କରୋନା କରିଦେଲା କାଙ୍ଗାଳ: ଟିଭି, ଫ୍ରିଜ୍ ବିକି ଘରଭଡ଼ା ଦେଉଛନ୍ତି କିନ୍ନର,
ନୂଆଦିଲ୍ଲୀ:- ମାର୍ଚ୍ଚରେ ଲକ୍ଡାଉନ୍ ଲାଗୁ ହେବା ପରେ ଆମ କାମ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା । ବିବାହ, ପିଲାଜନ୍ମ ଓ ଅନ୍ୟାନ୍ୟ ପର୍ବରେ ଆମେ ଲୋକଙ୍କ ଘରକୁ ଯାଇ ସେମାନଙ୍କର ମଙ୍ଗଳ କାମନା କରୁଥିଲୁ । କିଛି ରୋଜଗାର ହୋଇଯାଉଥିଲା । … Read More










