ମହାରାଷ୍ଟ୍ରରେ ବେକାବୁ କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୫୫ ହଜାରରୁ ଅଧିକ ସଂକ୍ରମିତ
ମୁମ୍ବାଇ:-ମହାରାଷ୍ଟ୍ରରେ କରୋନା ଭାଇରସ୍ ସଂକ୍ରମଣ ଥମିବାର ନାଁ ଧରୁନି। କିଛି ଦିନ ଭିତରେ ସପ୍ତାହନ୍ତ ଲକ୍ଡାଉନ୍, ନାଇଟ କର୍ଫ୍ୟୁ ସମେତ ଅନେକ କଟକଣା ଲଗାଇବା ପରେ ମଧ୍ୟ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବ୍ରେକ ଲାଗୁନାହିଁ। ରାଜ୍ୟରେ ପୁଣି ଥରେ ୫୫ … Read More










