ରାଉରକେଲା ଆସୁଛନ୍ତି ରାଷ୍ଟ୍ରପତି,

ରାଉରକେଲା:-ରାଉରକେଲା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତା ୨୧ ତାରିଖରେ ରାଉରକେଲା ସ୍ଥିତ ଏନଆଇଟିର ୧୮ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବେ ଯୋଗଦେବେ । ରାଷ୍ଟ୍ରପତିଙ୍କ ଆସିବା ନେଇ ରାଷ୍ଟ୍ରପତି ଭବନରୁ ସବୁଜ ସଙ୍କେତ ମିଳିସାରିଛି । … Read More

ମହାରାଷ୍ଟ୍ରରେ କରୋନା ବେକାବୁ: ଠାଣେରେ ଲକ୍‌ଡାଉନ୍‌ ଘୋଷିତ,

ମୁମ୍ବାଇ:- ମହାରାଷ୍ଟ୍ରରେ ଲଗାତାର ବଢୁଥିବା କରୋନାର ନୂତନ କେସ୍ ସରକାରଙ୍କ ଚିନ୍ତାକୁ ବଢାଇ ଦେଇଛି। କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ଧବ ସରକାରଙ୍କୁ ଅନେକ ଜାଗାରେ ଲକ୍‌ଡାଉନ୍‌ ଲାଗୁ କରିବାକୁ କଠୋର ନିଷ୍ପତ୍ତି ନେବାକୁ ପଡିଥିଲା। ଏହି କ୍ରମରେ ମଙ୍ଗଳବାର … Read More

ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କାଲାମଙ୍କ ବଡଭାଇଙ୍କ ଦେହାନ୍ତ

ନୂଆଦିଲ୍ଲୀ :-ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ଡକ୍ଟର ଏପିଜେ ଅବଦୁଲ କାଲାମଙ୍କ ବଡ ଭାଇ ମହମ୍ମଦ ମୁଥୁ ମୀରା ଲିବ୍ବେଇ ମରେକୟରଙ୍କର ଦେହାନ୍ତ ହୋଇଛି । ତାମିଲନାଡୁର ରାମେଶ୍ବରମରେ ନିଜ ବାସଭବନରେ ୧୦୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି … Read More

ମୁଣ୍ଡ ଟେକୁଛି କରୋନା ! ପିଏମଓ ଡକାଇଲେ ଜରୁରୀକାଳୀନ ବୈଠକ,

ନୂଆଦିଲ୍ଲୀ :-ଦେଶରେ ଏମିତି ସମୟ ଆସିଥିଲା ଲାଗୁଥିଲା କରୋନା ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସି ଯାଇଛି। ହେଲେ କିଛି ରାଜ୍ୟରେ କରୋନା ସଂକ୍ରମଣ ପୁଣି ଥରେ ବଢିବାରେ ଲାଗିଛି। ସ୍ଥିତିକୁ ଦେଖି ପିଏମଓ ଜରୁରୀକାଳୀନ ବୈଠକ ଡକାଇଛି। ସ୍ଵାସ୍ଥ୍ୟ ମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ … Read More

ଚନ୍ଦ୍ରଯାନ-୩ରେ ରହିବ ନାହିଁ ଅର୍ବିଟର,

ନୂଆଦିଲ୍ଲୀ :- ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ମୁଖ୍ୟ କେ ସିବନ କହିଛନ୍ତି ଚନ୍ଦ୍ରଯାନ-୩ର ପ୍ରକ୍ଷେପଣ ୨୦୨୨ରେ ହେବାର ସମ୍ଭାବନା ରହିଛି, ଯାହା ପୂର୍ବେ ୨୦୨୦ ଶେଷ ଆଡକୁ ଉତକ୍ଷେପଣ ହେବାର ଥିଲା। କୋଭିଡ୍-୧୯ ଲକ୍‌ଡାଉନ୍ କାରଣରୁ ଚନ୍ଦ୍ରଯାନ-୩ ଓ ଦେଶର … Read More

ପୁଡୁଚେରୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ପଦରୁ ହଟିଲେ କିରଣ ବେଦୀ

ନୂଆଦିଲ୍ଲୀ:-ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁଡୁଚେରୀ  ଲେଫ୍ଟନାଣ୍ଟ ଗଭର୍ଣ୍ଣର( ଏଲଜି) ଡ. କିରଣ ବେଦୀଙ୍କୁ ତାଙ୍କ ପଦରୁ ହଟାଇ ଦେଇଛନ୍ତି। ଏ ନେଇ ମଙ୍ଗଳବାର ରାତିରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଆଦେଶରେ ସୂଚିତ କରାଯାଇଛି। ଅପରପକ୍ଷେ ତେଲେଙ୍ଗାନା ରାଜ୍ୟପାଳ ଡ.ତାମିଲସାଇ ସୁନ୍ଦରରାଜନଙ୍କୁ … Read More

୧୮ରେ ପୁଣି ଚାଷୀ କରିବେ ଆନ୍ଦୋଳନ

ନୂଆଦିଲ୍ଲୀ: ୧୮ରେ ପୁଣି ଚାଷୀ କରିବେ ଆନ୍ଦୋଳନ । ପୁରା ଦେଶରେ ୪ ଘଣ୍ଟା ପାଇଁ କରିବେ ରେଳ ରୋକ । ଏନେଇ ଚାଷୀ ସଂଗଠନ ପକ୍ଷରୁ ସରକାରଙ୍କୁ ପୂର୍ବରୁ ଚେତାବନୀ ଦିଆଯାଇଥିଲା । ଦିନ ୧୨ଟାରୁ ୪ଟା ପର୍ଯ୍ୟନ୍ତ ରେଳ ଚଳାଚଳ … Read More

କ୍ଷୀର ବିକିବା ପାଇଁ କୃଷକ କିଣିଲେ ହେଲିକପ୍ଟର

ଗୋହାଟି:-ଜଣେ କୃଷକ ଦୁଗ୍ଧ ବିକ୍ରି କରିବା ପାଇଁ ହେଲିକପ୍ଟର କିଣିବା ଘଟଣାକୁ ନେଇ ଚର୍ଚ୍ଚା ଜର୍‌ ଧରିଛି । ଏହି ଘଟଣା ଭିମ୍ବଡିର ହୋଇଥିବା ଜଣାପଡ଼ିଛି । ସେଠାକାର ବାସିନ୍ଦା ଜନାର୍ଦ୍ଦନ ଭୋଇର୍‌ ଜଣେ କୃଷକ ହୋଇଥିବା ବେଳେ ସେ କ୍ଷୀର … Read More

ପ୍ରଥମ ଥର ମହାକାଶକୁ ଯିବ ଭଗବତ ଗୀତା,

ନୂଆଦିଲ୍ଲୀ :-ଫେବୃଆରୀ ୨୮ରେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ(ଇସ୍ରୋ) ଏମିତି ଏକ ସାଟେଲାଇଟ୍ ଉତ୍‌କ୍ଷେପଣ କରିବାକୁ ଯାଉଛି, ଯାହା ନିଜ ସହିତ ଭଗବତ୍ ଗୀତା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଏବଂ ୨୫ ହଜାର ଲୋକଙ୍କ ହସ୍ତାକ୍ଷର ନେଇ ମହାକାଶ ଯାତ୍ରା … Read More

ଅର୍ଥ ହେର୍‌ଫେର୍‌ ମାମଲାରେ ବନ୍ଧା ହେଲେ ବଲିଉଡ୍‌ର ସଚିନ୍‌ ଜୋସି

ମୁମ୍ୱାଇ:-ବଲିଉଡ୍‌ ଅଭିନେତା ତଥା ମୁମ୍ୱାଇର ଜଣେ ଜଣାଶୁଣା ବ୍ୟବସାୟୀ ସଚିନ୍‌ ଜୋସିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ଗିରଫ କରିଛି । ଅର୍ଥ ହେର୍‌ଫେର୍‌ ମାମଲାରେ ଜଡ଼ିତ ଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ମୁମ୍ୱାଇର ପ୍ରତିଷ୍ଠିତ ବିଲ୍ଡର୍‌ କମ୍ପାନୀ … Read More