଶ୍ୱର: ରାଜଧାନୀରେ ଫେଲ୍ ମାରିଲା ଲୁଟେରାଙ୍କ ପ୍ଲାନ୍ । ଚଳନ୍ତା ବାଇକରୁ ମୋବାଇଲ ଝାମ୍ପି ଖସି ପଡିଲେ ଦୁଇ ଲୁଟେରା । ଫିଲ୍ମ ଷ୍ଟାଇଲରେ ଲୁଟେରାକୁ ଜବାବ୍ ଦେଲେ ଯୁବତୀ । ଶନିବାର ରାତି ପ୍ରାୟ ସାଢ଼େ ୮ଟା ବେଳେ ଯୁବତୀ ଜଣଙ୍କ … Read More










