ବୃଦ୍ଧଙ୍କୁ ଖାଇଦେଲା କୁମ୍ଭୀର

ପଟ୍ଟାମୁଣ୍ଡାଇ:-ପଟ୍ଟାମୁଣ୍ଡାଇ ବ୍ଲକ ଅମୃତମଣୋହି ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ପୁରୁଷୋତ୍ତମ ଧଳ ନାମକ ୫୧ ବର୍ଷୀୟ ଵୃଦ୍ଧ ଗାଧୋଉଥିବାବେଳେ ଗତକାଲି ଏକ କୁମ୍ଭୀର ଝାମ୍ପି ନେଇଯାଇଥିଵା ଅଭିଯୋଗ ହୋଇଥିଲା l ଖବର ପାଇ ପରିବାର ଲୋକେ, ଗ୍ରାମବାସୀ ଏକ ଭୁଟିଭୁଟି ଡ଼ଙ୍ଗା ଓ … Read More

କାଲିଠାରୁ ଆଂଶିକ ଲକ୍‌ଡାଉନ୍

ଭୁବନେଶ୍ୱର:- ସାରା ରାଜ୍ୟରେ କାଲିଠାରୁ ଆଂଶିକ ଲକ୍‌ଡାଉନ୍ ଲାଗୁ ହେବ । ଏହା ଜୁଲାଇ ୧ ସକାଳ ଯାଏଁ ବଳବତ୍ତର ରହିବ । ତେବେ କୋଭିଡ୍ ସଂକ୍ରମଣ ସ୍ଥି ତିକୁ ଦେଖି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ଟି ଜିଲ୍ଲାକୁ କାଟାଗୋରୀ … Read More

ଜୁଲାଇ ୨୫ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ: ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ବାଡ଼ ହୋଇ ଛିଡ଼ା ହୋଇଛି କରୋନା। କରୋନା କାରଣରୁ ବନ୍ଦ ରହିଛି ଶ୍ରୀମନ୍ଦିର। ଶ୍ରୀମନ୍ଦିର ବନ୍ଦ କାରଣରୁ ଖାଁ ଖାଁ ବଡ଼ଦାଣ୍ଡ। ଭକ୍ତ ମାନେ ଚାହିଁ ରହିଛନ୍ତି କେବେ ଖୋଲିବ ମନ୍ଦିର ଆଉ ଆଖିରେ ଆଖି … Read More

ଚିକେନ୍ ଦୋକାନରେ ଗୋଧି ମାଂସ

ଭୁବନେଶ୍ୱର: ରାଜଧାନୀରେ ଚିକେନ୍ ଦୋକାନରେ ଚାଲିଥିଲା ଗୋଧି ମାଂସ ବିକ୍ରି । ଚଢ଼ାଉ ବେଳେ ଧରିଲା ବନବିଭାଗ ଓ ପୋଲିସର ମିଳିତ ଟିମ୍ । ଲକ୍ଷ୍ମୀସାଗର ଥାନା ଜଗନ୍ନାଥ ଆଭିନ୍ୟୁ ନିକଟରେ ଥିବା ଚିକେନ ସେଣ୍ଟରରେ ଗୋଧି ମାଂସ କଟାଯାଉଥିଲା । … Read More

କିନ୍ନରମାନଙ୍କୁ ପ୍ରଥମ ଡୋଜ୍ ଟିକାକରଣ କରିଛି ବିଏମସି

ଭୁବନେଶ୍ୱର:-ଭୁବନେଶ୍ବର ଚନ୍ଦ୍ରଶେଖରପୁର କଲ୍ୟାଣ ମଣ୍ଡପରେ ଏକ ସ୍ୱତନ୍ତ୍ର ଡ୍ରାଇଭ ଜରିଆରେ କିନ୍ନରମାନଙ୍କୁ ପ୍ରଥମ ଡୋଜ୍ ଟିକାକରଣ କରିଛି ବିଏମସି । କୋବିଡ ଗାଇଡଲାଇନ ଅନୁସାରେ ପ୍ରଥମ ପର୍ଯ୍ୟାୟରେ ୩୨ ଜଣ କିନ୍ନରଙ୍କୁ ଟିକା ପ୍ରଦାନ କରାଯାଇଛି । ଆଗକୁ ଯେଉଁ କିନ୍ନରମାନେ … Read More

ସଙ୍କଟମୋଚକ ନବୀନ, ବାତ୍ୟା ବେଳେ ବି ହେଲା ଅକ୍ସିଜେନ୍ ପରିବହନ

ଭୁବନେଶ୍ୱର:-ଗୋଟିଏ ପଟେ ପ୍ରକୃତିର ନାହିଁ ନଥିବା କୋପ, ଅନ୍ୟପଟେ ଦୃଢ଼ ଇଛାଶକ୍ତି । ସାମୁଦ୍ରିକ ଝଡ଼ ‘ୟସ୍‌’ ସ୍ଥଳଭାଗ ଛୁଇଁଲା ବେଳକୁ ଜୀବନ ମରଣର ଲଢ଼େଇ ସମୟରେ ବି ଓଡ଼ିଶା ତା ଦାୟିତ୍ୱରୁ ପଛକୁ ହଟିନି । ଦେଶର କରୋନା ରୋଗୀଙ୍କ … Read More

ବାତ୍ୟା ୟାସରେ ମୃତ୍ୟୁ ଘଟିଥିବା ପରିବାରକୁ ଆର୍ଥିକ ସହାୟତା, ମିଳିବ ୪ଲକ୍ଷ

ଭୁବନେଶ୍ୱର: ବାତ୍ୟା ୟାସରେ ମୃତାହତ ହୋଇଥିବା ପରିବାରକୁ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର । ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରଶି ପ୍ରଦାନ କରାଯିବା ନେଇ ସରକାର ଘୋଷଣା କରିଛନ୍ତି । ସୂଚନା ମୁତାବକ … Read More

ବାତ୍ୟା ପରେ ବିଦ୍ୟୁତ ଖୁଣ୍ଟରେ ଚଢି ସଜାଡୁଥିଲେ ଟିଭି କେବୁଲ ତାର, ହଠାତ କରେଣ୍ଟ ଆସିଯିବାରୁ ଚାଲିଗଲା ଜୀବନ

ଜଳେଶ୍ବର:-ବିଦ୍ୟୁତ ଆଘାତ ନେଲା ଜୀବନ । ବାତ୍ୟା ‘ୟାସ୍ ପରେ ବିଦ୍ୟୁତ ଖୁଣ୍ଟରେ ଚଢି ଟିଭି କେବୁଲ ତାର ସଜାଡୁଥିବା ବେଳେ ହଠାତ ବିଦ୍ୟୁତ ଆସିଯିବାରୁ ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ ହୋଇଛି । ବାଲେଶ୍ବର ଜିଲ୍ଲା ଜଳେଶ୍ବର ପୌର ପରିଷଦ … Read More

୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ, ୬ହଜାର ୭୩୬ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ଆଉ ୬ହଜାର ୭୩୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 34ଜଣଙ୍କ ଜୀବନ ନେଇଛି କିଲର କରୋନା । କ୍ବାରେଣ୍ଟାଇନରୁ ୩ହଜାର ୭୭୪, ଲୋକାଲ କେସ୍ ୨ହଜାର … Read More

କୋଭିଡରେ ଚାଲିଗଲେ ସଙ୍ଗୀତକାର ଶାନ୍ତିରାଜ,

ଭୁବନେଶ୍ୱର: ବିଶିଷ୍ଟ ଓଡିଆ ଗାୟକ ଓ ସଙ୍ଗୀତକାର ଶାନ୍ତିରାଜ ଖୋସଲାଙ୍କ ପରଲୋକ । କୋଭିଡରେ ଆକ୍ରାନ୍ତ ହୋଇ ହୋମ୍ ଆଇସୋଲେସନରେ ଥିଲେ ଶାନ୍ତିରାଜ । ହଠାତ୍ ନିଶ୍ୱାସ- ପ୍ରଶ୍ୱାସ ନେବାରେ ସମସ୍ୟା ଅନୁଭବ କରିବାରୁ ମେଡିକାଲକୁ ଯାଉଥିଲେ । ଏହି ସମୟରେ … Read More