ପୋଲିସ ଡାକୁଛନ୍ତି କହି NHରୁ ଲୁଟିନେଲେ ଟ୍ରକ୍‌

ଖୋର୍ଦ୍ଧା: -NH  ରେ ପୁଣି ମାତିଲେ ଲୁଟେରା। ବାରମ୍ବାର ହେଉଛି ଲୁଟ। ପୋଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଚ। ପୋଲିସ୍ର ପରିଚୟ ଦେଇ ଲୁହା ପଥର ବୋଝେଇ  ଟ୍ରକ୍  କଲେ ଲୁଟ୍। ଲୁଟ୍ ହୋଇଛି  ୧୬ ନଂ ଜାତୀୟ ରାଜପଥ ଚଣ୍ଡେଶ୍ୱର ରାଇସ୍ … Read More

ଇବ ନଦୀ ପଠାରୁ ମିଳିଲା ଯୁବକଙ୍କର ଖଣ୍ଡ ବିଖଣ୍ଡିତ ମୃତଦେହ,

ସୁନ୍ଦରଗଡ଼: ସୁନ୍ଦରଗଡ଼ ସହରର ଇବ ନଦୀ ପଠାରୁ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। କଟାମୁଣ୍ଡ ଓ ଗୋଟିଏ କଟା ଗୋଡ ଉଦ୍ଧାର କରାଯାଇଥିବା ବେଳେ ଆଉ ଗୋଟିଏ କଟା ଗୋଡ ମିଳୁନଥିବାରୁ ପୋଲିସ ପକ୍ଷରୁ ଖୋଜାଖୋଜି କରାଯାଉଛି। … Read More

ରାଜଧାନୀରେ କାର୍‌ କାଚ ଭାଙ୍ଗି ଲୁଟିନେଲେ ଟଙ୍କା

ଭୁବନେଶ୍ୱର, :- ଦିନକୁ ଦିନ ରାଜଧାନୀ ଅଶାନ୍ତ ହୋଇପଡ଼ିଲାଣି । କେତେବେଳେ ସକାଳ ସମୟରେ ଲୁଟୁଛନ୍ତି ତ ଆଉ କେତେବେଳେ ଦିନ ଦ୍ୱିପ୍ରହରରେ ଲୁଟି ନେଉଛନ୍ତି । କିଛିଦିନ ହେବ ଏତି ରୁଟତରାଜ ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ସାରିଲାଣି । ଆଜି … Read More

ରକ୍ଷକ ସାଜିଲା ଭକ୍ଷକ: ଡ୍ୟୁଟି ବେଳେ ଲୁଟ୍ କରି ବନ୍ଧା ହେଲେ ୩ ହୋମଗାର୍ଡ

କଟକ :- ରକ୍ଷକ ସାଜିଲେ ଭକ୍ଷକ। ଯେଉଁଠି ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ସେମାନଙ୍କ ଦାୟିତ୍ଵ, ସେଠି ଓଲଟା ଲୋକଙ୍କଠୁ ଲୁଟ୍‌ କରିଛନ୍ତି ହୋମଗାର୍ଡ।  ରାତିରେ ଡ୍ୟୁଟି କରିବା ସମୟରେ ଜଣେ ବ୍ୟକ୍ତିଙ୍କ ଠାରୁ ଲୁଟ୍ କରିବା ଅଭିଯୋଗରେ ତିନି ଜଣ … Read More

ଟିଆଇ ପରେଡରେ ଅଭିଯୁକ୍ତ ବିବନକୁ ଚିହ୍ନିଲେ ଅଞ୍ଜନା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁର୍ଷ୍କମ ମାମଲାରେ ସରିଲା ଟିଆଇ ପରେଡ । ଝାରପଡ଼ା ଜେଲ ପରିସରରେ ଟିଆଇ ପରେଡ ବା ଅଭିଯୁକ୍ତ ଚିହ୍ନଟ ପରେଡ ସରିଛି । ୧୦ଜଣଙ୍କ ମଧ୍ୟରୁ ଅଞ୍ଜନା ବିବନଙ୍କୁ ଚିହ୍ନିଛନ୍ତି । ଟିଆଇ ପରେଡ ପରେ … Read More

TI ପରେଡ୍ ପାଇଁ ମିଳିଲା ଅନୁମତି, କାଲି ଦୁଷ୍କର୍ମକାରୀକୁ ଚିହ୍ନିବେ ଅଞ୍ଜନା

ଭୁବନେଶ୍ୱର:- ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଗିରଫ ଅଭିଯୁକ୍ତ ବିବନ ବିଶ୍ୱାଳର ହେବ TI ପରେଡ। ଏଥିପାଇଁ ସିବିଆଇର ସ୍ପେଶାଲ ଜଜ ଦେଲେ ଅନୁମତି। ଆସନ୍ତାକାଲି JMFC ସୃଜାଲିନ ମହାନ୍ତି କରିବେ TI ପରେଡ। ଝାରପଡ଼ା ଜେଲ୍‌ ପରିସରରେ … Read More

ମାନବିକତା ଦେଖାଇଲେ ଅଟୋ ଡ୍ରାଇଭର, ଫେରାଇଲେ ୧ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା

ଖଲ୍ଲିକୋଟ: ମାନବିକତା ଦେଖାଇଲେ ଅଟୋ ଡ୍ରାଇଭର ନାରାୟଣ । ପ୍ରାୟ ୧ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଭର୍ତ୍ତି ବ୍ୟାଗକୁ ସେ ଫେରାଇ ଦେଇଛନ୍ତି । ସୂଚନା ଅନୁସାରେ ଏକ ଲକ୍ଷରୁ ଉର୍ଦ୍ଧ ଟଙ୍କା ନେଇ ନାରାୟଣଙ୍କ ଅଟୋରେ ଯାଉଥିବା ଜଣେ ଯାତ୍ରୀ … Read More

ଭିଜିଲାନ୍ସ ପଞ୍ଝାରେ ଲାଞ୍ଚୁଆ ଡାକ୍ତର,

ସମ୍ବଲପୁର:-ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ଡାକ୍ତର । ରୋଗୀଙ୍କଠାରୁ ୫,୫୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରପଡିଲେ ଡା. ବିପିନ ବିହାରୀ ସାହୁ । ହାଇଡ୍ରୋସିଲ ଅପରେସନ ଓ ଡିସଚାର୍ଜ କରାଇବା ପାଇଁ ନେଉଥିଲେ ଟଙ୍କା ।ସୂଚନାଯୋଗ୍ୟ ଯେ, … Read More

ରାଜଧାନୀରେ ଲୁଟ୍‌ର ନୂଆ ଫଣ୍ଡା, ଟେଷ୍ଟ ଡ୍ରାଇଭ୍ ନାଁରେ ଗାଡ଼ି ଧରି ଫେରାର

ଭୁବନେଶ୍ୱର: ରାଜଧାନୀରେ ଲୁଟର ନୂଆ ଫଣ୍ଡା। ଟେଷ୍ଟ ଡ୍ରାଇଭ୍ ନାଁରେ ଗାଡ଼ି ଧରି ଫେରାର। ସହରର ଗଳିକନ୍ଦିରେ ଲୁଚିଛପି ନୁହେଁ, ଆଖି ଆଗରେ କରୁଛି ଲୁଟ୍। ଓଏଲଏକ୍ସରୁ ଆଡ୍ ଦେଖି ଖୋଜୁଥିଲା ଶିକାର। ବିଶ୍ବାସ ଜନ୍ମେଇବା ପାଇଁ ଦେଉଥିଲା ଆଡଭାନ୍ସ । ଟେଷ୍ଟ … Read More

ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଗହଣା ଦୋକାନୀ ମୃତ

ଭୁବନେଶ୍ୱର:-ସୋମବାର ସକାଳୁ ସକାଳୁ ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି ବଡ଼ ଅଘଟଣ। ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁରେ ଦୋକାନ ଖୋଲିବା ବେଳେ ସୁନା ଦୋକାନୀଙ୍କୁ ଗୁଳି କରି ଗହଣା ଭର୍ତ୍ତି ବ୍ୟାଗ ଲୁଟିନେଲେ ୩ ଦୁର୍ବୃତ୍ତ। ଗୁଳିମାଡ଼ରେ ଗହଣା ଦୋକାନୀଙ୍କ ମୃତ୍ୟୁ ହୋଇଥିବା ବେଳେ … Read More