ରାଜଧାନୀରେ ଗନ୍ ପଏଣ୍ଟରେ ଅପହରଣ ଓ ଗଣଦୁଷ୍କର୍ମ
ଭୁବନେଶ୍ୱର:- ଗନ୍ ପଏଣ୍ଟରେ ଅପହରଣ ଓ ଗଣଦୁଷ୍କର୍ମ । ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ବନ୍ଧୁକ ଦେଖାଇ ଗଣଦୁଷ୍କର୍ମ । ୪ଜଣ ବ୍ୟକ୍ତି ମହିଳାଙ୍କୁ କାର୍ରେ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୋଲିସ ଏକ … Read More










