ଅପରାଧୀଙ୍କ ପାଇଁ ବ୍ଲକିଂ ହେଉଛି କାଳ, ଯାଞ୍ଚ ବେଳେ ଧରାପଡ଼ିଲେ ୩ଅପରାଧୀ, ବନ୍ଧୁକ, ଗୁଳି ଜବତ
ଭୁବନେଶ୍ୱର :- ଅପରାଧୀଙ୍କ ପାଇଁ ନାଇଟ୍ ବ୍ଲକିଂ କାଳ ସାଜିଛି । ଦିନରେ ଲକ୍ଡାଉନ୍ ପାଇଁ ସହରରେ ପୁଲିସର ଗହଳି ରହୁଛି । ତେଣୁ ଅପରାଧୀ ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ିଛି । କିନ୍ତୁ ରାତିରେ ସେମାନେ ଅପରାଧ ଘଟାଇବା ପାଇଁ … Read More










