କଣ ପ୍ରଥମ ଥର ସମ୍ବନ୍ଧ ରଖିଲେ ଗର୍ଭବତୀ ହେଇଯାଇଥାନ୍ତି ଯୁବତୀ ମାନେ? ପ୍ରତେକ ପୁରୁଷଙ୍କୁ ଜଣା ଥିବା ଦରକାର

କିଛି ଲୋକଙ୍କର ଏହି ଅନୁମାନ ରହିଥାଏ କି ପ୍ରଥମ ଥର ସେ-କ୍ସ କରିଲେ ଯୁବତୀମାନେ ଗର୍ଭବତୀ ହେଇ ନ ଥାନ୍ତି | କିନ୍ତୁ ଏପରି କିଛି କଥା ଯାହା ଭୁଲ ଚିନ୍ତାଧାରା ଲୋକ ଙ୍କ ମନ ରେ ରହିଛି | ଏପରି ମାମଲା ଖୁବ କମ ଘଟଣା ରେ ହିଁ ଦେଖିବାକୁ ମିଳିଥାଏ |

ଡାକ୍ତର ଙ୍କର କହିବା ଅନୁସାରେ ଓବ୍ୟୁଲେସନ ପ୍ରୋସେସ ପରେ ମହିଳାମାନେ କେବେ ହେଲେ ଗର୍ଭବତୀ ହେଇପାରିବେ | ଅତିରେ କୌଣସି ଫରକ ପଡି ନ ଥାଏ କି ସେ-କ୍ସ ପ୍ରଥମ ଥର କି ଦ୍ୱିତୀୟ ଥର ହେଉଛି ଏବଂ ଗର୍ଭବତୀ ହେବାର କୌଣସି ବୟସ ନ ଥାଏ | କିନ୍ତୁ ଅଧିକ ବୟସ ହେଲେ ଗର୍ଭବତୀ ହେବାର ଆଶଙ୍କା କମ ରହିଥାଏ |

ମେଡିକାଲ ସାଇନ୍ସ ରେ ଏହି ଭ୍ରାନ୍ତି କୁ ପୁରା ଅସ୍ବୀକାର କରାଯାଇଛି | ଏବଂ କୁହାଯାଇଛି ଯଦି ଗର୍ଭବତୀ ହେବାର ନାହିଁ ତେବେ ଗର୍ଭଵନିରୋଧ ଉପାୟ ରେ ହିଁ ସେ-କ୍ସ କରିପାରିବେ |

Leave a Reply

Your email address will not be published. Required fields are marked *