ପାର୍ଟ ଟାଇମ ହୋମିଓପ୍ୟାଥି ଡାକ୍ତର, ଫୁଲ୍ ଟାଇମ ଚୋର

ଭୁବନେଶ୍ୱର: ପାର୍ଟ ଟାଇମ ହୋମିଓପ୍ୟାଥି ଡାକ୍ତର, କିନ୍ତୁ ଫୁଲ ଟାଇମ ଚୋର । ୫୭ ବର୍ଷ ବୟସରେ ଘରେ ପଶି କଳାକନା ବୁଲାଉଥିଲେ ଏହି ଲୁଟେରା । ନାମ ସୂର୍ଯ୍ୟକାନ୍ତ ପଲେଇ ଓରଫ ପାକୁଆ । ନିମାପଡ଼ା ସ୍ଥିତ ବଳଙ୍ଗାରେ ହୋମିଓପ୍ୟାଥି କ୍ଲିନିକ … Read More

ଫେରିଯିବ ‘ସୁନ୍ଦରୀ’,

ଭୁବନେଶ୍ୱର:-୩ରୁ ୪ ଦିନ ଭିତରେ ମଧ୍ୟପ୍ରଦେଶର କାହ୍ନାକୁ ଫେରିଯିବ ବାଘୁଣୀ ସୁନ୍ଦରୀ। ସେଥିପାଇଁ କାହ୍ନାରୁ ସ୍ୱତନ୍ତ୍ର ଟିମ୍‌ ଆସୁଛି। ଟିମ୍‌ର ସଦସ୍ୟମାନେ ଆସନ୍ତାକାଲି ସାତକୋଶିଆ ଆସୁଛନ୍ତି। ଏଥିରେ ଜଣେ ପ୍ରାଣୀ ଚିକିତ୍ସକ, ସହକାରୀ ନିର୍ଦ୍ଦେଶକ ଓ ୫ରୁ ୬ ଜଣ କର୍ମଚାରୀ … Read More

ହୋଲି ଉପରେ କଟକଣା ଲଗାଇଲେ ସରକାର

ଭୁବନେଶ୍ୱର:- ରାଜ୍ୟରେ କରୋନାର ନୂଆ ଭାଇରସ ସାର୍ସ-ସିଓଭି୨ ଚିହ୍ନଟ ହେବାପରେ ରାଜ୍ୟ ସରକାର କୋଭିଡ-୧୯ ନିରାପତ୍ତା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଚଳିତମାସ ଶେଷ ସପ୍ତାହରେ ହେବାକୁ ଥିବା ଦୋଳଯାତ୍ରା ଓ ହୋଲି ପର୍ବ ପାଳନ … Read More

ମହାପ୍ରଭୁଙ୍କ ଜମି ବିକ୍ରି ନେଇ ଶ୍ରୀମନ୍ଦିର ପ୍ରଶାସନର ସ୍ପଷ୍ଟୀକରଣ

ପୁରୀ: ବିକ୍ରି ହୋଇନାହିଁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ୩୫ ହଜାର ଏକର ଜମି । ପ୍ରଚାରିତ ତଥ୍ୟ ବିଭ୍ରାଟକାରୀ, ମନଗଢ଼ା ଓ ସମ୍ପୂର୍ଣ୍ଣ ମିଥ୍ୟା ଅଟେ । ମହାପ୍ରଭୁଙ୍କ ଜମି ବିକ୍ରି ନେଇ ହେଉଥିବା ନାନା ଚର୍ଚ୍ଚାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟୀକରଣ … Read More

ସର୍ବଦଳୀୟ ବୈଠକ ସଫଳ, ସ୍ୱାଧିକାର କମିଟିକୁ ପଠାଗଲା ବିଧାୟକ ସୁବାସଙ୍କ ବିରୋଧରେ ଆସିଥିବା ଅଭିଯୋଗ

ଭୁବନେଶ୍ୱର: ୬ ଦିନ ଧରି ବିଧାନସଭାରେ ଚାଲିଥିବା ଘମାସାନ ଶାନ୍ତ ପଡ଼ିଛି । ସଫଳ ହୋଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ବସିଥିବା ସର୍ବଦଳୀୟ ବୈଠକ । ଏହା ପରେ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇଛି । ପରେ ବାଚସ୍ପତି ଗୃହକୁ … Read More

ଧୋକା ଦେଇଥିଲେ, ଜେଲ୍‌ରେ ବାହାହେଲେ

ଚୌଦ୍ୱାର:-ଭଲ ପାଇ ପରେ ଧୋକା ଦେଇଥିଲେ। କେବେ ବାହା ହେବିନି ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ। ଯେଉଁଥିପାଇଁ ଭୋଗିଲେ ଦଣ୍ଡ। ଜେଲ୍‌ ଗଲା ପରେ ଅନୁତାପ କଲେ। ଆଉ ତା’ପରେ ଯାହାକୁ ଧୋକା ଦେଇଥିଲେ, ତାଙ୍କୁ ହିଁ ବାହା ହେବାକୁ ରାଜି … Read More

ବହୁଚର୍ଚ୍ଚିତ ବଚନସୁଧା ହତ୍ୟାକାଣ୍ଡ ମାମଲା, ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ

ଭୁବନେଶ୍ୱର: ବହୁଚର୍ଚ୍ଚିତ ରସୁଲଗଡ଼ ବଚନସୁଧା ହତ୍ୟାକାଣ୍ଡ ମାମଲାରେ ରାୟ ଶୁଣାଇଲେ କୋର୍ଟ । ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ରାୟ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ କୋର୍ଟ । ୨୦୧୩ ମସିହା ଅଗଷ୍ଟ ୧୧ ତାରିଖରେ ବଚନସୁଧା ପଟ୍ଟନାୟକଙ୍କୁ ବିଭତ୍ସ ହତ୍ୟା କରିଥିଲା ସିକ୍ୟୁରିଟି … Read More

ଭଉଣୀ ମଥାର ସିନ୍ଦୂର ପୋଛିଦେଲେ ଦୁଇ ଭାଇ!

ବ୍ରହ୍ମପୁର:- ରକ୍ତ ସମ୍ପର୍କର ଅର୍ଥ ବୁଝିପାରିଲେନି ଦୁଇ ଭାଇ। ଲିଭାଇଦେଲେ ଭଉଣୀ ମଥାର ସିନ୍ଦୂର! ଅତି ବିଭତ୍ସ ଭାବେ ଭିଣୋଇକୁ ଖଣ୍ଡାରେ ହାଣି ହତ୍ୟା କଲେ। ଆଜି ଏପରି ହୃଦୟ ବିଦାରକ ଓ ନୃସଂଶ ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି। ଏନେଇ … Read More

ସିମେଣ୍ଟ ଦୋକାନରୁ ୨୫ହଜାର ଟଙ୍କା ଲୁଟିନେଲା ଦୁର୍ବୁତ୍ତ

ଭୁବନେଶ୍ୱର: ଭୁବନେଶ୍ୱର ନିଳାଦ୍ରୀବିହାର ରେ ଥିବା ଏକ ସିମେଣ୍ଟ ଦୋକାନରୁ ଲୁଟ୍ । ସିମେଣ୍ଟ କିଣିବା ବାହାନାରେ ଆସି ଦୋକାନ କ୍ୟାସ କାଉଣ୍ଟରରୁ ୨୫ହଜାର ଟଙ୍କା ଲୁଟିନେଲା ଦୁର୍ବୁତ୍ତ । ଲୁଟର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏ … Read More

୨୩ରୁ ପୁରୀ-ଇନ୍ଦୋର ଚାଲିବ ନୂଆ ଟ୍ରେନ

ଭୁବନେଶ୍ୱର:-ପୂର୍ବତଟ ରେଳପଥ ଦେଇ ଦୁଇଟି ନୂଆ ସ୍ପେଶାଲ ଟ୍ରେନ ଯାତାୟତ କରିବ। ଗୋଟିଏ ଟ୍ରେନ ପୁରୀ ଓ ଇନ୍ଦୋର ମଧ୍ୟରେ ଚାଲିବାକୁ ଥିବାବେଳେ ଅନ୍ୟଟି ହାୱଡ଼ାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଚଳାଚଳ କରିବ। ଏହି ଦୁଇ ଟ୍ରେନ ଚଳାଚଳ କରିବାର ସମୟସାରଣୀ ମଧ୍ୟ … Read More