ମୁଖ୍ୟ ଖବର ରାଜ୍ୟ କ୍ୟାପିଟାଲ ହସ୍ପିଟାଲ ଶିଶୁ ୱାର୍ଡରୁ ଜଣେ ପଜିଟିଭ୍ admin August 1, 2020 ଭୁବନେଶ୍ବର:-ରାଜଧାନୀରେ ମାଡ଼ି ମାଡ଼ି ଚାଲିଛି କରୋନା । ପୁଣି କ୍ୟାପିଟାଲ ହସ୍ପିଟାଲ ଶିଶୁ ୱାର୍ଡରୁ ଜଣେ ରୋଗୀଙ୍କ ଆଟେଣ୍ଟାଣ୍ଡ ପଜିଟିଭ୍ ବାହାରିଛନ୍ତି । ପୂର୍ବରୁ ହସ୍ପିଟାଲର ସଂଖ୍ୟାଧିକ କର୍ମଚାରୀ ଆକ୍ରାନ୍ତ ହୋଇ ସାରିଛନ୍ତି । ଏବେସୁଦ୍ଧା ହସ୍ପିଟାଲରୁ ୬୧ ପଜିଟିଭ୍ ବାହାରିଲେଣି ।