ଗାଡ଼ି ଯାଞ୍ଚ ପାଇଁ ପୁଲିସକୁ ମିଳିବ ଅଧିକ କ୍ଷମତା

ଭୁବନେଶ୍ବର,: -ସଡ଼କ ସୁରକ୍ଷା ଦାୟିତ୍ବରେ ଥିବା ପରିବହନ ବିଭାଗ ଏବେ ପୁଲିସର ଅଧିକ ସହାୟତା ନେବାକୁ ଯୋଜନା କରିଛି। କିନ୍ତୁ ତାହା ସଡ଼କ ସୁରକ୍ଷା ପାଇଁ ନୁହେଁ ବରଂ ଜୋରିମାନା ଆଦାୟ ପାଇଁ ପୁଲିସକୁ ଅଧିକ କ୍ଷମତା ଦିଆଯାଉ ବୋଲି କହିଛି। … Read More

ଥାନା ହାଜତରେ ଛେଳି, ଖାଇବାକୁ ନାହିଁ ଘାସ

ମାଲକାନଗିରି:-ଥାନାରେ ବନ୍ଧା ପଡ଼ିଛି ଛେଳି । ପୁଲିସ ଭ୍ୟାନରେ ଆଣି ଥାନା ପରିସରରେ ଛେଳିକୁ ବାନ୍ଧି ରଖିଛି ପୁଲିସ । ଏଭଳି ଘଟଣା ଘଟିଛି ମାଲକାନାଗିରି ଜିଲ୍ଲା ମଡେଲ ଥାନାରେ । ମାଲାକନଗିରି ଥାନା ଅନ୍ତର୍ଗତ ଗୌଡ଼ଗୁଡ଼ା ଅଞ୍ଚଳରେ କୁକୁଡ଼ା ଲଢ଼େଇ … Read More

୨୬ ଜଣ ଆଇପିଏସ ସ୍ତରରେ ଅଦଳବଦଳ, ଭୁବନେଶ୍ୱର ଡିସିପି ହେଲେ ମୀନା

–ଡିସିପି ଥିବା ପିନାକ ମିଶ୍ରଙ୍କୁ ଏସଟିଏଫ ଡିଜିଆ ଭୁବନେଶ୍ବର,(ମୁଖ୍ୟ ):-26 ଜଣ ଆଇପିଏସ ସ୍ଥରରେ ରାଜ୍ୟ ସରକାର  ବଡ଼ ଧରଣର ଅଦଳବଦଳ କରିଛନ୍ତି। କଟକ ଡିସିପି ଥିବା ଜଗମୋହନ ମୀନାଙ୍କୁ ଭୁବନେଶ୍ବର ଡିସିପି ଭାବେ ବଦଳି କରାଯାଇଛି।  ଭୁବନେଶ୍ବର ଡିସିପି ଥିବା … Read More

ଜୟପାଟଣା ଫରେଷ୍ଟ ରେଞ୍ଜରେ ପଶିଲା ଇଡି, ଚଢ଼ାଉରେ ମିଳିଲା ବାଘ ଛାଲ

ଭୁବନେଶ୍ବର:(ମୁଖ୍ୟ):  କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନାଞ୍ଚଳ ଅଧୀନ ଜୟପାଟଣା ଫରେଷ୍ଟ ରେଞ୍ଜରେ ପଶିଛି ପ୍ରବର୍ତ୍ତନ ନିର୍ଦ୍ଦଶୋଳୟ (ଇଡି)।  କାର୍ଯ୍ୟ।ଳୟରେ କାର୍ଯ୍ୟରତ ଥିବା ଫରେଷ୍ଟଗାର୍ଡ ଅଶୋକ ସାହୁଙ୍କ ଲଡୁଗାଁ ସ୍ଥିତ ବାସଭବନରେ ଚଢ଼ଉ କରାଯାଇଛି। ଅଶୋକଙ୍କୁ 10 ଘଣ୍ଟା ଧରି ଇଡି ଅଧିକାରୀମାନେ … Read More

ଫୁଙ୍ଗୁଳା ଦେହ ଦେଖିଲୁ ଟଙ୍କା ଦେ, ଅଧ୍ୟାପକଙ୍କୁ ଏମିତି କହିଲେ ଯୁବତୀ

–ସାମ୍ନାକୁ ଆସିଲା ଅଧ୍ୟାପିକାଙ୍କ ଅଶ୍ଲୀଳ ଭିଡିଓ । ଭୁବନେଶ୍ୱର :(ମୁଖ୍ୟ):- ଫୁଙ୍ଗୁଳା ଦେହ ଦେଖିଲୁ ଟଙ୍କା ଦେ, ନହେଲେ ନାମ ନେ । ସେକ୍ସଟ୍ରସନ ର ଇଜିମନି ପାଇଁ ପାଗଳ ହେଲେଣି ମହିଳା । ଦୁଇ ବର୍ଷରେ ଓଡିଶା ପୋଲିସ ପାଖରେ … Read More

ଥାନା ଗାଡ଼ିରେ ପରିବାର ବୁଲାଉଛନ୍ତି ପୋଲିସ ବାବୁ

–ପୁଲିସ ଗାଡିର ହେଉଛି ଅପବ୍ୟବହା -ଉପରିସ୍ଥ ଅଧିକାରୀ ନଜ ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟବହାର କରୁଛନ୍ତି -ତଦନ୍ତ ନାଁରେ ମନ ଇଚ୍ଛା ତେଲ୍ ପୋଡୁଛନ୍ତି -ପରିବା ଆଣିବା, ପିଲାଙ୍କୁ ସ୍କୁଲ ଛାଡିବା ପାଇଁ ହେଉଛି ବ୍ୟବହାର -ଜିଲ୍ଲା ବାହାରକୁ ତଦନ୍ତ ନାଁରେ ଯାଉଛନ୍ତି … Read More

ଯୁବତୀ ପ୍ରେମ କଲା ବାୟା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ହେଲେ 20 ଲକ୍ଷ ସାଇବର ଠକେଇ

–ଚାଟିଂ ଏବଂ ଭିଡ଼ିଓ କଲକୁ ଭାଇରାଲ କରିବାର ଧମକ ଦେଇଥିଲେ ଭୁବନେଶ୍ବର,(ମୁଖ୍ୟ ):-ଯୁବତୀ ପ୍ରେମରେ ବାୟା ହୋଇ କଟକ ଜିଲ୍ଲା କୃଷି ଅଧିକାରୀ 20 ଲକ୍ଷ ସାଇବର ଠକାମୀର ଶିକାର ହୋଇଛନ୍ତି l ଏନେଇ ସାଇବର ଥାନାରେ ଅଭିଯୋଗ କରିବା ପରେ … Read More

ପୁଲିସର ବେତାର ବିଭାଗ ଭୂତ କୋଠି ପାଲଟିଲାଣି

–ନାହାନ୍ତି ବୈଷୟିକ ଜ୍ଞାନ ସମ୍ପର୍ଣ୍ଣ ବରିଷ୍ଠ ଅଧିକାରୀ -ଏଏସ୍ଆଇ ସାଜିଛନ୍ତି ଅଫିସିର ମାମଲତକାରୀ -ବିଧାନସଭାକୁ ଦିଆଯାଇଥିଲା ମିଥ୍ୟା ତଥ୍ୟ ଭୁବନେଶ୍ବର,(ମୁଖ୍ୟ ):- ରାଜ୍ୟ ପୁଲିସର ବେତାର ବିଭାଗ(କମୁନିକେସନ୍) ଏବେ ଅଚଳ ହୋଇପଡିଛି। କାରଣ ଏଠାରେ କୌଣସି ବୈଷୟିକ ଜ୍ଞାନ ସମ୍ପର୍ଣ୍ଣ ଆଇପିଏସଙ୍କୁ … Read More

ସ୍ଲାଇଡର ଝରକା ଥିବା ଘରକୁ ଟାର୍ଗଟେ କରୁଥିଲା ସ୍ପାଇଡର ଶକ୍ତି

ଭୁବନେଶ୍ୱର:(ମୁଖ୍ୟ)-ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପଶି କଳାକନା ବୁଲାଇଥିଲା ସ୍ପାଇଡର୍ ମ୍ୟାନ୍। ସ୍ପାଇଡର ଭଳି ସେ ଘର ଉପରକୁ ଆଖି ପୁଛୁଳାକେ ଚଢି ଯାଉଥିଲା। ଫିଲ୍ମର ସ୍ପାଇଡର ମ୍ୟାନ୍ ଲୋକଙ୍କୁ ସହଯୋଗ କରୁଥିବା ବେଳେ ଗିରଫ ସ୍ପାଇଡର ଶକ୍ତି … Read More

ମୋ ବସକୁ ଦେଖିଲେ ଡର ଲାଗୁଛି

ଭୁବନେଶ୍ୱର:-ରାଜଧାନୀ ଭୁବନେଶ୍ବରରେ ସିରିଜ ଦୁର୍ଘଟଣା। ଦୁର୍ଘଟଣାଟି ରାଜମହଲ ଛକ ଏବଂ ମାଷ୍ଟରକ୍ୟାଣ୍ଟିନ୍ ଛକ ମଝିରେ ଘଟିଛି। ମୋ ବସ୍ ଧକ୍କାରେ ୪ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ୨ଟି ମୋ-ବସ୍ ଓ ୨ଟି କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରଥମେ ଏକ ଏସି … Read More