ଏହି ୭ଟି କାରଣ ପାଇଁ ବିବାହିତ ସ୍ତ୍ରୀ ମାନେ ଗୋରା ପୁରୁଷଙ୍କ ସହ ସମ୍ବନ୍ଧ ରଖିବାକୁ ବାଧ୍ୟ ହୋଇଯାଇ ଥାନ୍ତି,

ପତି ପତ୍ନୀ ଙ୍କ ର ସମ୍ପର୍କ ଏକ ବିଶ୍ୱାସ ର ସମ୍ପର୍କ ଅଟେ I ଏହି ବିଶ୍ୱାସ ରେ ସାମାନ୍ୟ ଅବିଶ୍ୱାସ ପଶିଲେ ସେହି ସମ୍ପର୍କ ଚିର ସ୍ଥାଇ ରହି ନ ଥାଏ I ଏପରି କ୍ଷେତ୍ର ରେ ପୁରୁଷ ଓ ସ୍ତ୍ରୀ ଙ୍କ ମଧ୍ୟ ରେ ଉତ୍ତମ ସମ୍ପର୍କ ରହି ନ ଥାଏ I ତେବେ ଆଜି ଆମେ ଏପରି 7 ଗୋଟି କାରଣ ବିଷୟ ରେ କହିବା ଯେଉଁ କାରଣ ରୁ ବିବାହିତ ମହିଳା ଅନ୍ୟ ପୁରୁଷ ଙ୍କ ପ୍ରତି ଆକର୍ଷିତ ହେଇଥାନ୍ତି I

1.ସମ୍ବନ୍ଧ ରେ ଅସନ୍ତୁଷ୍ଟି – ଅନେକ ସମୟ ରେ ମହିଳାମାନେ ଅନ୍ୟ ପୁରୁଷ ଙ୍କ ସହ ସମ୍ବନ୍ଧ ରଖିବା ର ମୁକ୍ଷ୍ୟ କାରଣ ହେଉଛି ସେମାନେ ନିଜ ପତି ଙ୍କ ଠାରୁ ଶାରୀରିକ ସନ୍ତୁଷ୍ଟି ପାଇପାରନ୍ତି I

2.ଏକାପଣ – ଅନେକ ସମୟ ରେ ପତି ଙ୍କ ସହ ରହିକି ମଧ୍ୟ ମହିଳାମାନେ ନିଜ କୁ ଏକୁଟିଆ ଅନୁଭବ କରିଥାନ୍ତି I ଅନେକ ସମୟ ରେ ପତି କାର୍ଯ୍ୟ ବ୍ୟସ୍ତତା ରେ ରହିବା କୁ ନେଇ ସମୟ ଦେଇପାରନ୍ତି ନାହିଁ I ତେଣୁ ଅନ୍ୟତ୍ର ପୁରୁଷ ଙ୍କ ପ୍ରତି ଆକର୍ଷିତ ହେଇଥାନ୍ତି I

3.ପାରସ୍ପରିକ ବୁଝାମଣା ଠିକ ନ ଥିଲେ – ପ୍ରତୋକ ପତିପତ୍ନୀ ଙ୍କ ମଧ୍ୟ ରେ ବୁଝାମଣା ଠିକ ନ ଥିବା କାରଣ ରୁ ମଧ୍ୟ ଉଭୟ ଙ୍କ ମଧ୍ୟ ରେ ଅଶାନ୍ତି ଲାଗି ରହିଥାଏ I ଏବଂ ମହିଳାମାନେ ଶାନ୍ତି ରେ ରହିବା କୁ ଅନ୍ୟତ୍ର ଏକ ପାର୍ଟନର ଖୋଜିଥାନ୍ତି I

4.ଅଯୋଗ୍ୟ ପୁଅ ଓ ଝିଅ ର ବିବାହ – ଆଜିକା ସମୟ ରେ ଅନେକ କ୍ଷେତ୍ର ରେ କମ ବୟସ ରୁ ହିଁ ପୁଅ ଝିଅ ଙ୍କ ର ବିବାହ କରାଯାଇଥାଏ I ଯାହା ଦ୍ୱାରା କି ପୁରୁଷ ମାନେ ସେହି ଅନୁସାରେ ନିଜ ପତ୍ନୀ ଙ୍କୁ ଖୁସି ଦେଇପାରନ୍ତି ନାହିଁ I ତେଣୁ ଅଯୋଗ୍ୟ ପୁଅ ଝିଅ ଙ୍କ ର ବିବାହ କରାଇଲେ ଏପରି ନାନା ସମସ୍ୟା ଉତ୍ପରଃନ ହେଇଥାଏ I

5.ଟଙ୍କା ର ଲୋଭ – ଟଙ୍କା କୁ ନେଇ ମଧ୍ୟ ଅନେକ ମହିଳା ମନ ରେ ଲୋଭ ଆଣିଥାନ୍ତି I ଏବଂ ପର ପୁରୁଷ ଙ୍କ ସହ ଟଙ୍କା ର ଲୋଭ ରେ ସମ୍ପର୍କ ରଖିଥାନ୍ତି I ଅଧିକ ଟଙ୍କା କୁ ନେଇ ମହିଳାମାନେ ଉତ୍ତମ ଜୀବନଯାପନ କରିବା ଆସା ରେ ଏପରି କରିଥାନ୍ତି I

6.ପଶ୍ଚ୍ୟତୟ ସଭ୍ୟତା ର ପ୍ରଭାବ – ଲୋକେ ସର୍ବଦା ଅନେକ ସ୍ଥାନ ରେ ପାଶ୍ଚାତ୍ୟ ସଭ୍ୟତା ର ନିୟମ କୁ ଆପଣେଇଥାନ୍ତି I ଯାହା କି ତାଙ୍କ ପାର୍ଟନର ଙ୍କୁ ପସନ୍ଦ ଆସି ନ ପାରେ I ଯାହା ଦ୍ୱାରା ଦାମ୍ପତ୍ୟ ଜୀବନ ରେ ନାନା ସମସ୍ୟା ଉତ୍ପରଃନ ହେଇଥାଏ I

Leave a Reply

Your email address will not be published. Required fields are marked *