ଯଦି ଘରେ ହଟାତ ବଢ଼ିଯିବେ ମୁଷାଙ୍କ ସଂଖ୍ୟା ତେବେ ଜାଣି ନିୟନ୍ତୁ କି ଆପଣଙ୍କ ଘରେ ହେବାକୁ ଯାଉଛି ….

ଅନେକ ସମୟ ରେ କିଛି ଘଟଣା ଅନ୍ୟ କିଛି ଘଟଣା କୁ ସଂକେତ ଦେଇଥାଏ I ଆମେ ଏପରି କିଛି ସଂକେତ କୁ ସାମାନ୍ୟ ଘଟଣା ଭାବି ଅବହେଳା କରି ଦେଇଥାଉ I ପ୍ରତୋକ ଲୋକ ଙ୍କ ର ଏହି ଇଚ୍ଛା ଏକ ନୂଆ ଜାଗା କିଣିବେ ଓ ଘର କରିବେ I

ତେବେ ଜୋତିଷ ଶାସ୍ତ୍ର ଅନୁସାରେ ଆପଣ ଙ୍କୁ କିଛି ଏପରି ଘଟଣା ବିଷୟ ରେ ଜଣାଇବାକୁ ଯାଉଛୁ ଯାହା କି ଆପଣ ଙ୍କୁ ଅଶୁଭ ସଂକେତ ଦେଇଥାଏ I

1.ଭୁଲ ରେ ମଧ୍ୟ ଏପରି ଜାଗା କିଣିବେ ନାହିଁ ଯାହା କି ପଥୁରିଆ ହେଇଥିବ I ଏପରି ଜାଗା ରେ ଘର କରିଲେ ଘର ର ପରିବାର ଲୋକେ ବହୁତ କଷ୍ଟ ଭୋଗିଥାନ୍ତି I

2.ଖୋଲିବା ସମୟ ରେ ହାଡ଼ ବାହାରିଲେ
ଯଦି ଘର ର ନିଅ ଖୋଲିବା ସମୟ ରେ କୌଣସି ହାଡ଼ ବାହାରେ ତେବେ ସେଠାରେ ଶାନ୍ତି ପାଠ କରିବା ଜରୁରୀ ଅଟେ I ଘର କାମ ଆଗ କୁ ବଢି଼ବା ପୂର୍ବ ରୁ ଏହି ପୂଜା ପାଠ କରିବା ଜରୁରୀ ଅଟେ I

3.ମୂଷା ଓ ମହୁମାଛି ରୁ ଦୁରେଇ ରହିବେ
ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଘରେ ମହୁମାଛି ବସା ହେଇଥିବ ତେବେ ଘର ମାଲିକ କଷ୍ଟ ସହିଥାନ୍ତି I ଏବଂ ଯଦି ଘରେ ମୂଷା ଙ୍କ ର ସଂଖ୍ୟା ବୃଦ୍ଧି ଏହା ମଧ୍ୟ ଆଗାମୀ କୌଣସି ବିପଦ ର ସଂକେତ ହେଇଥାଏ I

4.ଘର ର ମଧ୍ୟ ଭାଗ ରେ କୌଣସି ଅଳିଆ ପକାଇବା ଉଚିତ ନୁହେଁ I ଏପରି କରିବା ଦ୍ୱାରା ଘର ର ମୁଖିଆ ରୋଗ ବ୍ୟାଧି ରେ ପଡ଼ିଥାନ୍ତି I

5.ଅଧିକ ଉଚା ଦୁଆର ରଖିବା ଉଚିତ ନୁହେଁ
ବାସ୍ତୁଶାସ୍ତ୍ର ଅନୁସାରେ ଘର ର ଅଧିକ ଉଚା ଦୁଆର ରଖିବା ଉଚିତ ନୁହେଁ I ଏହା କରିବା ଦ୍ୱାରା ଘର ର ଲୋକେ ଦୁଃଖ କଷ୍ଟ ରେ ସମୟ ବିତାଇଥାନ୍ତି I

Leave a Reply

Your email address will not be published. Required fields are marked *