ସେପ୍ଟେମ୍ବର ୩୦ ତାରିଖରେ ବସିବ ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ବର:-ଆସନ୍ତା ସେପ୍ଟେମ୍ବର ମାସ ୩୦ ତାରିଖ ପୂର୍ବରୁ ବସିବ ବିଧାନସଭାର ମୌସୁମୀ ଅଧିବେଶନ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏ ସଂପର୍କରେ ସୂଚନା ଦେଇଛନ୍ତି। ଏହି ମୌସୁମୀ ଅଧିବେଶନ କେଉଁଠି ବସିବ ସେନେଇ କୌଣସି ନିଷ୍ପତି ହୋଇନି। ବିଧାନସଭା କି ଲୋକସେବା ଭବନରେ ବସିବ ସେନେଇ ନିଷ୍ପତି ହେବ କରାଯିବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି। କୋଭିଡ ନିୟମ ଅନୁସାରେ କେମିତି ବିଧାନସଭା ବସିବ ସେନେଇ ଲୋକସଭା ବାଚସ୍ପତି, ରାଜସ୍ଥାନ ଏବଂ କର୍ଣ୍ଣାଟକ ବିଧାନସଭା ବାଚସ୍ପତିଙ୍କ ଆଲୋଚନା କରିଛି। ସରକାର କୋଭିଡ ନିୟମ ପାଳନ କରିବାକୁ ବାଧ୍ୟ ବୋଲି ସରକାରୀ ଦଳର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି।

Leave a Reply

Your email address will not be published. Required fields are marked *