ଅକ୍ଟୋବର ୩୦ରେ ଉହାନକୁ ଉଡାଣ ଭରିବ ଏୟାର ଇଣ୍ଡିଆର ପ୍ରଥମ ବନ୍ଦେ ଭାରତ ମିଶନ ବିମାନ
ବେଜିଂ :-ଏୟାର ଇଣ୍ଡିଆ ଅକ୍ଟୋବର ୩୦ରୁ ଉହାନ ସହରକୁ ନିଜର ଉଡାଣ ସଞ୍ଚାଳନ କରିବ। ଗତ ବର୍ଷ ଡିସେମ୍ବର ମାସରେ ଏହି ସହରରୁ କରୋନା ବ୍ୟାପିବା ପରେ ପ୍ରଥମ ଥର ଏୟାର ଇଣ୍ଡିଆ ବିମାନ ଉହାନରେ ନିଜର ବିମାନ ସଞ୍ଚାଳନ କରିବାକୁ … Read More










