ବିମାନ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ୯୨ ଲୋକ ସୁସ୍ଥ ହୋଇ ଫେରିଲେ ଘରକୁ
ନୂଆଦିଲ୍ଲୀ:-କୋଝିକୋଡରେ ବିମାନ ଦୁର୍ଘଟଣାରେ ଆହତ ୯୨ ଜଣଙ୍କୁ ସୁସ୍ଥ ହେବା ପରେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ଏୟାର ଇଣ୍ଡିଆ ଏକ୍ସପ୍ରେସ ବୁଧବାର ଏହି ସୂଚନା ଦେଇଛି । ଦୁବାଇରୁ ଆସିଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଶୁକ୍ରବାର ରାତିରେ କୋଝିକୋଡ … Read More










