ସାବଧାନ: ଏହା ହେଉଛି ଭାରତର ସବୁଠାରୁ ଅଭିଶପ୍ତ ସ୍ଥାନ,
ଆଜି ଆମେ ଆପଣ ଙ୍କୁ ଯେଉଁ ସ୍ଥାନ ବିଷୟ ରେ କହିବା କୁ ଯାଉଛୁ ଏହା ହେଉଛି ହିମାଳୟ ମଧ୍ୟ ରେ ଥିବା ଏକ ସ୍ଥାନ I ଏହି ସ୍ଥାନ ରେ ପହଂଚିବା ସବୁଠାରୁ କଷ୍ଟକର ଅଟେ I ଏହା ଉତ୍ତରାଖଣ୍ଡ ରେ ରହିଛି I ଏବଂ ଏହା କୁ ରୂପକୁଣ୍ଡ ନାମ ରେ ମଧ୍ୟ ଲୋକେ ଜାଣିଛନ୍ତି I ଏହି ସ୍ଥାନ ରେ ଚତୁର୍ପାର୍ଶ୍ୱ ରେ କେବଳ ଆପଣ ନର କଙ୍କାଳ ଦେଖିବା କୁ ପାଇବେ I ତେବେ ଏତେ ମାତ୍ରା ରେ ନର କଙ୍କାଳ କେଉଁଠାରୁ ଆସିଲା ଏହା ଆଜି ମଧ୍ୟ ଏକ ଇତିହାସ ହେଇ ରହିଛି I
ବୈଜ୍ଞାନିକଙ୍କ ଅନୁସାରେ ଏକ ପ୍ରାକୃତିକ ଦୁର୍ବିପାକ କାରଣ ରୁ ହିଁ ଏହି ସ୍ଥାନ ରେ ରହୁଥିବା ଲୋକ ଙ୍କ ର ମୃତ୍ୟୁ ହେଇଥିଲା I ଏହି ସ୍ଥାନ ଏକ ବିପଦପୂର୍ଣ ସ୍ଥାନ ଅଟେ I ଦିନ ହେଉ କି ରାତି ଏଠାରେ ସର୍ବଦା ହିଁ ବିପଦ ଲାଗି ରହିଥାଏ I
ବୈଜ୍ଞାନିକ ଙ୍କ ଅନୁସାରେ ଅନେକ ହଜାର ବର୍ଷ ତଳେ ଏଠାରେ ଏକ ଭୟାନକ ଵିପଦା ଆସିଥିଲା I ଏହା ଦ୍ୱାରା ଅନେକ ନିରୀହ ଲୋକେ ମୃତ୍ୟୁବରଣ କରିଛନ୍ତି I ଏବଂ ଏହି ଦୁର୍ବିପାକ ସମୟ ରେ ଅଧିକ ମାତ୍ରା ରେ ତୁଷାରପାତ ହେଇଥିଲା I ଏବଂ ଏହି ବଡ଼ ବଡ଼ ବରଫ ଖଣ୍ଡ ଲୋକ ଙ୍କ ଉପରେ ପଡିବା କାରଣ ରୁ ଲୋକ ଙ୍କ ର ମୃତ୍ୟୁ ହେଇଥିଲା I
କିନ୍ତୁ ସ୍ଥାନୀୟ ଲୋକ ଙ୍କ କହିବା ଅନୁସାରେ ଏଠାରେ ଥିବା ଏକ ନଇଁ ରେ ନନ୍ଦା ଦେବୀ ଙ୍କ ର ପ୍ରକୋପ କାରଣ ରୁ ଏହି ସ୍ଥାନ ରେ ଥିବା ଲୋକେ ଦେବୀ ଙ୍କ ର ଠିକ ରେ ପୂଜା ନ କରୁଥିବା କାରଣ ରୁ ତାଙ୍କ ର ମୃତ୍ୟୁ ହେଇଥିଲା I କିଛି ନର କଙ୍କାଳ ର ଉଚତା 10 ଫୁଟ ମଧ୍ୟ ରହିଛି I