ଶାରୀରିକ ସମ୍ବନ୍ଧ ରଖିବା ପରେ ପରିସ୍ରା କରିବା କଣ ପାଇଁ ଅବଶ୍ୟକ ହୋଇଥାଏ; ଜାଣନ୍ତୁ

ପାର୍ଟନର ଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ହିଁ ଦୁହିଁଙ୍କ ମଧ୍ୟ ରେ ପ୍ରେମ ସମ୍ପର୍କ ମଜବୁତ ହେଇଥାଏ ଏବଂ ଇତି ମଧ୍ୟ ରେ ସୁରକ୍ଷିତ ଯୌନ ସମ୍ବନ୍ଧ ମଧ୍ୟ ଏକ ଗୁରୁତ୍ୱ ପୁର୍ଣ ଜିନିଷ ଅଟେ I ଆପଣ ନିଜ ପାର୍ଟନର ଙ୍କୁ ଖୁସି ରଖିବା ପାଁଇ ଯଥା ସମ୍ଭବ ଚେଷ୍ଟା କରନ୍ତୁ I କିନ୍ତୁ ଅନେକ ସମୟ ରେ ଆମେ ଶାରୀରିକ ସମ୍ବନ୍ଧ ରଖିବା ପରେ ସଫାସଫି ର ଧ୍ୟାନ ରଖିନଥାଉ ଯାହା ଫଳରେ କି ସେହି ସମ୍ବନ୍ଧ ମଧ୍ୟ ରେ ଟିକେ ବାଧା ସୃଷ୍ଟି ହେଇଥାଏ I

ଏମିତି ରେ ବି ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟ ସୁସ୍ଥ ସମ୍ପର୍କ ପାଁଇ ଏକ ସୁସ୍ଥ ଜୀବନ ଶୈଳୀ ମଧ୍ୟ ଆବଶ୍ୟକ ହେଇଥାଏ I ଏବଂ ଅନେକ ଦମ୍ପତି ମଧ୍ୟ ଥାନ୍ତି ଯେଉଁମାନେ ସମୟ ଅଭାବ ରୁ ଦୁହେଁ ଦୁହିଁଙ୍କ ପାଁଇ ସମୟ ଦେଇ ପାରନ୍ତି ନାହିଁ I କିନ୍ତୁ ଏହା ଜରୁରୀ କି ଦୁହେଁ ନିଜ ର ସେକ୍ସ ଲାଇଫ କୁ ସୁନ୍ଦର ଭାବରେ ଉପଭୋଗ କରିଥାନ୍ତି I ସେକ୍ସ ଲାଇଫ କୁ ଭଲ କରିବା ସହ ସଫାସୁତୁରା ଉପରେ ମଧ୍ୟ ବିଶେଷ ଧ୍ୟାନ ଦେବା ଆବଶ୍ୟକ ଅଟେ I

ସମ୍ବନ୍ଧ ରଖିବା ପରେ ଆପଣ ନିଜ କୁ ସଂକ୍ରମଣ ରୁ ରକ୍ଷା କରିବା ପାଁଇ ପରିସ୍ରା କରିବା ଅବଶ୍ୟକ ରହିଥାଏ କିନ୍ତୁ ମହିଳା ଙ୍କ ର ସଂକ୍ରମ ର କୌଣସି ଡର ନ ଥାଏ କାରଣ ମହିଳା ଙ୍କ ର ମୂତ୍ର ମାର୍ଗ ଓ ପ୍ରଜନନ ମାର୍ଗ ଅଲଗା ଅଲଗା ଥାଏ I

କିନ୍ତୁ ପୁରୁଷ ଙ୍କ ର ମୂତ୍ର ମାର୍ଗ ଓ ସ୍ପରମ ମାର୍ଗ ଅଲଗା ଅଲଗା ଥାଏ I ଦୁହିଁଙ୍କ ମଧ୍ୟ ରେ କେବଳ ଏହା ହିଁ ଫରକ ଥାଏ I ମହିଳା ଙ୍କ ର ପ୍ରାଇଭେଟ ପାର୍ଟ ବହୁତ ସମ୍ବେଦନସିଳ ହେଇଥାଏ ଏବଂ ଏକ୍ସପର୍ଟ ଙ୍କ କହିବା ଅନୁସାରେ ସମ୍ବନ୍ଧ ରଖିବା ପରେ ତୁରନ୍ତ ସେହି ସ୍ଥାନ କୁ ଭଲ ଭାବରେ ସଫା ରଖିବା ଉଚିତ I

ଶାରୀରିକ ସମ୍ବନ୍ଧ ବନେଇବା ପରେ ପରିଶ୍ରମ କରିବା ଜରୁରୀ ମଧ୍ୟ ହେଇଥାଏ କାରଣ ପରିସ୍ରା କରିବା ଦ୍ୱାରା ପରିସ୍ରା ରେ ଥିବା ଏସିଡ ଗୁଣ ସବୁ ସଂକ୍ରମଣ ରୁ ରକ୍ଷା କରିଥାଏ I

Leave a Reply

Your email address will not be published. Required fields are marked *