ପ୍ରତେକ ୧୫ ରୁ ୨୦ ମିନିଟ ଭିତରେ ଏହି କାମ କରିବାକୁ ଉତ୍ତେଜିତ ହୋଇଯାନ୍ତି ସନି ଲିୟନି,

ବଲିଉଡ ଅଭିନେତ୍ରୀ ସନି ଲିୟନି ସବୁଠାରୁ ଚର୍ଚ୍ଚିତ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି | ତାଙ୍କର ପ୍ରଫେସନାଲ ଲାଇଫ ଛଡା ପର୍ଶନଲ ଲାଇଫ ରେ ମଧ୍ୟ ଫ୍ୟାନ ମାନଙ୍କର ଇଂଟରେଷ୍ଟ ରହିଥାଏ I ଏହି କାରଣ ଯୋଗୁ ସେ ଗୁଗୁଲ ରେ ସବୁଠୁ ଅଧିକ ଥର ସର୍ଚ୍ଚ କରାଯାଇଥିବା ସେଲିବ୍ରିଟି ମଧ୍ୟ ରହିସାରିଛନ୍ତି | ଆପଣ ବି କେବେ ନା କେବେ ତାଙ୍କ ଜୀବନ ବିଷୟରେ ଜାଣିବା ପାଇଁ ଗୁଗଲ ଖୋଲିଥିବେ |

ଆପଣ ସନି ଲିୟନିଙ୍କ ଫ୍ୟାମିଲ ସମ୍ପର୍କରେ ମଧ୍ୟ ଜାଣିବାକୁ ଚେଷ୍ଟା କରିଥିବେ| କିନ୍ତୁ ଆଜି ଆମେ ଆପଣଙ୍କୁ ସନି ଲିୟନି ଙ୍କର ଏକ ଖାସ ଅଭ୍ୟାସ ବିଷୟ ରେ କହିବାକୁ ଯାଉଛୁ I ଏହି ଅଭ୍ୟାସ କୁ କରିବା ପାଇଁ ସନି ଲିୟନି କାହାକୁ ମଧ୍ୟ ଖାତିର କରିନଥାନ୍ତି|

ସନି ଲିୟନି ଙ୍କ ର ଏହି ଅଭ୍ୟାସ ଜିସମ 2 ସୁଟିଙ୍ଗ ସମୟରେ ପଦାକୁ ଆସିଥିଲା | ସମେସ୍ତେ ଏହା ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | କାରଣ ଏହା ଯୋଗୁ ଅନେକ ସମୟରେ ସୁଟିଂରେ ଡେରି ବି ହେଇଯାଇଥାଏ |

ଆପଣ ମଧ୍ୟ ଚିନ୍ତାରେ ପଡିଯାଇଥିବେ କି ଆମେ ସନି ଲିୟନି ଙ୍କ ର କେଉଁ ଅଭ୍ୟାସ ବିଷୟରେ କହିବାକୁ ଯାଉଛୁ | ସନି ଲିୟନି ଙ୍କର ଏହି ଅଭ୍ୟାସ ଆଉ କିଛି ନୁହେଁ ବାସ ସେ ପ୍ରତି 15 ରୁ 20 ମିନିଟ ମଧ୍ୟ ରେ ନିଜ ଗୋଡ଼ ଧୋଇଥାନ୍ତି | ଯେପରି କିଛି ଲୋକେଙ୍କର ବାରମ୍ବାର ହାତ ଧୋଇବା ରେ ଅଭ୍ୟସ୍ତ ରହିଥାଏ | ସେହିପରି ସନି ଲିୟନି ବାରମ୍ବାର ଗୋଡ଼ ଧୋଇବା ରେ ଅଭ୍ୟସ୍ତ ଅଛି |

ସନି ଲିୟନି ଏହି ଅଭ୍ୟାସ ପଛରେ ଏତେ ପାଗଳ ଅଛନ୍ତି କି ସେ ପ୍ରତି 15 ରୁ 20 ମିନିଟ ମଧ୍ୟରେ ଥରେ ଗୋଡ଼ ନ ଧୋଇଲେ ରହିପାରନ୍ତି ନାହିଁ | ଏହି କାରଣ ରୁ ତାଙ୍କ ସୁଟିଂ ରେ ଡେରି ହେଇଥାଏ I

Leave a Reply

Your email address will not be published. Required fields are marked *