କୋଭିଡ୍ ଡ୍ୟୁଟିରେ ନିୟୋଜିତ ହେବେ ଡାକ୍ତରୀ ଛାତ୍ର, ହୋମିଓପ୍ୟାଥି ଓ ଆୟୁଷ ଡାକ୍ତର

ଭୁବନେଶ୍ୱର:-ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବା ସହ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଏବେ ୮୦ହଜାର ଛୁଇଁଥିବାବେଳେ ରାଜ୍ୟ ସରକାର ଏହାର ମୁକାବିଲା ପାଇଁ ଏବେ ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି। କୋଭିଡ୍‌-୧୯ ମହାମାରୀର ସଫଳ ମୁକାବିଲା ପାଇଁ … Read More

ତହସିଲଦାରଙ୍କୁ ଗୋଡେଇ ଗୋଡେଇ ପିଟିଲେ ଗାଁ ଲୋକେ

ମୋହନା:-ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ଛେଳିଗଡରେ ଘଟିଛି ଅଭାବନୀୟ ଘଟଣା । ସ୍ଥାନୀୟ ଖ୍ରୀଷ୍ଟିଆନ ସାହିରେ ଭୋଜି ଭାତ ସହ ବାହାଘର ପ୍ରସେସନ ଚାଲିଥିବା ବେଳେ ତହସିଲଦାର ସ୍ମୃତି ରଞ୍ଜନ ଶତପଥୀଙ୍କ ସହ ପୋଲିସ ଉପରେ ଆକ୍ରମଣ କଲେ ସ୍ଥାନୀୟ … Read More

ପିପିଲିରେ ନବୀନଙ୍କ ଭର୍ଚୁଆଲ ପ୍ରଚାର,ପିପିଲି ଚାନ୍ଦୁଆକୁ ନେଇ ଗର୍ବିତ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପିପିଲିରେ ଶଙ୍ଖ ଫୁଙ୍କିଲେ ବିଜେଡ଼ି ସୁପ୍ରିମୋ । ଭର୍ଚୁଆଲ ଯୋଗେ କ୍ୟାମ୍ପନିଂକୁ ଓହ୍ଲାଇଛନ୍ତି ଷ୍ଟାର କ୍ୟାମ୍ପନର ନବୀନ ପଟ୍ଟନାୟକ । ପିପିଲି ବିଜେଡ଼ି ପ୍ରାର୍ଥୀ ରୁଦ୍ର ମହାରଥିଙ୍କ ପାଇଁ ଉପସ୍ଥିତ ଭୋଟରଙ୍କୁ ଭୋଟ ଦେବାକୁ ଆହ୍ୱାନ ଦେଇଛନ୍ତି ନବୀନ । … Read More

ମମତାଙ୍କ ପ୍ରଚାର ଉପରେ ଲାଗିଲା ବ୍ୟାନ୍, ଆସନ୍ତାକାଲି ସନ୍ଧ୍ୟା ୮ଟା ଯାଏଁ କରିପାରିବେନି ପ୍ରଚାର

କୋଲକାତା: :-ମମତାଙ୍କ ନିର୍ବାଚନ ପ୍ରଚାର ଉପରେ ରୋକ । ୨୪ ଘଣ୍ଟା ପ୍ରଚାର କରିପାରିବେନି ମମତା । ନିର୍ବାଚନ କମିସନ ମମତାଙ୍କ ପ୍ରଚାର ଉପରେ ରୋକ ଲଗାଇଛନ୍ତି  । ସୋମବାର ରାତି ୮ଟାରୁ ମଙ୍ଗଳବାର ରାତି ୮ଟା ପର୍ଯ୍ୟନ୍ତ ପ୍ରଚାର କରିପାରିବେନି … Read More

ପିପିଲି ଉପନିର୍ବାଚନ: କଂଗ୍ରେସ ପ୍ରାର୍ଥୀଙ୍କୁ କରୋନା

ଭୁବନେଶ୍ୱର :-ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ନିଜ ଫେକ୍‌ବୁକ୍ ପେଜ୍‌ରେ ଏ ସଂପର୍କରେ ପୋଷ୍ଟ କରିଛନ୍ତି। ତା’ସହିତ ଗୁଜବ ସୃଷ୍ଟି ନକରିବାକୁ ଅନୁରୋଧ କରିଛନ୍ତି। ସେହିଭଳି ଏହି ଉପନିର୍ବାଚନରେ ଦଳ … Read More

ରାଜ୍ୟ ବାହାରୁ ଆସୁଥିଲେ ଲୋଡ଼ା କରୋନା ନେଗେଟିଭ୍ ରିପୋର୍ଟ

ଭୁବନେଶ୍ୱର: -ଦେଶ ଓ ରାଜ୍ୟରୁ ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଦେଖି ସ୍ୱତନ୍ତ୍ର ରିଲିଫ୍ କମିଶନର ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ବାହାର ରାଜ୍ୟରୁ ବସ୍, ଟ୍ରେନ୍ ଓ ବିମାନ ଯୋଗେ ଓଡ଼ିଶା ଆସୁଥିବା ଲୋକଙ୍କ ପାଇଁ କଟକଣାକୁ କଡ଼ାକଡ଼ି କରାଯାଇଛି … Read More

ବାଚସ୍ପତିଙ୍କୁ ଚପଲ ଫିଙ୍ଗା ଘଟଣା: ବିଜେପିର ୩ ବିଧାୟକ ସସ୍‌ପେଣ୍ଡ

ଭୁବନେଶ୍ୱର:- ବିଧାନସଭାରେ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚପଲ ଓ ଇୟରଫୋନ୍ ଫିଙ୍ଗା ଘଟଣାରେ ୩ ବିଜେପି ବିଧାୟକ ଜୟନାରାୟଣ ମିଶ୍ର, ବିଷ୍ଣୁ ସେଠୀ ଓ ମୋହନ ମାଝୀଙ୍କୁ ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଚଳିତ ଅଧିବେଶନରୁ ନିଲମ୍ବନ କରିଛନ୍ତି। ତେବେ ଏହାର … Read More

ବିଧାନସଭାରେ ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା, ସ୍ୱାଧିକାର କମିଟି ଗଠନ

ଭୁବନେଶ୍ୱର: ଚପଲ ଫିଙ୍ଗି ନିଲମ୍ବିତ ହେଲେ, ଧାରଣା ଦେଲେ । ବିଧାନସଭାରୁ ବିଜେପିର ୩ ଜଣ ବିଧାୟକ ନିଲମ୍ବିତ ହେବା ପରେ ସମସ୍ତ ବିଜେପି ବିଧାୟକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଥିଲେ । ଧାରଣାରତ ବିଜେପି ବିଧାୟକଙ୍କୁ ଭେଟି ଆଲୋଚନା … Read More

ବାଚସ୍ପତିଙ୍କୁ ଚପଲ ଫିଙ୍ଗା ପ୍ରସଙ୍ଗକୁ ନେଇ ଗୃହରେ ଉଦବେଗ

ଭୁବନେଶ୍ୱର: ବିଧାନସଭାରେ ବାଚସ୍ପତିଙ୍କୁ ଚପଲ ଫିଙ୍ଗା ପ୍ରସଙ୍ଗକୁ ନେଇ ଗୃହରେ ଉଦବେଗ ପ୍ରକାଶ ପାଇଛି । ବିଜେଡି ଓ କଂଗ୍ରେସ ସଦସ୍ୟ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି । ଶାସକ ଦଳ ସଦସ୍ୟ ଭୁପିନ୍ଦର ସିଂ କହିଛନ୍ତି ଘଟଣା ଅତ୍ୟନ୍ତ ଦୁଃଖଦାୟକ । … Read More

ପିପିଲି ଉପନିର୍ବାଚନ ପାଇଁ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେଡି

ଭୁବନେଶ୍ୱର: ଆସନ୍ତା ୧୭ ତାରିଖରେ ପିପିଲି ଉପନିର୍ବାଚନ ଲାଗି ପଡ଼ିବ ଭୋଟ୍ । ଏଥିପାଇଁ ପ୍ରଚାର ଆରମ୍ଭ ହୋଇଥିବା ବେଳେ ଆଗକୁ ଜୋରଦାର୍ ହେବ । ବିଜେଡି ପିପିଲି ଉପନିର୍ବାଚନ ଲାଗି ୩୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଛି । … Read More