ପାୱାର କରିଡ଼ରର ଗୁମର ଖୋଲୁଥିବା ପ୍ରଦୀପଙ୍କ ମୁହଁ ବନ୍ଦ ପାଇଁ ଉଦ୍ୟମ ଆରମ୍ଭ!
ଭୁବନେଶ୍ୱର:-ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡି ବହିଷ୍କାର କରିବା ପରଠୁ ସେ ଗଣମାଧ୍ୟମରେ ପାୱାର କରିଡର ସହ ଜଡ଼ିତ ବ୍ୟକ୍ତିମାନଙ୍କ ଗୁମର ପଦାରେ ପକାଉଥିବାକୁ ନେଇ ବିଜେଡି ଆଶଙ୍କିତ ହୋଇପଡ଼ିଛି। ଦଳ ପକ୍ଷରୁ ଆଜି ସନ୍ଧ୍ୟାରେ ପ୍ରେସ୍ ରିଲିଜ୍ ଜାରି କରାଯାଇ … Read More










