ରାଜ୍ୟର ସମସ୍ତ ଜେଲରେ କଏଦୀଙ୍କୁ ଟୀକାକରଣ,୧୧ଶହ କଏଦୀଙ୍କୁ ଡବଲ ଡୋଜ, ୭୨୮ କଏଦୀଙ୍କୁ ସିଙ୍ଗିଲ ଡୋଜ
ଭୁବନେଶ୍ୱର,:-ଦ୍ରୁତ ଗତିରେ ବଢୁଥିବା କୋଭିଡ଼ ସଂକ୍ରମଣକୁ ରୋକି ହେବ ସେଥିଲାଗି ଜେଲ ବିଭାଗ ବିଭିନ୍ନ ବ୍ୟବସ୍ଥା କରୁଛି । ସୁପ୍ରିମ୍କୋଟ;ଙ୍କ ନିର୍ଦ୍ଦେଶକ୍ରମେ ୨୨୬ଜଣ କଏଦୀଙ୍କୁ ତୁରନ୍ତ ପାରେଲୋରେ ଛଡ଼ାଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଖୁବ୍ ଶୀଘ୍ର ଅନ୍ୟ କଏଦୀମାନଙ୍କୁ … Read More










