ବିହାର ଜନମତ: ଶତ୍ରୁଘ୍ନ ସିହ୍ନାଙ୍କ ପୁଅ ହାରିଲେ
ପାଟନା,:-ବିହାର ବିଧାନସଭା ନିର୍ବାଚନର ଭୋଟ ଗଣତି ସରିଥିବା ବେଳେ ଏନ୍ଡିଏକୁ ବହୁମତ ମିଳିବା ସ୍ପଷ୍ଟ ହୋଇଯାଇଛି। ହେଲେ ଦିନ ତମାମ ମହାମେଣ୍ଟ ଓ ଏନ୍ଡିଏ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା। ରାଜ୍ୟର ୨୪୩ ଆସନରୁ ରାତି ୧୧ଟା ସୁଦ୍ଧା ୧୮୩ … Read More










