ଦଲାଲଙ୍କ କବ୍ଜାରେ SCB ମେଡିକାଲ, ଦୁଇ ଦିନରେ ୯ ଜଣ ଦଲାଲ ଗିରଫ
କଟକ: ମେଡିକାଲରେ ନୁହଁ, ନର୍ସିଂହୋମରେ ମିଳିବ ଭଲ ଚିକିତ୍ସା । ରୋଗୀଙ୍କୁ ପ୍ରଲୋଭିତ କରି ଭୁଆଁ ବୁଲାଉଛନ୍ତି ଦଲାଲ । ଦଲାଲଙ୍କ କବଜାରେ କଟକ ଏସସିବି ମେଡିକାଲ । ମେଡିକାଲର ଚତୁଃପାର୍ଶ୍ଵରେ ମାଳ ମାଳ ଛୋଟବଡ଼ ଘରୋଇ ନର୍ସିଂହୋମ ଏବଂ ଲ୍ୟାବ୍ ରହିଛି … Read More