ଯବାନଙ୍କ ବସ୍ ଉଡ଼ାଇଦେଲେ ମାଓବାଦୀ, ୩ ଡିଆରଜି ଯବାନ ସହିଦ
ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ମାଓବାଦୀ ହିଂସାକାଣ୍ଡ ଘଟାଇଛନ୍ତି । କମ୍ବିଂ ସାରି ଫେରୁଥିବା ବେଳେ ଯବାନଙ୍କ ବସ୍ ଉଡ଼ାଇ ଦେଇଛନ୍ତି ମାଓବାଦୀ । ଏଥିରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ଼ (DRG)ର ତିନିଜଣ ଯବାନ ସହିଦ ହୋଇଥିବା ସୂଚନା … Read More










