ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମିଳିଲାନି ଆଶ୍ୱସ୍ତିି, ଶନିବାର ପୁଣି ହେବ ତାଙ୍କ ଜାମିନ ଆବେଦନର ଶୁଣାଣି
ନୂଆଦିଲ୍ଲୀ :-ରିପବ୍ଲିକ ଟିଭି ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରିବା ପରେ ବୁଧବାର ସଂଧ୍ୟାରେ ଅଲିବାଗ କୋର୍ଟରେ ହାଜର କରିଥିଲା ପୁଲିସ । ପୋଲିସର ବ୍ୟବହାର ଓ ନିର୍ଯାତନା ନେଇ ଦିନ ତମାମ ହାଇଡ୍ରାମା ଚାଲିଥିବା ବେଳେ ଅଲିବାଗ କୋର୍ଟରେ … Read More










