କୋଟିଏ ଟଙ୍କାର ବ୍ରାଉନ୍ସୁଗର ଜବତ, ୩ ଗିରଫ
ଭୁବନେଶ୍ୱର :-ବ୍ରାଉନ୍ସୁଗର ବିକ୍ରି ପାଇଁ ଡିଲ୍ ଚାଲିଥିଲା। ହଠାତ୍ ଚଢ଼ଉ କଲା କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍। ସେଠାରୁ ୩ ଜଣଙ୍କୁ ଗିରଫ କରିବା ସହିତ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନ୍ସୁଗର ଜବତ କରିଛି ଏସ୍ଟିଏଫ୍। ଖୋର୍ଦ୍ଧା ଜିଲ୍ଲା ଜଟଣୀ ରାଜା ବଗିଚା ବଜାର … Read More










