ରାସ୍ତାରେ ଘୋଷାଡି ଶାଶୁଙ୍କୁ ବୋହୁ ନିସ୍ତୁକ ମାଡ ମାରୁଥିବା ଭିଜୁଆଲ୍ ଭାଇରାଲ୍

ହାଇଦ୍ରାବାଦ- ଶାଶୁଙ୍କୁ ବୋହୁ ଚୁଟି ଭିଡି ନିସ୍ତୁକ ମାଡ ମାରୁଥିବାର ଭିଜୁଆଲ୍‌ ଭାଇରାଲ୍‌ ହୋଇଛି ।ହାଇଦ୍ରାବାଦରେ ଏହି ଘଟଣା ଘଟିଛି । ସମ୍ପତି ବିବାଦରୁ ଏହି ଘଟଣା ଘଟିଥିବା ପୁଲିସ କହିଛି । ଉଭୟ ଶାଶୁ ଓ ବୋହୁ ପରସ୍ପର ବିରୋଧରେ … Read More

ସିବିଆଇ ହାତକୁ ଗଲା ହାଥରସ୍ ଗଣଦୁଷ୍କର୍ମ ଓ ମୃତ୍ୟୁ ମାମଲା,

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହାଥରସରେ ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ପରେ ହତ୍ୟା ଘଟଣାକୁ ନେଇ ରାଜ୍ୟ ତଥା ଜାତୀୟ ରାଜନୀତି ଦୋହଲି ଯାଇଛି । ଘଟଣାର ନ୍ୟାୟିକ ତଦନ୍ତକୁ ନେଇ ରାଜନୈତିକ ସ୍ଥରରେ ଉଭୟ ବିରୋଧି ଓ ଶାସକ ଦଳ ମଧ୍ୟରେ … Read More

ତାପସୀ ପନ୍ନୁଙ୍କ ହଟ୍ ବିକିନି ଫଟୋ ଭାଇରାଲ,

ମୁମ୍ବାଇ :- ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ଏବେ ନିଜ ହଟ୍ ଅନ୍ଦାଜ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି । ତାପସୀ ଇଣ୍ଟରନେଟରେ ନିଜ ହଟ୍ ଭ୍ୟାକେସନ ଫଟୋ ସେୟାର କରି ସମସ୍ତଙ୍କୁ ଚକିତ କରିଛନ୍ତି । ତାପସୀ ମାଳଦୀପ … Read More

ଆଜି ସମ୍ପତ୍ତି କାର୍ଡର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଏବେ ଲୋକଙ୍କୁ ଲୋନ୍ ମିଳିବା ହେବ ସହଜ

ନୂଆଦିଲ୍ଲୀ:- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଗାମାଞ୍ଚଳ ବାସିନ୍ଦାଙ୍କ ପାଇଁ ସମ୍ପତ୍ତି କାର୍ଡ ବିତରଣର ଶୁଭାରମ୍ଭ କରିବେ । ଏହି କାର୍ଡ ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ । ମୋଦୀ କହିଛନ୍ତି ଯେ, ଏହି ଯୋଜନାର ଲାଭ ଗ୍ରାମାଞ୍ଚଳ … Read More

ହାଥରସ୍ ମାମଲାରେ ନକ୍ସଲ ଲିଙ୍କ୍ !ପୀଡିତାଙ୍କ ନକଲି ଭାଉଜ ହୋଇ ଷଡଯନ୍ତ୍ର ରଚୁଥିଲେ ମହିଳା

ହାଥରସ:-ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ମାମଲାର ଯାଞ୍ଚ ଜାରି ରହିଛି । ଏ ଭିତରେ ଶନିବାର ହାଥରସ ଘଟଣାରେ ନକ୍ସଲ ଲିଙ୍କ୍ ସାମ୍ନାକୁ ଆସିବା ପରେ ତନାଘନା ଆରମ୍ଭ ହୋଇଛି । ଏସଆଇଟି ମଧ୍ୟ ପ୍ରଦେଶର ଜବଲପୁରରେ ରହୁଥିବା ମହିଳାଙ୍କୁ ଖୋଜିବାରେ ଲାଗିଛି … Read More

ପାକିସ୍ତାନରେ ‘ଟିକ୍‌ଟକ୍‌’ ବ୍ୟାନ୍‌, ସଂସ୍କୃତି ବଞ୍ଚାଇବାକୁ ପଦକ୍ଷେପ ନେଲେ ଇମ୍ରାନ୍‌ ସରକାର

ନୂଆଦିଲ୍ଲୀ;–ଚୀନକୁ ଝଟ୍‌କା ଦେଲା ପାକିସ୍ତାନ।  ଚୀନ ଆପ୍‌ ‘ଟିକ୍‌ଟକ୍‌’କୁ ବ୍ୟାନ୍‌ କଲା ପାକିସ୍ତାନ। ମିଳିଥିବା ସୂଚନା ଅନୁସାରେ ପାକିସ୍ତାନର ଦୂରସଂଚାର ପ୍ରାଧିକରଣ ଚାଇନିଜ୍‌ ଆପ୍‌ ‘ଟିକ୍‌ଟକ୍‌’ ଆପ୍‌କୁ ବ୍ଲକ୍‌ କରିଛି। ‘ଟିକ୍‌ଟକ୍‌’ ଆପ୍‌ରେ ସୁରକ୍ଷାକୁ ନେଇ ବହୁ ଅସୁବିଧା ଥିବା ବେଳେ … Read More

୮୦ ବର୍ଷ ବୃଦ୍ଧ କାନ୍ଦି କାନ୍ଦି ବଖାଣିଲେ ଦୁଃଖ,ଭିଡିଓ ଭାଇରାଲ ପରେ ସାହାଯ୍ୟ ପାଇଁ ଆଗେଇ ଆସିଲେ ସେଲିବ୍ରିଟି

ନୂଆଦିଲ୍ଲୀ :- ସୋସିଆଲ ମିଡ଼ିଆରେ ପ୍ରତିଦିନ କିଛି ନା କିଛି  ଭିଡିଓ ଭାଇରାଲ ହେଉଥାଏ। କିଛି ଭିଡିଓ ଦେଖି ଲୋକେ ଖୁସିରେ ଝୁମି ଉଠନ୍ତି ତ ଆଉ କିଛି ଭିଡିଓ ଦେଖି ଲୋକଙ୍କ ହୃଦୟ ଦୁଃଖରେ ଭରିଯାଏ। କିଛି ହୃଦୟ ବିଦାରକ … Read More

ଆମେରିକୀୟ କବି ଲୁଇସ୍ ଗ୍ଲକ୍‌ଙ୍କୁ ସାହିତ୍ୟରେ ନୋବେଲ୍

ନୂଆଦିଲ୍ଲୀ :-ସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ଆମେରିକା କବୟିତ୍ରୀ ଲୁଇସ୍  ଗ୍ଲକଙ୍କୁ ଚଳିତବର୍ଷ ନୋବଲେ ପୁରସ୍କାର ପ୍ରଦାନ କରାଯିବ। ବ୍ୟକ୍ତିର ଅସ୍ତିତ୍ବ ସମ୍ପର୍କରେ ଚମତ୍କାର କବିତା ରଚନା ଯୋଗୁ ତାଙ୍କୁ ସ୍ବିଡିଶ ଅକାଦେମୀ ଏହି ପୁରସ୍କାର ପାଇଁ ମନୋନୀତ କରିଛି । … Read More

କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ପରଲୋକ

ନୂଆଦିଲ୍ଲୀ:- କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ପରଲୋକ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ୭୪ ବର୍ଷ ବୟସରେ ସେ ନିଶ୍ବାସ ତ୍ୟାଗ କରିଛନ୍ତି। ଏ ସଂପର୍କରେ ତାଙ୍କ ପୁଅ ଚିରାଗ ପାଶ୍ୱାନ ଟ୍ବିଟ୍ କରି ସୂଚନା ଦେଇଛନ୍ତି।ଗତ କିଛି ସପ୍ତାହ ହେବ ଛାତି … Read More

ରସାୟନ ବିଜ୍ଞାନରେ ୨ ଜଣଙ୍କୁ ନୋବେଲ୍

ନୂଆଦିଲ୍ଲୀ:- ଜାରି ରହିଛି ୨୦୨୦ ବର୍ଷର ନୋବେଲ୍ ପୁରସ୍କାର ଘୋଷଣା ପ୍ରକ୍ରିୟା । ଗତକାଲି ପଦାର୍ଥ ବିଜ୍ଞାନ (ଫିଜିକ୍ସ)ରେ ୩ ଜଣଙ୍କୁ ନୋବେଲ ପୁରସ୍କାର ମିଳିଥିବାବେଳେ ଆଜି ରସାୟନ ବିଜ୍ଞାନ (କେମେଷ୍ଟ୍ରୀ)ରେ ୨ ଜଣଙ୍କୁ ନୋବେଲ୍ ପୁରସ୍କାର ମିଳିଛି । ରସାୟନ … Read More