୧୫ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା!

ଭୁବନେଶ୍ୱର:-ଆସନ୍ତା ୧୫ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ ଘଡ଼ଘଡ଼ି ସହ ବର୍ଷ ଜାରି ରହିବ। ସେହିପରି ଆସନ୍ତା ୩ରୁ ୪ ଦିନ ଯାଏ ରାଜ୍ୟର ସର୍ବୋଚ୍ଚ ତାପମାତ୍ରାରେ ସେତେଟା ପରିବର୍ତ୍ତନ ହେବନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ … Read More

ଏମାର ମଠରୁ ୪୫ରୁପା ଇଟା ଉଦ୍ଧାର

ପୁରୀ:-ପୁରୀ ଏମାରମଠରୁ ଦେବୋତ୍ତର ବିଭାଗ ୪୫ ଖଣ୍ଡ ରୁପା ଇଟାକୁ ଉଦ୍ଧାର କରିଛି। ଏହି ରୁପା ଇଟା ଗୁଡିକ ମଠ ପରିସରରେ ଥିବା ଏକ ବନ୍ଦ କୋଠରୀର ମାଟିତଳୁ ଉଦ୍ଧାର କରାଯାଇଛି। ଦେବୋତ୍ତର ନୀରିକ୍ଷକ ନୂଆ ଟ୍ରଷ୍ଟବୋର୍ଡ ଓ ପୁଲିସ ଉପସ୍ଥିତିରେ … Read More

କମାଣ୍ଡରଙ୍କ ନିଷ୍ପତି ନେବାରେ ବିଳମ୍ବ ଯୋଗୁଁ ଘଟିଗଲା ଛତିଶଗଡ଼ ବିଜାପୁରର ନରସଂହାର

ଦିଲ୍ଲୀ:-ଲାଲ୍ ବର୍ବରତାର ଏହି ସବୁ ଛାତିଥରା ଚିତ୍ର, ଯେତେବେଳେ ସାମ୍ନାକୁ ଆସିଥିଲା, ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା । ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ଲାଲ୍ଗଡ଼ରେ ନଜର ରଖିଥିବା ଯବାନ, ମାଓବାଦୀଙ୍କ ଚକ୍ରବ୍ୟୁହକୁ ଚାଲି ଆସିଥିଲେ । ଆଉ କିଛି ଘଂଣା … Read More

ଗ୍ୟାଙ୍ଗଷ୍ଟର ହାଇଦର ଫେରାର୍ ପଛରେ କିଏ ?କଟକ ସହ ସଂଲଗ୍ନ ଜିଲ୍ଲାରେ ପୋଲିସର ରେଡ୍

କଟକ: କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର୍ ପଛରେ କିଏ ? ଏବେ ହାଇଦରକୁ ଖୋଜୁଛି ପୋଲିସ । କଟକର ସମସ୍ତ ପଏଣ୍ଟକୁ ପୋଲିସ ସିଲ୍ କରି ଦେଇଛି । କଟକକୁ ଲାଗି ରହିଥିବା ଜିଲ୍ଲା ପୋଲିସକୁ ମଧ୍ୟ ଏନେଇ ସୂଚନା ଦେଇଛି … Read More

ରାଜ୍ୟ ପୋଲିସର ନିଦ ହଜାଇଦେଇଛି ହାଇଦର,ଡିସିପି ଅଫିସରେ ସିପିଙ୍କ ମିଟିଂ

ଭୁବନେଶ୍ବର: -ରାଜ୍ୟ ପୋଲିସର ନିଦ ହଜାଇଦେଇଛି ହାଇଦର । କଟକ ଡିସିପି ଅଫିସରେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ବୈଠକ କରିଛନ୍ତି ପୋଲିସ କମିଶନର । ଗ୍ୟାଙ୍ଗଷ୍ଟର ହାଇଦର ଫେରାର ପରେ ଧରିବା ପାଇଁ ଚଢ଼ାଉ ଜୋରଦାର କରିଛି ରାଜ୍ୟ ପୋଲିସ। … Read More

ଛତିଶଗଡ଼ରୁ ଟ୍ରେନ ଚଳାଚଳ ଉପରେ କଟକଣା: ମୁଖ୍ୟ ସଚିବଙ୍କ ଅନୁରୋଧକୁ ଖାରଜ କଲା ରେଳବାଇ

ଭୁବନେଶ୍ୱର:- ଛତିଶଗଡ଼ ଦେଇ ଓଡ଼ିଶା ଆସୁଥିବା ସମସ୍ତ ଯାତ୍ରୀବାହୀ ଟ୍ରେନର ଚଳପ୍ରଚଳ ଉପରେ କଟକଣା ଜାରି ପାଇଁ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କରିଥିବା ଦାବିକୁ ରେଳବାଇ ବୋର୍ଡ ରୋକଠୋକ୍ ଭାବେ ପ୍ରତ୍ୟାଖ୍ୟାନ କରିଦେଇଛି। ଓଲଟା ଓଡ଼ିଶାର ପ୍ରତ୍ୟେକ ରେଳ … Read More

କରୋନା ଆକ୍ରାନ୍ତ ବନ୍ଦୀଙ୍କୁ ଜେଲ୍‌ ମନା

ଭୁବନେଶ୍ୱର:-ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ତତ୍ପର ହୋଇଛି ଜେଲ୍‌ ବିଭାଗ। ସେଥିପାଇଁ ପ୍ରସ୍ତୁତ କରିଛି ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌। ପ୍ରସ୍ତୁତ ହୋଇଥିବା ଗାଇଡ୍‌ଲାଇନ୍‌କୁ ସବୁ ଜେଲ୍‌ ଅଧୀକ୍ଷକଙ୍କୁ ଆଜି ପଠାଇଛନ୍ତି ଜେଲ୍‌ ଡିଜି। ଯଦି କେହି ଅନ୍ତେବାସୀ ପଜିଟିଭ ଚିହ୍ନଟ … Read More

ପ୍ରଜାକୋର୍ଟ ପରେ ରାକେଶ୍ୱରଙ୍କୁ ଛାଡିଥିଲେ ମାଓବାଦୀ

ମାଲକାନଗିରି: -ମାଓବାଦୀଙ୍କ କବଳରେ ୫ଦିନ ରହିବା ପରେ ଶେଷରେ ଫେରିଛନ୍ତି ଅପହୃତ କୋବ୍ରା ବାହିନୀର କମାଣ୍ଡୋ ଯବାନ ରାକେଶ୍ୱର ସିଂହ ମନହାସ । ଯେଉଁ ସମୟକୁ ରାକେଶ୍ୱରଙ୍କ ପରିବାର ସଦସ୍ୟ ଓ ସାଥୀ ଯବାନ ଅପେକ୍ଷା କରିରହିଥିଲେ, ସାରା ଦେଶ ଅପେକ୍ଷା … Read More

ଭୁବନେଶ୍ୱରରେ ଲଗାତାର ତୃତୀୟ ଦିନ ୧୦୦ ଅତିକ୍ରମ କଲା କରୋନା

ଭୁବନେଶ୍ୱର:-ତୃତୀୟ ଦିନ ଭାବେ ଆଜି ରାଜଧାନୀ ଭୁବନେଶ୍ୱରରେ ସେଞ୍ଚୁରୀ ମାରିଛି କରୋନା। ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ରୁ ୧୦୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୨୦ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୮୮ ଲୋକାଲ କେସ ଅଛନ୍ତି। ଏନେଇ … Read More

ରାଜ୍ୟ ବାହାରୁ ଆସୁଥିଲେ ଲୋଡ଼ା କରୋନା ନେଗେଟିଭ୍ ରିପୋର୍ଟ

ଭୁବନେଶ୍ୱର: -ଦେଶ ଓ ରାଜ୍ୟରୁ ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଦେଖି ସ୍ୱତନ୍ତ୍ର ରିଲିଫ୍ କମିଶନର ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ବାହାର ରାଜ୍ୟରୁ ବସ୍, ଟ୍ରେନ୍ ଓ ବିମାନ ଯୋଗେ ଓଡ଼ିଶା ଆସୁଥିବା ଲୋକଙ୍କ ପାଇଁ କଟକଣାକୁ କଡ଼ାକଡ଼ି କରାଯାଇଛି … Read More