ORSAM କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର:-ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଆଇଟିଆର ୩ ନମ୍ବର ଲଞ୍ଚପ୍ୟାଡରୁ Quick Reaction Surface to Air Missile (QRSAM) କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇ ପାରୁଥିବା ଏହି କ୍ଷେପଣାସ୍ତ୍ର ଆଜି ଅପରାହ୍ନ ସାଢ଼େ ୩ଟା ବେଳେ ପରୀକ୍ଷଣ କରାଯାଇଥିଲା।QRSAM କ୍ଷେପଣାସ୍ତ୍ରର ଲକ୍ଷଭେଦ କ୍ଷମତା ୨୦ରୁ ୩୦ କିମି ରହିଛି। ଏହି କ୍ଷେପଣାସ୍ତ୍ର ଶତ୍ରୁପକ୍ଷ କ୍ଷେପଣାସ୍ତ୍ରକୁ ଅତି ସହଜରେ ନିକ୍ଷେପ କରିପାରିବ।

Leave a Reply

Your email address will not be published. Required fields are marked *