ଏହି ଅଭିନେତ୍ରୀଙ୍କ ପାଁଇ ନିଜ ସ୍ତ୍ରୀ ଙ୍କୁ ମଧ୍ୟ ଛାଡିବାକୁ ପ୍ରସ୍ତୁତ ଥିଲେ ଗାଙ୍ଗୁଲି
ଭାରତୀୟ କ୍ରିକେଟ ଇତିହାସ ରେ ଅନେକ ଧୁରନ୍ଧର ଖେଳାଳି ଙ୍କର ନାମ ରହିଛି I ସେହି ଖେଳାଳି ଙ୍କ ମଧ୍ୟ ରେ ସୌରଭ ଗାଙ୍ଗୁଲି ଅନ୍ୟତମ ଅଟନ୍ତି I ସେ କୌଣସି ମଜବୁରି ରେ କ୍ରିକେଟ ଖେଳି ନ ଥିଲେ ନିଜ ସଉକ ପାଁଇ କ୍ରିକେଟ ଖେଳିଥିଲେ I ବେଙ୍ଗଲ ଟାଇଗର ନାମ ରେ ପରିଚିତ ହେଉଛନ୍ତି ସୌରଭ ଗାଙ୍ଗୁଲି I ତେବେ ଆଜି ଆମେ ସୌରଭ ଗାଙ୍ଗୁଲି ଙ୍କ ର କିଛି ଗୋପନୀୟତା ର ପରିପ୍ରକାଶ କରିବା I
ଏହି ଅଭିନେତ୍ରୀ ଙ୍କ ପାଁଇ ନିଜ ପତ୍ନୀ ଙ୍କୁ ଛାଡିବାକୁ ପ୍ରସ୍ତୁତ ଥିଲେ
8 1ଜୁଲାଇ 1972 ରେ ସୌରଭ ଗାଙ୍ଗୁଲି ଙ୍କ ର ଜନ୍ମ ହେଇଥିଲା I ସେ ବେଙ୍ଗଲ ରେ ଏକ ସମ୍ଭ୍ରାନ୍ତ ପରିବାର ରେ ଜନ୍ମଗ୍ରହଣ କରିଥିଲେ I ବର୍ତମାନ ମଧ୍ୟ କ୍ରିକେଟ ଟିମ ର କମେଣ୍ଟର ରୂପେ ସେ କାମ କରୁଛନ୍ତି I ତେବେ 1997 ରେ ଦୋନା ରାୟ ଓ 1999 ରେ ଅଭିନେତ୍ରୀ ନଗମା ଙ୍କ ସହ ପ୍ରେମ ସମ୍ବନ୍ଧ କୁ ନେଇ ସେ ବେଶ ଚର୍ଚା ରେ ରହିଥିଲେ I ନାଗମା ଓ ସୌରଭ ଙ୍କ ର ପ୍ରଥମ ସାକ୍ଷ୍ୟାତ ମୁମ୍ବାଇ ରେ ହେଇଥିଲା I ପ୍ରାୟ 2 ବର୍ଷ ପରସ୍ପର ସହ ପ୍ରେମ ସମ୍ବନ୍ଧ ରେ ରହିଥିଲେ I ଏବଂ ତାଙ୍କ ପାଁଇ ନିଜ ପତ୍ନୀ ଦୋନା ଙ୍କୁ ଛାଡପତ୍ର ଦେବାକୁ ମଧ୍ୟ ପ୍ରସ୍ତୁତ ହେଇଯାଇଥିଲେ I କିନ୍ତୁ ନାଗମା ଙ୍କ ସହ 2001 ରେ ତାଙ୍କ ର ବ୍ରେକଅପ ହେଇଥିଲା I
ତେବେ ଅଭିନେତ୍ରୀ ନାଗମା କହିଥିଲେ କେହି ମଧ୍ୟ ଏହି କଥା କୁ ସ୍ୱୀକାର କରି ନ ଥିଲେ I ଯଦି ଜଣେ ଅନ୍ୟ ଜଣଙ୍କୁ ନିଜ ଜୀବନ ର ଅସ୍ତିତ୍ୱ ରୂପେ ସ୍ୱୀକାର ନ କରିବ ତେବେ ସେ ସମ୍ପର୍କ ର କିଛି ମୂଲ୍ୟ ହିଁ ନାହିଁ I ମିଡ଼ିଆ ସମୁଖ ରେ ଆମେ ଦୁହେଁ କେବେ ହେଲେ ନିଜ ପ୍ରେମ ସମ୍ବନ୍ଧ କୁ ସ୍ୱୀକାର କରି ନ ଥିଲେ ମଧ୍ୟ 2000 ମସିହା ରେ ସୌରଭ ଙ୍କ ର କ୍ୟାରିୟର ଖରାପ ହେବା ଉପରେ ଥିଲା ତେଣୁ ସେ ତାଙ୍କ ଘରୁ ଦୁରେଇ ଯିବାକୁ ନିଷ୍ପତି ନେଇଥିଲେ I
ବ୍ରେକଅପ ପରେ ଏପରି ପାରିବାରିକ ଜୀବନ
ସୌରଭ ଗାଙ୍ଗୁଲିଙ୍କ ର ଏକ ଝିଅ ଅଛି I ଯିଏ କି ତାଙ୍କ ପରିବାର ସହ ଖୁସି ରେ ଜୀବନ ଅତିବାହିତ କରୁଛନ୍ତି I ନାଗମା ଆଜି ପର୍ଯ୍ୟନ୍ତ ବିବାହ କରିନାହାନ୍ତି I ସେ ବଲିଉଡ ରେ ବେଵଫା ସେ ବଫା, ଵାଦସା , ସୁହଂ , ବଗି , ଲଭ ଵର୍ଡସ , କିଙ୍ଗ ଅଙ୍କଲ ଚଲ ମେରେ ଭାଇ , କୁଂଵାରା ପରି ଅନେକ ଫିଲ୍ମ ରେ କାମ କରିଛନ୍ତି I ଦୁହେଁ ପରସ୍ପର ର ପାରିବାରିକ ଜୀବନ ରେ ବେଶ ଖୁସି ରେ ଅଛନ୍ତି I