ଜୋରଦାର ବିସ୍ଫୋରଣରେ ପୂର୍ବତନ କଂଗ୍ରେସ୍ ନଗର ଅଧ୍ୟକ୍ଷ ସମେତ ୨ଜଣଙ୍କ ମୃତ୍ୟୁ

ମିରଠ :-ଉତ୍ତରପ୍ରଦେଶର ମିରଠରେ ବଡ଼ ଦୁର୍ଘଟଣା ହୋଇଛି। ସରଧନାର ପୀର ଜାଦଗାନ ସାହିରେ ଆଜି ସକାଳେ ଏକ ଜୋରଦାର ବିସ୍ଫୋରଣରେ ଅନେକ ଘରର ଛାତ ଉଡ଼ି ଯାଇଛି। ଏଠାରେ ହଇଚଇ ସୃଷ୍ଟି ହୋଇଥିଲା। କୁହାଯାଉଛି ଯେ ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ … Read More

ମହିଳାଙ୍କର ତଣ୍ଟିରେ ହେଉଥିଲା ଦରଜ, Doctor ବାବୁ ଖୋଲିଦେଲେ ନିଜର ପେଣ୍ଟ ର ଚେନ, ଆଉ କହିଲେ ଏମିତି କର…

ଉତ୍ତରପ୍ରଦେଶର ଗୋରଖପୁରରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଡାକ୍ତର ମହିଳା ରୋଗୀଙ୍କୁ କେବିନ କୁ ଡାକି ପ୍ୟାଣ୍ଟର ଚେନ ଖୋଲି ଅଶ୍ଳୀଳ ବ୍ୟବହାର କରିଥିଲେ। ଗଳାର ଟକ୍ ସିଲ୍ ଚିକିତ୍ସା କରାଇବାକୁ ଯାଇଥିବା ମହିଳାଙ୍କୁ ଡାକ୍ତର କହିଛନ୍ତି … Read More

ଏବେ କାଶ୍ମୀରରେ କିଣିପାରିବେ ଜମି, ସଂଶୋଧିତ ଭୂମି ଆଇନ ବିଜ୍ଞପ୍ତି ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ:-ଜମ୍ମୁ-କାଶ୍ମୀରକୁ ଭାରତର ଭୁଃସ୍ୱର୍ଗ ବୋଲି କୁହାଯାଇଥାଏ । ଏଠାରେ ସ୍ୱପ୍ନର ଘର ତୋଳିବା ପାଇଁ ସମସ୍ତଙ୍କ ଇଚ୍ଛା ଥାଏ । କିନ୍ତୁ ପୁରୁଣା ନିୟମ ଅନୁସାରେ ଲୋକଙ୍କ ଏ ସ୍ୱପ୍ନ ପୂରଣ ହୋଇ ପାରୁ ନ ଥିଲା । ସେଠାକାର ସ୍ଥାନୀୟ … Read More

ବିହାର ନିର୍ବାଚନ: ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ, ବିହାରବାସୀଙ୍କୁ ମୋଦିଙ୍କ ଅନୁରୋଧ- ପ୍ରଥମେ ମତଦାନ, ତା’ପରେ ଜଳପାନ

ନୂଆଦିଲ୍ଲୀ:- ଆରମ୍ଭ ହୋଇଛି ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ। ବିହାରର ୧୭ ରାଜ୍ୟରେ ୧୭ଟି ଆସନରେ ଆଜି ମତଦାନ ଚାଲିଛି। ତେବେ ଏଥର କଡ଼ା ଟକ୍କର ରହିଛି ଏନଡିଓ ଓ ମହାମେଣ୍ଟ ମଧ୍ୟ​ରେ। କରୋନା ମହାମାରୀ ମଧ୍ୟ​ରେ ବିଧାନସଭା ନିର୍ବଚନକୁ … Read More

ନେହା କକ୍କଡ଼ଙ୍କ ବାହାଘରରେ ଉର୍ବଶୀ ପିନ୍ଧିଲେ ୫୫ ଲକ୍ଷ ଟଙ୍କାର ଲେହେଙ୍ଗା ଓ ଗହଣା

ନୂଆଦିଲ୍ଲୀ :-ବଲିଉଡ ସିଙ୍ଗର ନେହା କକ୍କଡ ଓ ରୋହନ ପ୍ରୀତ ସିଂହଙ୍କ ବାହାଘର ସରିଛି। ମାତ୍ର ଏହାକୁ ନେଇ ଏବେ ବି ଚର୍ଚା ଚାଲିଛି। ବାହାଘର ଧୁମଧାମରେ ଆୟୋଜିତ ହୋଇଥିଲେ ହେଁ ପରିବାର ଲୋକ ଓ ଅଳ୍ପ ସଂଖ୍ୟକ ଅତିଥିଙ୍କୁ ଆମନ୍ତ୍ରଣ … Read More

ନୀତିଶଙ୍କ ଆକ୍ଷେପର ଜବାବ ଦେଲେ ତେଜସ୍ବୀ, ଯୁକ୍ତି ଭିତରକୁ ପ୍ରଧାନମନ୍ତ୍ରୀଙ୍କୁ ଟାଣିଲେ

ପାଟଣା:- ବିହାର ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି । ନେତା ନେତାଙ୍କ ମଧ୍ୟ ବ୍ୟକ୍ତିଗତ ଆରୋପ ପ୍ରତ୍ୟାରୋପ ଲାଗି ରହିଛି। ଏହାରି ଭିତରେ ନୀତିଶ କୁମାରଙ୍କ ମନ୍ତବ୍ୟକୁ ନେଇ ପ୍ରତି ଆକ୍ରମଣ କରିଛନ୍ତି ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ନେତା ତେଜସ୍ବୀ … Read More

ବହୁଚର୍ଚ୍ଚିତ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ତଦନ୍ତର ତଦାରଖ କରିବାକୁ ଆହ୍ଲାବାଦ ହାଇକୋର୍ଟଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, :- ବହୁଚର୍ଚ୍ଚିତ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଦେଇଛନ୍ତି । ତଦନ୍ତର ତଦାରଖ କରିବାକୁ ଆହ୍ଲାବାଦ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହାସହ ମାମଲାକୁ ସ୍ଥାନାନ୍ତରିତ କରିବା ଆବେଦନକୁ ଖାରଜ କରିଛନ୍ତି … Read More

ନୀତିଶ କୁମାରଙ୍କୁ କଡ଼ା ଟକ୍କର ଦେଉଛନ୍ତି ତେଜସ୍ୱୀ ଯାଦବ,

ବିହାର:-ବିହାର ନିର୍ବାଚନକୁ ନେଇ ଚର୍ଚ୍ଚା । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଭଳି ଜଣେ ଅଭିଜ୍ଞ ରାଜନେତା ବନାମ ରାଜନୀତିରେ କନିଷ୍ଠ ତେଜସ୍ୱୀ ଯାଦବ । ବାପା ଲାଲୁ ପ୍ରସାଦ ଯାଦବ ଏକଦା ନୀତିଶଙ୍କ ବନ୍ଧୁ ଥିଲେ, ପରବର୍ତି ସମୟରେ କ୍ଷମତା ପାଇଁ … Read More

ଜାମ୍ମୁ-କାଶ୍ମୀରରେ ପୁଣି ଥରେ ଧାରା ୩୭୦ ପାଇଁ ବିରୋଧୀଙ୍କ ମେଣ୍ଟ ଗଠନ, ଫାରୁକ କହିଲେ- ଆମେ ବିଜେପି ବିରୋଧୀ, ଦେଶ ବିରୋଧୀ ନୁହେଁ

ଶ୍ରୀନଗର :- ଜାମ୍ମୁ-କାଶ୍ମୀରରେ ଅନୁଚ୍ଛେଦ ୩୭୦କୁ ପୁନର୍ବାର ଲାଗୁ କରିବା ଏବଂ ଧାରା ୩୫ଏ ପୁନର୍ବାର ହାସଲ କରିବା ପାଇଁ କାଶ୍ମୀରର ସମସ୍ତ ବିରୋଧୀ ଦଳ ଏକଜୁଟ ହୋଇଛନ୍ତି। ଶନିବାର ଗୁପକର ଘୋଷଣା ପାଇଁ ଗଠିତ ‘ପିପୁଲ୍ସ ଆଲିୟାନ୍ସ’ର  ବୈଠକ ପିଡିପି … Read More

ଅକ୍ଟୋବର ୩୦ରେ ଉହାନକୁ ଉଡାଣ ଭରିବ ଏୟାର ଇଣ୍ଡିଆର ପ୍ରଥମ ବନ୍ଦେ ଭାରତ ମିଶନ ବିମାନ

ବେଜିଂ :-ଏୟାର ଇଣ୍ଡିଆ ଅକ୍ଟୋବର ୩୦ରୁ ଉହାନ ସହରକୁ ନିଜର ଉଡାଣ ସଞ୍ଚାଳନ କରିବ। ଗତ ବର୍ଷ ଡିସେମ୍ବର ମାସରେ ଏହି ସହରରୁ କରୋନା ବ୍ୟାପିବା ପରେ ପ୍ରଥମ ଥର ଏୟାର ଇଣ୍ଡିଆ ବିମାନ ଉହାନରେ ନିଜର ବିମାନ ସଞ୍ଚାଳନ କରିବାକୁ … Read More