ପୁରୀ ଗସ୍ତ ବେଳେ ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ

ପୁରୀ:-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ସୌନ୍ଦର୍ଯ୍ୟକରଣ ଓ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ପାଇଁ ଯାଉଥିବା ବେଳେ ରାସ୍ତାରେ କେତେ ଯୁବକ ତାଙ୍କୁ କଳା ପତାକା ଦେଖାଇଥିଲେ। ଶ୍ରୀମନ୍ଦିର ଚାରି ପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ଓ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା … Read More

ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ପୁରୀ:-ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ କରଣ ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ପୁରୀରେ ପହଞ୍ଚି ମନ୍ଦିର ଚାରିପାଖ ଉନ୍ନତୀକରଣ କାମର ସମୀକ୍ଷା କରିଛନ୍ତି ନବୀନ । ସନ୍ଧ୍ୟା ୫ଟାରେ ପହଞ୍ଚି ଶ୍ରୀମନ୍ଦିର ଆଗରେ ବୁଲି ବୁଲି କାମ ଦେଖିଛନ୍ତି … Read More

କଂଗ୍ରେସ ପ୍ରକାଶ କଲା ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା

ଭୁବନେଶ୍ୱର:-ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି କଂଗ୍ରେସ। ତାଲିକାରେ ରାଜ୍ୟ ପ୍ରଭାରୀ ଏ. ଚେଲ୍ଲା କୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଜଟଣୀ ବିଧାୟକ ସୁର ରାଉତରାୟ ଅଛନ୍ତି। … Read More

ଜଗି ଓ ବୈଜୟନ୍ତଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ସାଂସଦ ଚନ୍ଦ୍ରାଣୀ

କେନ୍ଦୁଝର:-କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଓଟିଭି ଏମଡି ଜଗି ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ସାଂସଦଙ୍କର ସମ୍ମାନ ହାନୀ କରିବାକୁ ଚେଷ୍ଟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଅଭିଯୋଗ … Read More

ରଘୁନାଥ ମହାନ୍ତିଙ୍କୁ ପ୍ରଚାର କମିଟିର ଦାୟିତ୍ୱ

ଭୁବନେଶ୍ୱର :– ଉପ ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଗତକାଲି ଉଭୟ ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ଆଜି ପ୍ରଚାର କମିଟି ଘୋଷଣା କରାଯାଇଛି । ୧୩ ଜଣିଆ … Read More

ରାସ୍ତାରେ ଜନଶୁଣାଣୀ କଲେ ସାଂସଦ

କୋଭିଡ କଟକଣା ଭାଙ୍ଗି ଜନ୍ମ ଦିନ ସେଲିବ୍ରେସନ କରିଥିବା ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯାଳୟ ସିଲ ପରେ ଆଜି ରାସ୍ତା କଡରେ ଜନଶୁଣାଣି କରିଛନ୍ତି ସାଂସଦ । ବିଏମସି କାଯ୍ୟଳୟ ସିଲ କରିଥିବା ପ୍ରତିବାଦରେ ସାଂସଦ ମଧ୍ୟ ନିର୍ବାଚନ ମଣ୍ଡଳୀର ବିଜେପି … Read More

ଉପନିର୍ବାଚନ ପାଇଁ ଜାରି ହେଲା ବିଧିବଦ୍ଧ ବିଜ୍ଞପ୍ତି : ୧୬ ସୁଦ୍ଧା ସରିବ ନୋମିନେସନ,

ଭୁବନେଶ୍ୱର,:-ରାଜ୍ୟର ଖାଲିପଡିଥିବା ଦୁଇ ବିଧାନସଭା ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବାଜିଛି ବିଗୁଲ । ୧୬ ତାରିଖ ସୁଦ୍ଧା ସରିବ ନାମାଙ୍କନ ପତ୍ର ଦାଖଲ । ନଭେମ୍ବର ୩ ତାରିଖ ଭୋଟଦାନ ହେବାକୁ ଥିବାରୁ ରାଜ୍ୟର … Read More

ତିର୍ତ୍ତୋଲ ନେତାଙ୍କ ଦଳ ବଦଳ ପର୍ବ : ବିଜେପି ଛାଡିଲେ ରମାକାନ୍ତ ଭୋଇ

ଭୁବନେଶ୍ବର:-ବିଜେପି ଛାଡିଲେ ରମାକାନ୍ତ ଭୋଇ । ୨୦୧୯ ସାଧାରଣ ନିର୍ବାଚନରେ ସେ ତିର୍ତ୍ତୋଲ ଆସନରୁ ବିଜେପି ପ୍ରାର୍ଥୀ ହୋଇଥିଲେ । ତେବେ ଦଳ ତାଙ୍କୁ ଅଣଦେଖା କରିଥିବା ଅଭିଯୋଗ ଆଣି ସେ ଦଳ ଛାଡିଥିବା ସୂଚନା ମିଳିଛି । ତିର୍ତ୍ତୋଲ ଉପନିର୍ବାଚନ … Read More

ଖଣି ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧୀ, ମୁଲତବୀ ପ୍ରସ୍ତାବ ଭାଗବଣ୍ଟାକୁ ନେଇ କଂଗ୍ରେସ-ବିଜେପି ମୁହାଁମୁହିଁ

ଭୁବନେଶ୍ୱର:-ବିଧାନସଭା ମୈସୁମୀ ଅଧିବେଶନର ଷଷ୍ଠ ଦିନ ବେସ୍ ସରଗରମ ଥିଲା । ଶୂନ୍ୟ କାଳଠୁ ନେଇ ମୁଲତବି ଆଲୋଚନା ଯାଏ ସବୁଠି ଗୃହରେ ଲାଗି ରହିଥିଲା ତାତି । ଶୂନ୍ୟ କାଳରେ ଖଣି ଦୁର୍ନୀତି ପ୍ରସଙ୍ଗକୁ ନେଇ ଦୁଇ ବିରୋଧୀ ବିଜେପି … Read More