ଭାରତ-ଚୀନ ସୀମାରେ ସ୍ଥିତି ସମୀକ୍ଷା କଲେ ଏନଏସଏ ଅଜିତ ଡୋଭାଲ
ନୂଆଦିଲ୍ଲୀ: ଭାରତ ଚୀନ ସୀମାରେ ଦିନକୁ ଦିନ ସ୍ଥିତି ଅଣାୟତ ହେଉଛି । ସୀମା ବିବାଦକୁ କେନ୍ଦ୍ରକରି ସୀମାରେ ଉଭୟ ଦେଶ ମଧ୍ୟରେ ବିଭିନ୍ନ ସମୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଠି ହେଉଛି । ସୀମାରେ ଶାନ୍ତି ଫେରାଇ ଆଣିବାକୁ କେନ୍ଦ୍ର ସରକାରଙ୍କ … Read More










