ହ୍ୟୁମାନ ସାଗରଙ୍କ ପିଏ ନାମରେ ମାମଲା,
ଭୁବନେଶ୍ୱର:-ଜଗନ୍ନାଥ ଭଜନ ନଗାଇବାକୁ ନେଇ ବିବାଦରେ ଆସିଥିଲେ ହ୍ୟୁମାନ ସାଗର । ଏନେଇ ଦେବାଶିଷ ମଲ୍ଲିକ ଓରଫ ଜାପାନୀ ଭାଇ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ । ସେ କଟକ ଆସିଲେ ମାରିଦେବାକୁ ଧମକ ଦେଇଥିଲେ ହ୍ୟୁମାନ୍ଙ୍କ ପିଏ । ତେଣୁ … Read More
ଭୁବନେଶ୍ୱର:-ଜଗନ୍ନାଥ ଭଜନ ନଗାଇବାକୁ ନେଇ ବିବାଦରେ ଆସିଥିଲେ ହ୍ୟୁମାନ ସାଗର । ଏନେଇ ଦେବାଶିଷ ମଲ୍ଲିକ ଓରଫ ଜାପାନୀ ଭାଇ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ । ସେ କଟକ ଆସିଲେ ମାରିଦେବାକୁ ଧମକ ଦେଇଥିଲେ ହ୍ୟୁମାନ୍ଙ୍କ ପିଏ । ତେଣୁ … Read More
ଭୁବନେଶ୍ୱର:- ରାଜଧାନୀରେ ଏବେ ବେଆଇନ୍ ଭାବେ ଚାଲିଛି ଗାଡ଼ି ମୋଡ଼ିଫିକେସନ୍(ଗାଡ଼ିର ନୂଆ ଲୁକ୍) । ଅଧିକ ଟଙ୍କା ରୋଜଗାର ଆଶାରେ ଏକାଧିକ ଗ୍ୟାରେଜ ମାଲିକ ପୁରୁଣା ବାଇକ୍ର ନୂଆ ରୂପ ଦେଉଛନ୍ତି । ସ୍ପେଣ୍ଡର ହେଉ ଅବା ପ୍ଲାସନ୍ କିମ୍ବା ପଲସର … Read More
ଭୁବନେଶ୍ୱର :-ମଙ୍ଗଳବାର (ଗତକାଲି) ସନ୍ଧ୍ୟାରେ ରାଜଧାନୀ ଭୁବନେଶ୍ୱରରୁ ଜଣେ ଯୁବକଙ୍କୁ ଅପହରଣ କରାଯାଇଥିବା ବେଳେ ବଡ଼ଗଡ଼ ପୁଲିସ୍ ଆଜି ତାଙ୍କୁ ଉଦ୍ଧାର କରିବା ସହିତ ୩ ଅପହର୍ତ୍ତାଙ୍କୁ ଗିରଫ କରିଛି। ଅପହର୍ତ୍ତାମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି- ବାଲିଅନ୍ତା … Read More
ଭୁବନେଶ୍ୱର: ଖାଉଟିଙ୍କୁ ମହଙ୍ଗା ମାଡ଼ । ପୁଣି ବଢ଼ିଲା ଗ୍ୟାସ ସିଲିଣ୍ଡର ଦାମ୍ । ଘରୋଇ ସିଲିଣ୍ଡର ଦାମ ୩ ଟଙ୍କା ୫୦ ପଇସା ବଢ଼ିଥିବା ବେଳେ, କମର୍ସିଆଲ ସିଲିଣ୍ଡର ଦର ୮ ଟଙ୍କା ବୃଦ୍ଧି ପାଇଛି । ଦର ବଢ଼ିବା … Read More
ଆନନ୍ଦପୁର:-ଘରୋଇ କଳହ ନେଲା ସାଂଘାତିକ ରୂପ । ଜୀବନ ହାରିବାକୁ ନିଷ୍ପତ୍ତି ନେଇ ପୁଅବୋହୂ ବିଷ ପିଇଦେଲେ । ଏହା ସହି ନ ପାରି ଶେଷରେ ମା’ ବି ବିଷ ପିଇଦେଲା। ଏପରି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପକଣ୍ଠ … Read More
ରାଜଗାଙ୍ଗପୁର:-ରକ୍ତ ସମ୍ପର୍କର ଝିଆରୀକୁ ଛାଡ଼ିଲାନି କକା। । ବାପାମା’ ନ ଥିବା ବେଳେ ନାବାଳିକା ଝିଆରୀର ହାତଗୋଡ଼ ବାନ୍ଧି ଦୁର୍ଷ୍କମ କରି ୮ ମାସର ଗର୍ଭବତୀ କଲା। ଏଭିଳି ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅଞ୍ଚଳରୁ। ଘଟଣାପରେ ଅଭିଯୁକ୍ତ … Read More
ମୋହନା :-ରାସ୍ତା କଡ଼ରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର। ଗଜପତି ଜିଲ୍ଲା ଆର୍. ଉଦୟଗିରି ଥାନା ଶିଅlଳୀଲଟି ପଞ୍ଚାୟତ କଇଠଢେପ ଗାଁ ନିକଟରେ ଏଭଳି ଘଟଣା ଘଟିଛି । ଯୁବକଙ୍କୁ କେହି ହତ୍ୟା କରିବା ପରେ ଫିଙ୍ଗି ଦେଇଥିବା ପରିବାର ଲୋକେ … Read More
ବୌଦ୍ଧ:-ନାବାଳିକା ଦୁଷ୍କର୍ମକାରୀଙ୍କ ଦଣ୍ଡାଦେଶ । ୨୫ ବର୍ଷର ଜେଲ୍ ଦଣ୍ଡାଦେଶ ୨୦ ହଜାର ଟଙ୍କାର ଜୋରିମାନା ଆଦେଶ ଦେଲେ ବୌଦ୍ଧ ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ୨୦୨୧ ମସିହାର ଏକ ମାମଲାର ବିଚାର କରି ଏପରି ରାୟ ଶୁଣାଇଛନ୍ତି ମାନ୍ୟବର କୌର୍ଟ … Read More
ସୋରୋ:-ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ତୁରୀଗଡିଆ ବଜାରରେ ଥିବା ୪ଟି ଦୋକାନରୁ ସିରିଜ ଚୋରୀ ହୋଇଯାଇଛି । ବାଲେଶ୍ୱର ଜିଲ୍ଲା ତୁରିଗଡିଆ ବଜାରରେ ଗୟାଧର ଗାହାଣଙ୍କ ପୂଜା ସାମଗ୍ରୀ ଦୋକାନ, ମୁରଲୀଧର ମଲ୍ଲିକଙ୍କ ଗ୍ରୋସରି ଦୋକାନ, ଦାମୋଦର ସାହୁଙ୍କ ଗ୍ରୋସରୀ … Read More
ଉଦଳା :-ସାତ ଜନମର ସାଥୀ ହେବା ପାଇଁ ହାତ ଧରିଥିଲେ। ହେଲେ ଗୋଟିଏ ଜନମରେ ଶେଷ ହୋଇଗଲା ଜୀବନ। ସାମାନ୍ୟ କଥାକୁ ନେଇ ହେଲା ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ କଳହ। ଆଉ ତା’ପରେ ସାତ ଜନମର ସାଥୀକୁ କାଠ ଫାଳିଆରେ ପିଟି ମାରିଦେଲା … Read More