ଜାଣନ୍ତୁ 31 ବର୍ଷ ହେବା ପର୍ଯ୍ୟନ୍ତ ମହିଳାଙ୍କ ର କଣ କଣ ପରିବର୍ତନ ହେଇଥାଏ……….
ଯେପରି କି ଆମେ ସମସ୍ତେ ଜାଣିଛେ ଭଗବାନ ପୁରୁଷ ଓ ସ୍ତ୍ରୀ ଉଭୟ ଙ୍କୁ ସଂସାର ବୃଦ୍ଧି କରିବା ପାଁଇ ଜନ୍ମ ଦେଇଛନ୍ତି I ଯେପରି ଭାବରେ ମହିଳା ଙ୍କ ର ବୟସ ବଢିଥାଏ ତାଙ୍କ ର ଚିନ୍ତାଧାରା ରେ ମଧ୍ୟ ପରିବର୍ତନ ହେଇଥାଏ I ଏପରି ବହୁତ କମ ଲୋକେ ଜାଣିଛନ୍ତି କି ଏହି ମହିଳା ଙ୍କ ର ଶରୀର ରେ ପରିବର୍ତନ 31 ବର୍ଷ ବୟସ ପର୍ଯ୍ୟନ୍ତ ହେଇଥାଏ I
21 ବର୍ଷ ବୟସ ପର୍ଯ୍ୟନ୍ତ ମହିଳା ମାନେ ହେଇଥାନ୍ତି କୋମଳ
ବୈଜ୍ଞାନିକ ଙ୍କ ର ରିସର୍ଚ୍ଚ ଅନୁସାରେ କୁହାଯାଇଛି କି ମହିଳା ଙ୍କ ର 21 ବର୍ଷ ବୟସ ପର୍ଯ୍ୟନ୍ତ ଶରୀର ବହୁତ କୋମଳ ଥାଏ I ଏହି ବୟସ ରେ ଝିଅ ମାନେ ଯେଉର ପ୍ରକାର ର ପରିବେଶ ରେ ଚାଲିଥାନ୍ତି ସେମାନଙ୍କ ର ଚିନ୍ତା ଧାରା ସେହିପରି ଢାଞ୍ଚା ରେ ପଡିଥାଏ I
11 ରୁ 21 ବର୍ଷ ପର୍ଯ୍ୟନ୍ତ ଶରୀର ରେ ପରିବର୍ତନ
ଯେତେବେଳେ ମହିଳା ଙ୍କ ର ବୟସ 11 ବର୍ଷ ରୁ 21 ବର୍ଷ ମଧ୍ୟ ରେ ହେଇଥାଏ ତେବେ ମହିଳା ଙ୍କ ର ଶରୀର ର ଉପରି ଭାଗ ରେ ପରିବର୍ତନ ପରିଲକ୍ଷିତ ହେଇଥାଏ ଏବଂ ଏହି କାରଣ ରୁ ମହିଳା ମାନେ ସୁନ୍ଦର ଦେଖାଯାନ୍ତି I ଏହି ବୟସ ରେ ମହିଳା ଙ୍କୁ ଠିକ ଭୁଲ ର ନିଷ୍ପତି ବେଶ ଭଲ ଭାବରେ ହେଇଥାଏ I
25 ରୁ 31 ବର୍ଷ ବୟସ ମଧ୍ୟ ରେ
ରିସର୍ଚ୍ଚ ଅନୁସାରେ ଏହା କୁହାଯାଇଛି କି ଯେତେବେଳେ ମହିଳା ଙ୍କ ର ବୟସ 25 ବର୍ଷ ହେଇଥାଏ ତ ସେ ବହୁତ ଜାଣିବା ଶୁଣିବାର ହେଇଥାନ୍ତି ଏବଂ ବିଚାର କ୍ଷମତା ରହିଥାଏ ମଧ୍ୟ I ଯାହା ଫଳରେ କି ଏହି ବୟସ ରେ ଝିଅ ମାନେ ଠିକ ଭୁଲ ର ନିଷ୍ପତି ସହଜ ରେ କରିପାରିଥାନ୍ତି I