ଆରମ୍ଭ ହେଲା ‘ମୋ କଲେଜ୍ ଅଭିଯାନ’, ପ୍ରତି କଲେଜ୍କୁ ୫୦ ହଜାର ଟଙ୍କା ଦେବେ ରାଜ୍ୟ ସରକାର
ଭୁବନେଶ୍ଵର:-ଆଜିଠାରୁ ଆରମ୍ଭ ହୋଇଛି ମୋ କଲେଜ ଅଭିଯାନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂରେ ଏହି ଅଭିଯାନର ଶୁଭାରମ୍ଭ କରିଥିବା ବେଳେ ବିଭିନ୍ନ କଲେଜରେ ଛାତ୍ରଛାତ୍ରୀ ଏଥିରେ ଯୋଡ଼ି ହୋଇଥିଲେ। କଲେଜ ସହିତ ଯୋଡ଼ିହୋଇ ରହିଛି ଭାବଗତ ସଂପର୍କ। ଦିନ ଗଡ଼ିଯାଏ … Read More










