ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର !

ଉଦଳା:-ଜମିବାଡି ବିବାଦକୁ କେନ୍ଦ୍ରକରି ମୟୁରଭଞ୍ଜ କପ୍ତିପଦା ଛାଞ୍ଚୁଣିଆ ଗାଁରେ ଡବଲ ମର୍ଡର । ସାବତ ଭାଇ ସମେତ ପୁତୁରାକୁ ହତ୍ୟା କରିଛି ଜଣେ ବ୍ୟକ୍ତି । ଗାଁର ସୁଶୀଲ କୁମାର ହେମ୍ବ୍ରମ୍, ସାବତ ଭାଇ ଘନଶ୍ୟାମ ହେମ୍ବ୍ରମ୍ ଏବଂ ପୁତୁରା କୁଆଁର … Read More

ବାତ୍ୟାର ରୂପ ନେଇପାରେ ଲଘୁଚାପ, ୨ରେ ଛୁଇଁବ ଉପକୂଳ !

ଭୁବନେଶ୍ୱର,:-ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାଶ୍ୱରର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଉତ୍ତର- ପଶ୍ଚିମ ଦିଗରେ ଗତି କରିବ । ଏହା ଆସନ୍ତା ୨ ତାରିଖରେ ତାମିଲନାଡ଼ୁ ଉପକୂଳ … Read More

କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ

ମାଲକାନଗିରି:-ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି  । ଏହି ବିସ୍ଫୋରଣରେ ୧୦ ଜଣ ଯବାନ ଗୁରୁତର ହୋଇଥିବା ବେଳେ ଜଣେ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ ହୋଇଥିବା ଖବର ମିଳିଛି । କମ୍ବିଂ ଅପରେସନ ସାରି ନିଜ କ୍ୟାମ୍ପକୁ … Read More

ବିଜେଡିରୁ ପୂର୍ବତନ ମନ୍ତ୍ରୀ ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବହିଷ୍କୃତ

ଭୁବନେଶ୍ୱର:- ବିଜୁ ଜନତା ଦଳର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ବହିଷ୍କାର କରାଯାଇଛି । ଏକ ପ୍ରେସ ବାର୍ତ୍ତା ଯୋଗେ ଦଳ ତରଫରୁ ଏହି ସୂଚନା ଦିଆଯାଇଛିl ପ୍ରଦୀପ ପାଣିଗ୍ରାହୀ ହେଉଛନ୍ତି ଗୋପାଳପୁରର ଦୁଇ ଥରର ବିଧାୟକ । ସେ ପୂର୍ବତନ … Read More

ପରୀ ଘଟଣାରେ ତଦନ୍ତ କରିବେ ଆଇଜି ଅରୁଣ ବୋଥ୍ରା

ଭୁବନେଶ୍ୱର:-ନୟାଗଡ଼ ପରୀ ହତ୍ୟା ମାମଲାରେ ଆଜି ତୃତୀୟଦିନ ବିଧାନସଭା ଅଚଳ ରହିବାପରେ କୋର୍ଟଙ୍କ ଦ୍ୱାରା ମନିଟରିଂ କରାଯାଉଥିବା ଏସଆଇଟି ତଦନ୍ତ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ହାଇକୋର୍ଟଙ୍କୁ ଚିଠି ଲେଖିବା ସହ ରାଜ୍ୟ ସରକାର ଏସଆଇଟି ଟିମ୍ ଗଠନ … Read More

ପୁଣି ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର:-ପୁଣି ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ । ବିଧାନସଭା ପଛପଟେ ଇଡକଲ ରାସ୍ତାରେ କିରୋସିନ ଢ଼ାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି କୁଜଙ୍ଗ ଅଂଚଳର ମା ସୁଲୋଚନା ଦାସ ଓ ପୁଅ ସୁବ୍ରୋତ ଦାସ । ଉଭୟଙ୍କୁ ସୁରକ୍ଷାକର୍ମୀ ଉଦ୍ଧାର କରିଛନ୍ତି । … Read More

ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ

ଭୁବନେଶ୍ବର:-ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ। ଟ୍ରକ୍‌ ଦୁର୍ଘଟଣାରେ ଅମୃତ ଦାସଙ୍କ ମୃତ୍ୟୁ ହୋଇଥିଲା। ବାଇକ୍‌ ପଛରେ ବସିଥିବା ଅରୁଣ ପଟ୍ଟନାୟକ ଗୁରୁତର ହୋଇଥିଲେ। ଦୀର୍ଘ ୧୫ ଧରି ଅରୁଣ କଟକ … Read More

ପୁଣି ନକଲି ଘିଅ କାରଖାନାରେ ରେଡ୍

କଟକ:-କଟକ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ନୂଆବଜାର ଅଞ୍ଚଳରେ ଅପମିଶ୍ରିତ ନକଲି ଘିଅ କାରଖାନା ଠାବ ହୋଇଛି। ପୋଲିସ ସୂଚନା ପାଇବା ପରେ  ଏ ସି ପି ଜୋନ ୧ ଅଧିକାରୀ ଅମରେନ୍ଦ୍ର ପଣ୍ଡା ଓ ସି ଏ ମ ସି ହେଲଥ … Read More

ଜମି ବିବାଦକୁ ନେଇ ଉତ୍ତର-ପଶ୍ଚିମ ପାକିସ୍ତାନରେ ଗୁଳିକାଣ୍ଡ, ୮ ମୃତ

ଖୈବରପୁକ୍ତନଖ୍ୱା:-ଏକ ଭୂମି ବିବାଦ ସମାଧାନ ଲାଗି ଉତ୍ତର-ପଶ୍ଚିମ ପାକିସ୍ତାନର ଖୈବରପୁକ୍ତନଖ୍ୱା ସ୍ୱାବୀ ଜିଲ୍ଲା ହୁଜରାରେ ଦୁଇଗୋଷ୍ଠୀ ମଧ୍ୟରେ ଶନିବାର ଗୁଳିକାଣ୍ଡ ହୋଇଛି। ଫଳରେ ୮ ଜଣ ପ୍ରାଣ ହରାଇଛନ୍ତି। ବିବାଦର ସମାଧାନ ଲାଗି ଜିରଗା (ଆଦିବାସୀ ପରିଷଦ) ଉଦ୍ୟମ କରୁଥିବା ବେଳେ … Read More

କଣ ପ୍ରଥମ ଥର ସମ୍ବନ୍ଧ ରଖିଲେ ଗର୍ଭବତୀ ହେଇଯାଇଥାନ୍ତି ଯୁବତୀ ମାନେ? ପ୍ରତେକ ପୁରୁଷଙ୍କୁ ଜଣା ଥିବା ଦରକାର

କିଛି ଲୋକଙ୍କର ଏହି ଅନୁମାନ ରହିଥାଏ କି ପ୍ରଥମ ଥର ସେ-କ୍ସ କରିଲେ ଯୁବତୀମାନେ ଗର୍ଭବତୀ ହେଇ ନ ଥାନ୍ତି | କିନ୍ତୁ ଏପରି କିଛି କଥା ଯାହା ଭୁଲ ଚିନ୍ତାଧାରା ଲୋକ ଙ୍କ ମନ ରେ ରହିଛି | ଏପରି … Read More