ଗର୍ଭବତୀ ହୋଇଗଲେ ନବମ ଶ୍ରେଣୀର ଛାତ୍ରୀ, କହିଲେ ରାତିରେ ଆସୁଥିଲା ଭୁତ ଆଉ କରୁଥିଲା ଏପରି

ବଳାତ୍କାର ପରି ଜଘନ୍ୟ ଅପରାଧ ପାଁଇ ଆମ ଦେଶ ର କୋର୍ଟ ବର୍ତମାନ ଫାସୀ ପରି ଦଣ୍ଡବିଧାନ ରଖିଛି I ତେବେ ଦିନ କୁ ଦିନ ଆମ ରେ ଯୌନ ଶୋଷଣ ର ମାମଲା ବଢିବା ରେ ଲାଗିଛି I ଯେପରି ଧୀରେ ଧୀରେ ଆମ ସମାଜ ପ୍ରଗତି କରୁଛି ସେହିପରି ଶାରୀରିକ ନିର୍ଯ୍ୟାତନା ଘଟଣା ମାନ ଆମ ସମାଜ ରେ ବଢିବା ରେ ଲାଗିଛି I

ତେବେ ଜଣେ ଯୁବତୀ ଙ୍କ ର ଇଚ୍ଛା ବିରୁଦ୍ଧ ରେ ତା ଶରିର କୁ ସ୍ପର୍ଶ କରିବା , ଅଶ୍ଳୀଳ କଥା କହିବା , ଅଶ୍ଳୀଳ ଇଙ୍ଗିତ କରିବା , ଅଶ୍ଳୀଳ ବ୍ୟବହାର କରିବା , ଅଶ୍ଳୀଳ ଫିଲ୍ମ ଦେଖାଇବା , କାମ ର ପ୍ରଲୋଭଵ ଦେଖାଇ ଶାରୀରିକ ନିର୍ଯ୍ୟାତନା ଦେବା ପରି ଘଟଣା ମାନ ଯୌନ ନିର୍ଯ୍ୟାତନା ର ଅନ୍ତର୍ଭୁକ୍ତ ଅଟେ Iତେବେ ଆଜିକାଲି ଏପରି ଘଟଣା କୁ ଛୋଟ ଛୋଟ ପିଲା ଅଧିକ ସମୁଖୀନ ହେଇଥାନ୍ତି I ତେବେ ଆମ ସମାଜ ରେ ବର୍ତମାନ ବଳାତ୍କାର ପରି ଜଘନ୍ୟ ଅପରାଧ ବର୍ତମାନ ଯୌନ ହିଂସା ର ବି ଅନ୍ତଭୂକ୍ତ ଅଟେ ଏବଂ ଏପରି ଘଟଣା ମାନ ଆମ ସମାଜ ରେ ଏକ କଲଙ୍କ ପରି ହେଇଥାଏ Iତେବେ ଆଜି ଆଜି ଯେଉଁ ଘଟଣା ଟି ଘଟିଛି ଏହା ଜଣେ 9 ଶ୍ରେଣୀ ର ବିଦ୍ୟାର୍ଥୀ ଙ୍କ ର ମାମଲା ଟାଏ I ଯୁବତୀ ବିନା ବିବାହ ରେ ମା ହେଇଯାଇଛନ୍ତି I ତେବେ ଆଶ୍ଚଯ୍ୟ ର କଥା କି ଛାତ୍ରୀ ଙ୍କୁ ଯେତେବେଳେ ପଚରାଯାଇଥିଲା ଏପରି କିପରି ହେଲା I ତ ଛାତ୍ରୀ ଙ୍କ ର ଉତ୍ତର ଶୁଣି ଆପଣ ବି ଆଶ୍ଚଯ୍ୟ ହେଇଯିବେ I କାରଣ ଯୁବତୀ ଙ୍କ କହିବା ଅନୁସାରେ ପ୍ରତୋକ ଦିନ ରାତି ରେ ଏକ ଭୁତ ଆସି ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥାଏ I ତାଙ୍କ ପିତାମାତା ଏକ ତାନ୍ତ୍ରିକ କୁ ଦେଖାଇଥିଲେ ହେଲେ କୌଣସି ବି ଫାଇଦା ହେଇ ନ ଥିଲା Iପୋଲିସ ଘଟଣା ର ସୂଚନା ପାଇ ଯୁବତୀ ଙ୍କ ର ବୟାନ ନେବାକୁ ଆସିଥିଲା ହେଲେ ପୋଲିସ କୁ ବି ଏହି ଭୁତ ସମ୍ବନ୍ଧିତ ଘଟଣା କହିଥିଲେ ଯୁବତୀ I ପୋଲିସ ର କହିବା ମୁତାବିକ ଯୁବତୀ ମିଛ କହୁଛନ୍ତି , ତେବେ ପୋଲିସ ଯୁବତୀ ଙ୍କୁ ସେତେବେଳେ ନ୍ୟାୟ ଦେଇପାରିବ ଯେତେବେଳେ ଯୁବତୀ ସବୁ ସତ କହିବେ I ତେବେ ଏପରି ବି ହେଇପାରେ ବଳାତ୍କାର ପରି ଘଟଣା କୁ ଲୋକଲଜୟ କୁ ଡରି ଯୁବତୀ ଏପରି କାହାଣୀ କହିଥାଇ ପାରନ୍ତି I

Leave a Reply

Your email address will not be published. Required fields are marked *