ଲୁଟ୍ ଅଭିଯୋଗରେ ପୂର୍ବତନ ବିଧାୟକ ଓ ସହଯୋଗୀ ଗିରଫ
ଫୁଲବାଣୀ: ମହଙ୍ଗା ପଡ଼ିଲା ଲୁଟ୍ । ଗିରଫ ହେଲେ ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର । ଫୁଲବାଣୀର କାଟ୍ରିଙ୍ଗିଆ ଏବଂ କାଟ୍ରାମାଲା ରାସ୍ତାରେ ଢେଙ୍କାନାଳର ଜଣେ ବ୍ୟକ୍ତିଙ୍କୁ ଧମକାଇବା ସହ ତାଙ୍କଠାରୁ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଥିଲା । ଏ … Read More










