ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍

ନୟାଗଡ଼ :-ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌। ଚାଲିଗଲା ବସ୍‌ ହେଲ୍‌ପରଙ୍କ ଜୀବନ। ୧୦ରୁ ଅଧିକ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ନୟାଗଡ଼ ଜିଲ୍ଲାରେ ଘଟିଛି ଏହି ଦୁର୍ଘଟଣା। ‘ଚୌଧୁରୀ’ … Read More

ପିପିଲି ପଲିଟିକ୍ସ; ପୁଅକୁ ପ୍ରାର୍ଥୀ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଭା ଜଣାଇଲେ କୃତଜ୍ଞତା

ଭୁବନେଶ୍ୱର::-ଶେଷରେ ପ୍ରତିକ୍ରିୟା ରଖିଛନ୍ତି ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥି । ବିଜେଡିର ପିପିଲି ବିଧାୟକ ପ୍ରାର୍ଥୀ ଭାବେ ରୁଦ୍ର ମହାରଥୀଙ୍କ ନାଁ ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି ମାଆ ପ୍ରତିଭା ମହାରଥୀ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ … Read More

ସୂଚନା ଅଧିକାର କର୍ମୀଙ୍କୁ ବୋମାମାଡ଼

ଯାଜପୁର:- ସୂଚନା ଅଧିକାର କର୍ମୀଙ୍କ ଗାଡ଼ି ଉପରକୁ ବୋମାମାଡ଼। ଯାଜପୁର ଇମାମ ନଗରେ ଘଟିଛି ଏହି ଘଟଣା। ବୋମାମାଡ଼ରେ ଆହତ ସୂଚନା ଅଧିକାର କର୍ମୀଙ୍କ ନାଁ ସର୍ବେଶ୍ୱର ବେଉରିଆ। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ କରାଯାଇଛି। ଗାଡ଼ିରେ ଥିବା ସୁଶାନ୍ତ … Read More

ପିପିଲି ଉପନିର୍ବାଚନ: ନାମାଙ୍କନ ପତ୍ର ଦାଖଲ କଲେ ଆଶ୍ରିତ ପଟ୍ଟନାୟକ

ପିପିଲି: ପିପିଲି ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ। ପିପିଲି ସଙ୍କଟମୋଚନ ମନ୍ଦିରରୁ ଦଳୀୟ ନେତା ଓ ସମର୍ଥକଙ୍କ ସହ ସେ ଶୋଭାଯାତ୍ରାରେ ବାହାରିଥିଲେ । ପୁରୀ ଏଡିଏମ୍‌ଙ୍କ ନିକଟରେ ଆଶ୍ରିତ ପଟ୍ଟନାୟକ ନାମାଙ୍କନ … Read More

ଉତ୍କଳ ଦିବସ ପାଳନ ନେଇ ପ୍ରଶାସନର ଗାଇଡଲାଇନ୍ ଜାରି

ଭୁବନେଶ୍ୱର: ଉତ୍କଳ ଦିବସ ସମାରୋହ ପାଳନ ନେଇ ଜାରି ହେଲା କଟକଣା । ଉତ୍କଳ ଦିବସ ପାଳନ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦିଆଯିବନି ଅନୁମତି । ସର୍ବାଧିକ ୨୦୦ ଜଣଙ୍କୁ ନେଇ ଉତ୍କଳ ଦିବସ ପାଳନ କରାଯିବ । ଏହି ସମୟରେ … Read More

ପିପିଲି ଉପ-ନିର୍ବାଚନ; ମହାରଥୀଙ୍କ ପୁଅକୁ ବିଜେଡି ଟିକେଟ

ଭୁବନେଶ୍ବର: ପିପିଲି ଉପନିର୍ବାଚନ ନେଇ ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ । ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥିଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ ଭାବେ କରିଛି ବିଜେଡ଼ି । ଗତକାଲି ବିଳମ୍ବିତ ରାତିରେ ବିଜେପି ଆଶ୍ରିତ ପଟ୍ଟନାୟକଙ୍କୁ … Read More

ଅଞ୍ଜନାଙ୍କ ଘରେ ସିବିଆଇ ଟିମ, ୪୫ମିନିଟ୍ ଆଲୋଚନା

ଭୁବନେଶ୍ବର: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଓ ବିବନ ବିଶ୍ବାଳ ଗିରଫ ମାମଲାରେ ସିବିଆଇର ପଚରାଉଚରା। ଅଞ୍ଜନା ମିଶ୍ରଙ୍କ ଘରେ ପହଞ୍ଚିଛି ସିବିଆଇର ୨ଜଣିଆ ଟିମ୍ । ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିୁଯୁକ୍ତ ବିବନ ବିଶ୍ବାଳ ଗିରଫ ହେବାପରେ ପୁଣି ଥରେ … Read More

ଆହୁରି କଡ଼ାକଡ଼ି ହେବ କଟକଣା,

ଭୁବନେଶ୍ୱର :-ଭୁବନେଶ୍ୱରରେ କୋଭିଡ୍ ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। କମିଶନର କହିଛନ୍ତି, ଭୁବନେଶ୍ୱରରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି କିନ୍ତୁ ଏହାର କାରଣ ସ୍ଥାନୀୟ ସଂକ୍ରମଣ ନୁହେଁ। ରାଜ୍ୟ ରାଜଧାନୀ … Read More

ମାସ୍କ ଓ ପିପିଇ କିଟ୍ ଦୁର୍ନୀତି ଅଭିଯୋଗ; ରାଜ୍ୟ ସରକାରଙ୍କୁ ଲୋକାୟୁକ୍ତଙ୍କ କ୍ଲିନଚିଟ୍‌

ଭୁବନେଶ୍ବର: ମାସ୍କ ଓ ପିପିଇ କିଟ୍ କିଣା ମାମଲାରେ ରାଜ୍ୟ ସରକାରଙ୍କୁ କ୍ଲିନଚିଟ୍‌ ଦେଲେ ଲୋକାୟୁକ୍ତ । ଏହା ସହିତ ଲୋକାୟୁକ୍ତରେ ମାମଲାର ଶୁଣାଣି ଶେଷ ହୋଇଛି । ଭିଜିଲାନ୍ସର ପ୍ରାଥମିକ ତଦନ୍ତ ରିପୋର୍ଟରେ ତ୍ରୁଟି ନଥିବା ଲୋକାୟୁକ୍ତ କହିଛନ୍ତି । … Read More

ଭିଜିଲାନ୍ସ ଜାଲରେ ବାଙ୍ଗିରିପୋଷି ତହସିଲଦାର, କାରରୁ ଜବତ ହେଲା ୨ ଲକ୍ଷ ୫୬ ହଜାର ଟଙ୍କା

ମୟୂରଭଞ୍ଜ: ଭିଜିଲାନ୍ସ ଜାଲରେ ତହସିଲଦାର । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ତହସିଲଦାର ଅଭିମନ୍ୟୁ ପଣ୍ଡାଙ୍କ ଘରେ ଚଢାଉ କରିଛି । ସୂଚନା ମୁତାବକ ତହସିଲଦାର ବାଙ୍ଗିରିପୋଷିରୁ ବାହାରି ଏକ କାରରେ ବାଲେଶ୍ଵର ଯାଉଥିବା ବେଳେ ନହରପାଟଣା ନିକଟରେ ଭିଜିଲାନ୍ସ ଟିମ ଚଢାଉ … Read More