ଢ଼ିଙ୍କିଆରେ ପୋଲିସ-ଗ୍ରାମବାସୀ ମୁହାଁମୁହିଁ, ଗ୍ରାମବାସୀଙ୍କୁ ଲାଠିମାଡ

ପାରାଦୀପ: :-ଢ଼ିଙ୍କିଆରେ ସରକାର ଅଧିଗ୍ରହଣ କରିଥିବା ଜମିରେ ଥିବା ପାନବରଜ ଭଙ୍ଗା କାର୍ଯ୍ୟ ପ୍ରଶାସନ ପକ୍ଷରୁ ଜାରି ରହିଛି । ଏହାକୁ ବିରୋଧ କରିବା ପାଇଁ ଢ଼ିଙ୍କିଆ ଫୁଲଖାଇ ମନ୍ଦିରରେ ଏକାଠି ହୋଇଥିଲେ ଶହ ଶହ ଗ୍ରାମାବାସୀ । ନିଷ୍ପତି ପରେ … Read More

ରାଜଧାନୀରେ ପୁଣି ମାତିଲେ ଲୁଟେରା,ସାମ୍ବାଦିକଙ୍କୁ ଖଣ୍ଡା ଦେଖାଇ ଲୁଟିଲେ ମୋବାଇଲ ଓ ସୁନା ମୁଦି

ଭୁବନେଶ୍ୱର:  ସାମ୍ବାଦିକଙ୍କୁ ଖଣ୍ଡା ଦେଖାଇ ଲୁଟିଲେ ମୋବାଇଲ ଓ ସୁନା ମୁଦି। ନୟାପଲୀ ଥାନାଠୁ ମାତ୍ର 100 ମିଟର ଦୂରରେ ଏଭଳି ଘଟଣା ଘଟିଛି। ଲୁଟର ଶିକାର ହୋଇଛନ୍ତି କଳିଙ୍ଗ ଟିଭି ସାମ୍ବାଦିକ ସୌମ୍ୟ ରଞ୍ଜନ ସେଠୀ । ଗତକାଲି ରାତି … Read More

ଲକ୍ଷ୍ମୀପୁର ଏସବିଆଇରୁ କୋଟିଏ ଟଙ୍କାର ସୁନା ଚୋରି

କୋରାପୁଟ: ଲକ୍ଷ୍ମୀପୁର ଏସବିଆଇରୁ ବଡ଼ଧରଣର ଚୋରି ଅଭିଯୋଗ  । କୋଟିଏ ଟଙ୍କାର ସୁନା ଚୋରି ହୋଇଥିବା ନେଇ ଥାନାରେ ପହଁଚିଲା ଅଭିଯୋଗ  । ସୂଚନା ମୁତାବକ ଜଣେ ଅସ୍ଥାୟୀ କର୍ମଚାରୀ ଏହି ସୁନା ଚୋରି ପଛରେ ପ୍ରତ୍ୟକ୍ଷ ଭାବେ ରହିଛନ୍ତି  ।  ପ୍ରାୟ … Read More

ସଂକୀର୍ତ୍ତନ ମଣ୍ଡଳୀ ଉପରେ ମାଡିଗଲା କାର୍

ବ୍ରହ୍ମଗିରି: ଗାଁ ଦାଣ୍ଡରେ ଚାଲିଥିଲା ସଂକୀର୍ତ୍ତନ, ମାଡ଼ିଗଲା ଦ୍ରୁତଗାମୀ କାର । ପୁରୀ ସାତପଡ଼ା ରେବଣା ନୂଆଗାଁରେ ଘଟିଛି ଏ ଅଭାବନୀୟ ଘଟଣା । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୬ ଜଣ ଗୁରୁତର ହୋଇଛନ୍ତି । ମୃତକ ହେଲେ … Read More

୪ ଡକାୟତଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ

ଢେଙ୍କାନାଳ: ରାସୋଲ ବ୍ୟାଙ୍କ ଡକାୟତି ଘଟଣା । ଧରପଡିଲେ ୪ ଡକାୟତ । ଢେଙ୍କାନାଳ ଗୋବିନ୍ଦପୁର ଫାଣ୍ଡି ଅଧିନ ଏକ କୋଠାଘରୁ ଗୋଡ଼ାଇ ଧରିଲା ପୋଲିସ । ଡକାୟତଙ୍କୁ ପଚରା ଉଚରା କରୁଛି ପୋଲିସ । ସେମାନଙ୍କ ଠାରୁ ଲୁଟ ସୁନା, ଗୋଟିଏ … Read More

ସୁରେଖା ପଲେଇଙ୍କୁ ହତ୍ୟା ନୁହେଁ ଆତ୍ମହତ୍ୟା କରିଥିଲେ

ଭୁବନେଶ୍ୱର:- ଭରତପୁର ତରିଣୀ ବସ୍ତି ସୁରେଖା ପଲେଇ ହତ୍ୟାକାଣ୍ଡ ମାମଲା । ସୁରେଖା ପଲେଇ ହତ୍ୟାକାଣ୍ଡ ମାମଲାରେ ନୂଆ ଖୁଲାସା । ହତ୍ୟା ନୁହେଁ ଆତ୍ମହତ୍ୟା କରିଥିଲେ ସୁରେଖା । ପୁରୁଷ ବନ୍ଧୁ ବିବାହ ପାଇଁ ରାଜି ନ ହେବାରୁ ସୁରେଖା … Read More

ଗୁଡି ସୁତା ଲାଗି କଟିଲା ୩ ଯୁବକଙ୍କ ବେକ

ଭୁବନେଶ୍ୱର: ଗୁଡି ସୁତା ଲାଗି ୩ ଯୁବକଙ୍କ କଟିଲା ବେକ । ଖଣ୍ଡଗିରି ଥାନା ଡୁମୁଡୁମା ଅଞ୍ଚଳରେ ଘଟିଛି ଅଘଟଣ । ଡୁମୁଡୁମା ପାଲା ମଣ୍ଡପ ନିକଟରେ ଯୁବକଙ୍କ ବେକରେ ଲାଗିଲା ମାଞ୍ଜା ସୁତା । ସ୍କୁଟିରେ ଯାଉଥିବା ବେଳେ ଯୁବକଙ୍କ ବେକରେ … Read More

କଥାରେ ହିରୋ, କାମରେ ଜିରୋ, ଆମ କମିସନରେଟ ପୁଲିସ, ଏକାଧିକ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଫଳ

ଭୁବନେଶ୍ୱର:(ରିପୋର୍ଟ-ସୁଶାନ୍ତ ପାତ୍ର):-ଅନ୍ୟ ଜିଲ୍ଲାର ପୁଲିସ ଠାରୁ କମିସନ୍‌ରେଟ ପୁଲିସ ଦକ୍ଷ । ଏଠାରୁ ହେଉଥିବା ରଣ କୌଶଳ, ଯୋଜନା ଦେଖି ଅନ୍ୟ ଜିଲ୍ଲାର ପୁଲିସ ଆପଣାଇଥାନ୍ତି । ଏପରିକି ଅଭିଯୁକ୍ତକୁ ଧରିବା ପାଇଁ ଆଧୁନିକ ଜ୍ଞାନକୌଶଳ ମଧ୍ୟ ରହିଛି । କିନ୍ତୁ … Read More

ପୁଣି ଜଣେ ଉଠା ଦୋକାନୀଙ୍କ ଆତ୍ମହତ୍ୟା,କରଜକୁ ନେଇ ପାରିବାରିକ ଅଶାନ୍ତିରେ ଥିଲେ

ଭୁବନେଶ୍ୱର: ରାଜଧାନୀରେ ମଙ୍ଗଳବାର ଆଉ ଜଣେ ଉଠା ଦୋକାନୀ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିଥିବା ବ୍ୟବସାୟୀ ହେଲେ ବିହାରର ସୁବାଷ ପଣ୍ଡିତ(୩୫) । ସେ ବେକରେ ଲୁଗା ବାନ୍ଧୀ ଆତ୍ମହତ୍ୟା କରିଥିବା ପୁଲିସ କହିଛି । ଏନେଇ ବଡ଼ଗଡ଼ ଥାନା … Read More

ସୁନ୍ଦରପଦା ଦୀପକ ହତ୍ୟା ମାମଲା,ଆଉ 2 ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ

ଭୁବନେଶ୍ୱର :- ସୁନ୍ଦରପଦା ଦୀପକ ରାଉତରାୟ ହତ୍ୟା ମାମଲାରେ ୩ ଅଭିଯୁକ୍ତ ବିକି ମଲିଆ, ଗୁନୁ ମଲିଆ ଓ ସୁଜିତ ପଣ୍ଡାଙ୍କ ୫ ଦିନିଆ ରିମାଣ୍ଡ ଆଜି ଶେଷ ହୋଇଛି । ପୁଲିସ ସେମାନଙ୍କୁ କୋର୍ଟରେ ହାଜର କରି ଜେଲ ପଠାଇବ … Read More