ଆନ୍ଦୋଳନ ଲାଗି ୨୦ ହଜାର ଚାଷୀଙ୍କ ବିରୋଧରେ FIR, କଂଗ୍ରେସ କହିଲା ନିନ୍ଦନୀୟ

ନୂଆଦିଲ୍ଲୀ :-ସଂଶୋଧିତ କୃଷି ଆଇନ-୨୦୨୦କୁ ନେଇ ମିଳିତ ଚାଷୀ ସଂଘର୍ଷ ସମିତିର ‘ଦିଲ୍ଲୀ ଚଲୋ’ ଆହ୍ୱାନ ରାଜଧାନୀରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି। ତେବେ ଆନ୍ଦୋଳନକୁ ଦିଲ୍ଲୀ ପହଞ୍ଚିବାରେ ରୋକିବା ଲାଗି ହରିୟାଣା ସରକାର ୨୦ ହଜାରରୁ ଅଧିକ ଚାଷୀଙ୍କ ବିରୋଧରେ … Read More

ପୂର୍ବତନ ଆଇଏଏସ ଅଫିସରଙ୍କ ୨୭ କୋଟିରୁ ଅଧିକ ସଂପତ୍ତି ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ରାୟପୁର :- ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଛତିଶଗଡର ପୂର୍ବତନ ପ୍ରଶାସନିକ ଅଧିକାରୀ ବାବୁଲାଲ ଅଗ୍ରଓ୍ଵାଲଙ୍କ ୨୭ କୋଟିରୁ ଅଧିକ ସଂପତ୍ତି ଜବତ କରିଛି। ଆୟବର୍ହିଭୂତ ସଂପତ୍ତି ଠୁଳ ଓ ମନି ଲଣ୍ଡରିଂ ମାମଲାରେ କେନ୍ଦ୍ରୀୟ ଏଜେନ୍ସି ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ୧୯୮୮ ବ୍ୟାଚର … Read More

ପରିବେଶ ମନ୍ତ୍ରୀ ଗୋପାଳ ରାୟଙ୍କୁ କରୋନା

ନୂଆଦିଲ୍ଲୀ :-ଭାରତର ରାଜଧାନୀ ଦିଲ୍ଲୀରେ କରୋନାର ପ୍ରକୋପ ବଢ଼ି ଚାଲିଛି। ଏହା କବଳରେ ଅନେକ ନାମିଦାମୀ ବ୍ୟକ୍ତି ଆସିଛନ୍ତି। ଏବେ ଦିଲ୍ଲୀର ପରିବେଶ ଏବଂ ପର୍ଯ୍ୟାବରଣ ମନ୍ତ୍ରୀ ଗୋପାଳ ରାୟ କରୋନାରେ ସଂକ୍ରମିତ ହୋଇଛନ୍ତି। ଗୋପାଳ ରାୟ ନିଜେ ଟ୍ବିଟ୍ କରି … Read More

ସମୁଦ୍ର କୂଳରୁ ଶତାଧିକ ତିମି-ଡଲଫିନଙ୍କ‌ ମୃତଦେହ ଉଦ୍ଧାର, ଶାର୍କ ଭୟରେ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ :- ବିଭିନ୍ନ ସମୟରେ ସମୁଦ୍ର କୂଳକୁ ବଡ଼ ବଡ଼ ତିମି ଚାଲିଆସୁଥିବା ଦେଖିବାକୁ ମିଳେ। ନିକଟରେ ଶ୍ରୀଲଙ୍କାରେ ଏଭଳି ଶତାଧିକ ତିମି ଉଦ୍ଧାର କରିଥିଲେ ନୌସେନା ଓ ସ୍ଥାନୀୟ ମତ୍ସ୍ୟଜୀବୀ। ଏହା ସହ ସୋସିଆଲ୍‌ ମିଡିଆରେ ଏଭଳି ଚିତ୍ର ମଧ୍ୟ ଦେଖିବାକୁ … Read More

କିମ୍ବଦନ୍ତୀ ଫୁଟବଲ ଖେଳାଳି ଡିଏଗୋ ମାରାଡୋନା ଆଉ ନାହାନ୍ତି,

ବୁଏନସ୍ ଆଇରିସ୍:- ଦିଗ୍ଗଜ ଫୁଟବଲର ଡିଏଗୋ ମାରାଡୋନାଙ୍କ ବୁଧବାର ଦେହାନ୍ତ ହୋଇଛି। ମାରାଡୋନା ଗତ ଶୁକ୍ରବାର ତାଙ୍କର ୬୦ତମ ଜୟନ୍ତୀ ପାଳନ କରିଥିଲେ। ତେବେ ବୁଧବାର ତାଙ୍କର ହୃଦଘାତ ଯୋଗୁ ପରଲୋକ ହୋଇଥିବା ଆର୍ଜେଣ୍ଟିନା ସ୍ଥାନୀୟ ମିଡିଆରୁ ଖବର ଆସୁଛି। ମାରାଡୋନାଙ୍କ … Read More

ମାଡ଼ି ଆସୁଛି ବାତ୍ୟା ନିଭାର ! ଉପକୂଳରେ ୩୦ ପ୍ଲାଟୁନ୍‌ NDRF

ନୂଆଦିଲ୍ଲୀ :–ବଙ୍ଗୋପସାଗରରେ ଗଭୀର ଅବପାତର ରୂପନେଲା ସାଇକ୍ଲୋନନ୍ ନିଭାର । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବୁଧବାର ଅପରାହ୍ନ ୫ ଟାରେ ତାମିଲନାଡୁ ଏବଂ ପୁଡୁଚେରୀ ଉପକୂଳରେ ଏହି ସାଇକ୍ଲୋନ୍‌ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ତାମିଲନାଡୁ, ପୁଡୁଚେରୀ … Read More

ଟିକଟକ୍ ପରେ ଭାରତରେ ବ୍ୟାନ ହେଲା ସ୍ନାକ ଭିଡିଓ

ନୂଆଦିଲ୍ଲୀ:-ପୁଣି ଚାଇନା ଗାଲରେ ଚାପୁଡା ମାରିଲା ଭାରତ । ଲୋକପ୍ରିୟ ଆପ ଟିକଟକ ପରେ ସ୍ନାକ ଭିଡିଓକୁ ବ୍ୟାନ କଲା ଭାରତ । ପୂର୍ବରୁ ଟିକଟକ ଉପରେ ଭାରତ କଟକଣା ଲଗାଇବା ପରେ ସ୍ନାକ ଭିଡିଓ ଆପରେ ନିଜ ମନ ପସନ୍ଦର … Read More

ଟ୍ଵିଟରରେ ଶାହରୁଖ ଖାନ ଓ ଅକ୍ଷୟ କୁମାରଙ୍କୁ ପଛରେ ପକାଇଲେ ସୋନୁ ସୁଦ,

ମୁମ୍ବାଇ:- ସୋନୁ ସୁଦ ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମଜୀବୀଙ୍କ ସହାୟତା କରିବା ପରେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ଏହି ମହାନ କାମ ପରେ ତାଙ୍କୁ ଗରିବଙ୍କ ବିପଦର ବନ୍ଧୁ ବୋଲି କହୁଛନ୍ତି। ସୋନୁ ସୁଦ ଲକ୍‌ଡାଉନ୍‌ ପରେ ଆଜି ପର୍ଯ୍ୟନ୍ତ … Read More

ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌

ଲକ୍ଷ୍ନୌ:-ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାସ୍‌ କଲା ଉତ୍ତର ପ୍ରଦେଶ କ୍ୟାବିନେଟ୍‌। ମଙ୍ଗଳବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଅଧ୍ୟାଦେଶ ପାରିତ ହୋଇଥିବା ଜଣାପଡ଼ିଛି। ଅଧ୍ୟାଦେଶ ଅନୁସାରେ ଧୋକା ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌ ଦଣ୍ଡ ମିଳିବ। ଏହା … Read More

କ୍ୟାନସର ସହ ଲଢେଇରେ ହାରିଗଲେ ତାମିଲ ଅଭିନେତା ଥବାସୀ,

ମୁମ୍ବାଇ:- ତାମିଲ ଅଭିନେତା ଥବାସୀଙ୍କ ଦେହାନ୍ତ ହୋଇଛି। ଦୀର୍ଘଦିନ ଧରି କ୍ୟାନସର ସହ ସଂଘର୍ଷ କରୁଥିଲେ ଥବାସୀ। କିଛି ଦିନ ତଳେ ଥବାସୀଙ୍କୁ ମଦୁରାଇର ସରାବଣ ହସ୍ପିଟାଲରେ ଆଡମିଟ କରାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟ ଗୁରୁତର ଥିଲା। ଗତକାଲି ତାଙ୍କର ଦେହାନ୍ତ ହୋଇଛି। … Read More