ତୈଳଦର ବୃଦ୍ଧି ପ୍ରତିବାଦରେ ଯୁବକଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର:-ତୈଳଦର ବୃଦ୍ଧି ପ୍ରତିବାଦରେ ରାଜ୍ୟ ଯୁବ କଂଗ୍ରେସ ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।କ୍ରମାଗତ ୨୦ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଯୁବ କଂଗ୍ରେସର ନବନିଯୁକ୍ତ ସଭାପତି ସ୍ମୃତିରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ମାଷ୍ଟରକ୍ୟାଣ୍ଟିନ ଛକଠାରେ ଦଳର କର୍ମୀମାନେ … Read More

ପିସିସି ସଭାପତିଙ୍କୁ ୫ ଶହ ଟଙ୍କା ଫାଇନ୍: ବିକ୍ଷୋଭ ବେଳେ ସାମାଜିକ ଦୂରତା ନିୟମ ଉଲଂଘନ କରିଥିଲେ

ଭୁବନେଶ୍ବର:-ପିସିସି ସଭାପତିଙ୍କୁ ୫ ଶହ ଟଙ୍କା ଫାଇନ୍। ମାଷ୍ଟର କ୍ୟାଣ୍ଟିନ୍‌ରେ ବିକ୍ଷୋଭ ବେଳେ ସାମାଜିକ ଦୂରତା ନିୟମ ଉଲଂଘନ କରି ପିସିସି ସଭାପତି ୫ ଶହ ଟଙ୍କା ଜରିମାନା ଦେଇଛନ୍ତି। ରାଜ୍ୟ କଂଗ୍ରେସରେ ବର୍ତ୍ତମାନ କନ୍ଦଳ ଚାଲିଛି। କିଛିଦିନ ତଳେ କଂଗ୍ରେସ … Read More

ରାଜ୍ୟ କଂଗ୍ରେସରେ ହୋଇପାରେ ବଡ ପରିବର୍ତ୍ତନ: ବଦଳି ପାରେ ପିସିସି ଚୌକି

ଭୁବନେଶ୍ବର:-ରାଜ୍ୟ କଂଗ୍ରେସରେ ହୋଇପାରେ ବଡ ପରିବର୍ତ୍ତନ । ଖୁବଶିଘ୍ର ହୋଇପାରେ ପିସିସି ସଭାପତି ପରିବର୍ତ୍ତନ । ଏଭଳି ଠୋସ ଆଭାସ ମିଳିଲାଣି।  କାରଣ ଜୁଲାଇ ମାସରେ ଏଆଇସିସିର ପୁନଃଗଠନ ହେବ। ସୋନିଆ ଗାନ୍ଧୀ ଦାୟୀତ୍ବ ନେବା ପରଠାରୁ ବର୍ତ୍ତମାନ ସୁଦ୍ଧା ତାଙ୍କ … Read More

ମଧ୍ୟ ପ୍ରଦେଶରେ ବିଜେପିର କବ୍‌ଜା, ପ୍ରଥମ ଥର ରାଜ୍ୟସଭା ଯିବେ ସିନ୍ଧିଆ

ଭୋପାଳ :-ମଧ୍ୟ ପ୍ରଦେଶରେ ରାଜ୍ୟସଭା ନିର୍ବାଚନ ପାଇଁ ସକାଳ ୯ଟାରୁ ମତଦାନ ଆରମ୍ଭ ହୋଇଥିଲା। ଏବେ ନିର୍ବାଚନର ଫଳାଫଳ ଘୋଷଣା ହୋଇଛି। ପରିଣାମ ବିଜେପି ସପକ୍ଷରେ ଯାଇଛି। ବିଜେପିର ଦୁଇ ଜଣ ପ୍ରାର୍ଥୀ ନିର୍ବାଚନରେ ବିଜୟ ହାସଲ କରିଛନ୍ତି। ମୋଟ୍ ୨୦୬ … Read More

ସୁପ୍ରିମକୋର୍ଟଙ୍କ ରାୟକୁ ପାଳନ କରିବା ନେଇ ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି

ଭୁବନେଶ୍ୱର:-ସୁପ୍ରିମକୋର୍ଟଙ୍କ ରାୟକୁ ପାଳନ କରିବେ ରାଜ୍ୟ ସରକାର । ଏନେଇ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବୈଠକରେ ସୁପ୍ରିମକୋର୍ଟଙ୍କ ରାୟକୁ ମାନିବାକୁ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କ୍ୟାବିନେଟ୍ ବୈଠକ ଶେଷ … Read More

ମାସ୍କ ଦୁର୍ନୀତି ନେଇ ବିଜେଡିର ପ୍ରେସ୍‌ ମିଟ୍‌ : ‘ସଜ ମାଛରେ ପୋକ ପକାଇବାକୁ ଚେଷ୍ଟା କରୁଛି କଂଗ୍ରେସ

ଭୁବନେଶ୍ବର:- ଓଡ଼ିଶାରେ କରୋନା ମୁକାବିଲା ନେଇ ବିଜେଡ଼ିର ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଜେଡ଼ି ସାଂସଦ ସମ୍ବିତ ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠିତ ହୋଇଛି।  ମାସ୍କ ଦୁର୍ନୀତି ନେଇ ହୋଇଥିବା ଅଭିଯୋଗରେ ଆଜି କଡ଼ା ଜବାବ୍ ଦେଇଛି … Read More

ମିଡିଆ କମିଟି ଗଢ଼ିଲା କଂଗ୍ରେସ, ବାଦ୍ ପଡ଼ିଲେ ସତ୍ୟ ନାୟକ

ଭୁବନେଶ୍ୱର:-ପ୍ରଦେଶ କଂଗ୍ରେସ କମିଟି ଆଜି ତା’ର ମିଡିଆ କମିଟି ଗଠନ କରିଛି। କମିଟିରେ ମୋଟ ୧୬ଜଣ ନେତାଙ୍କୁ ସାମିଲ କରାଯାଇଥିବାବେଳେ ପୂର୍ବରୁ ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ଥିବା ସତ୍ୟପ୍ରକାଶ ନାୟକଙ୍କୁ ଏଥିରୁ ବାଦ୍ ଦିଆଯାଇଛି । ପିସିସି ସୂତ୍ରରୁ ମିଳିଥିବା … Read More

ବିଜେପିର ଭର୍ଚୁଆଲ ରାଲିରେ ଓଡିଶାବାସୀଙ୍କୁ ଅମିତ ଶାହାଙ୍କ ସମ୍ବୋଧନ,ରାହୁଲଙ୍କ ଉପରେ ବର୍ଷିଲେ , ନବୀନଙ୍କ ବିରୋଧରେ ନରମିଲେ

ଭୁବନେଶ୍ୱର:-ବିଜେପି ନେତା, ଭୂତାଣୁର ଏହି ଭୟ ଭିତରେ ଭର୍ଚୁଆଲ୍ ରାଲିର ଆୟୋଜନ କରି, ଦିଲ୍ଲୀରୁ ଓଡିଶାବାସୀଙ୍କୁ ସମ୍ବୋଧନ କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ସରକାରଙ୍କ ୬ ବର୍ଷର ହିସାବ ଦେଇ, ମୋଦି ସରକାର ଓଡିଶାକୁ ସବୁଠାରୁ ବେଶି … Read More

ଆପ୍‌ରେ ସାମିଲ୍ ହୋଇପାରନ୍ତି ନଵଜୋତ୍ ସିଦ୍ଧୁ : କେଜ୍ରିୱାଲ୍ କହିଲେ, ‘ସ୍ୱାଗତ

ନୂଆଦିଲ୍ଲୀ :-ରାଜନେତା ହୋଇଥିବା ନବଜୋତ ସିଂହ ସିଦ୍ଧୁ କଂଗ୍ରେସ ଛାଡି ଆମ ଆଦମୀ ପାର୍ଟିରେ ସାମିଲ ହୋଇପାରନ୍ତି | ବର୍ତ୍ତମାନ ସେ କଂଗ୍ରେସ ଛାଡି ନାହାନ୍ତି, ଦଳରେ ହିଁ ଅଛନ୍ତି | ଗୁରୁବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ … Read More

ଗର୍ଭବତୀ ହାତୀ ମୃତ୍ୟୁ ମାମଲାରେ ଗାନ୍ଧି ପରିବାର ମୁହାଁମୁହିଁ

ଲକ୍ଷ୍ନୌ:-କେରଳରେ ଗର୍ଭବତୀ ହାତୀ ସହିତ ହୋଇଥିବା ଅମାନବୀୟ ବ୍ୟବହାରକୁ ନେଇ ସାରା ଦେଶରେ ଅସନ୍ତୋଷ ଲାଗି ରହିଛି। ଏହି ମାମଲାକୁ ନେଇ ଗାନ୍ଧି ପରିବାର ଏବେ ମୁହଁ-ମୁହିଁ ହୋଇଛି। ବିଜେପି ସାଂସଦ ମେନକା ଗାନ୍ଧି ହାତୀ ମୃତ୍ୟୁ ମାମଲାରେ କେରଳର ସାଂସଦ … Read More