ଅମ୍ବାଲାରେ ଅବତରଣ କଲା ରାଫେଲ, ପ୍ରତିରକ୍ଷା ମନ୍ତ୍ରୀ କହିଲେ- ଏବେ ଦେଶର ଶତ୍ରୁ ନିଜର ଚିନ୍ତା କରନ୍ତୁ
ନୂଆଦିଲ୍ଲୀ:- ଶକ୍ତିଶାଳୀ ଲଢୁଆ ବିମାନ ରାଫେଲକୁ ବର୍ଷ ବର୍ଷ ଧରି ଅପେକ୍ଷା କରାଯାଇଥିଲା, ଶେଷରେ ଆଜି ଅପରାହ୍ନରେ ପାଞ୍ଚ ଲଢୁଆ ଜେଟ୍ ଅମ୍ବାଲା ଏୟାରବେସ୍ରେ ଗର୍ଜନ କରି ଅବତରଣ କରିଛି। ଏହା ପରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦେଶକୁ … Read More










