ସାଂଘାତିକ ସ୍ଥିତି ଆଡେ ମୁହାଁଇଲାଣି ହୀରାକୁଦ ଜଳଭଣ୍ଡାର, ଗତବର୍ଷ ଅପେକ୍ଷା କମିଲାଣି ୧୦ ଫୁଟ୍ ପାଣି
ସମ୍ଵଲପୁର:-ହୀରାକୁଦ ମାର୍ଚ୍ଚ ସରିନି, ସାଂଘାତିକ ସ୍ଥିତି ଆଡକୁ ମୁହାଁଇଲାଣି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଗତବର୍ଷ ଅପେକ୍ଷା ଜଳଭଣ୍ଡାରରେ ୧୦ ଫୁଟ୍ ପାଣି କମିସାରିଲାଣି । ସେପଟେ ଉପରମୁଣ୍ଡରେ ଦେଖାଦେଲାଣି କେବଳ ବାଲି ହିଁ ବାଲି । କଲମାରୁ ମୁନ୍ଦାଏ ପାଣି … Read More










