ସଙ୍କଟମୋଚକ ନବୀନ, ବାତ୍ୟା ବେଳେ ବି ହେଲା ଅକ୍ସିଜେନ୍ ପରିବହନ
ଭୁବନେଶ୍ୱର:-ଗୋଟିଏ ପଟେ ପ୍ରକୃତିର ନାହିଁ ନଥିବା କୋପ, ଅନ୍ୟପଟେ ଦୃଢ଼ ଇଛାଶକ୍ତି । ସାମୁଦ୍ରିକ ଝଡ଼ ‘ୟସ୍’ ସ୍ଥଳଭାଗ ଛୁଇଁଲା ବେଳକୁ ଜୀବନ ମରଣର ଲଢ଼େଇ ସମୟରେ ବି ଓଡ଼ିଶା ତା ଦାୟିତ୍ୱରୁ ପଛକୁ ହଟିନି । ଦେଶର କରୋନା ରୋଗୀଙ୍କ … Read More










